ରାଜ୍ୟରେ ଅପରାହ୍ନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ
ଭୁବନେଶ୍ବର: ରାଜ୍ୟରେ ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ । ଭୋଟ୍ ଦେଉଛନ୍ତି ରାଜ୍ୟବାସୀ । ମିଳିଥିବା ସୂଚନା ଅନୁସାରେ, ଅପରାହ୍ନ ୧ ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ ହୋଇଛି ।
ତେବେ ଭଦ୍ରକରେ ୩୪.୭୩ ପ୍ରତିଶତ ମତଦାନ ହୋଇଥିବାବେଳେ, ବାଲେଶ୍ୱରରେ ୪୧.୪୪…