Latest Odisha News

BREAKING NEWS

Yearly Archives

2024

ଦେହରେ ଗେରୁଆ ବସ୍ତ୍ର, ହାତରେ ରୁଦ୍ରାକ୍ଷ, ମଥାରେ ତିଲକ: ଧ୍ୟାନରେ ମୋଦୀ

କନ୍ୟାକୁମାରୀ: ଦେହରେ ଗେରୁଆ ବସ୍ତ୍ର, ହାତରେ ରୁଦ୍ରାକ୍ଷ, ମଥାରେ ତିଲକ… କନ୍ୟାକୁମାରୀ ଯାଇ ବିବେକାନନ୍ଦ ସ୍ମାରକୀ ଶିଳାରେ ଧ୍ୟାନ ସାଧନା କରୁଛନ୍ତି ମୋଦୀ । ମନ୍ଦିରରେ ପୂଜାର୍ଚ୍ଚନା ପରେ ଧ୍ୟାନରେ ବସିଛନ୍ତି ମୋଦୀ । ଏହାରିଭିତରେ ସାମ୍ନାକୁ ଆସିଛି ମୋଦୀଙ୍କ କିଛି ଫଟୋ । ଗତକାଲିଠୁ…

ଖେଳୁଥିବା ବେଳେ ପିଠିରେ ପଶିଗଲା ଲୁହା ଛଡ଼

ବରଗଡ଼: ଖେଳୁଥିବା ସମୟରେ ଘଟିଲା ଅଘଟଣ । ନଅ ବର୍ଷର ଶିଶୁ ଦେହରେ ପଶିଗଲା ଲୁହା ଛଡ଼ । ଚିକିତ୍ସା ପାଇଁ ତୁରନ୍ତ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ସେଠାରେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ…

ଆପ୍ ସାଂସଦ ସ୍ବାତି ମାଲିଓ୍ବାଲ ମାମଲା: ୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ବିଭବ କୁମାର

ନୂଆଦିଲ୍ଲୀ: ଆପ୍ ରାଜ୍ୟସଭା ସାଂସଦ ସ୍ବାତି ମାଲିୱାଲ ମାମଲା । କେଜ୍ରିଓ୍ବାଲଙ୍କ ପିଏସ୍ ବିଭବ କୁମାରଙ୍କ ଅଡୁଆ ବଢିଲା । ଦିଲ୍ଲୀର ତିସ୍ ହଜାରି କୋର୍ଟ ଆଜି ବିଭବଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତ କୁ ପଠାଇଦେଇଛନ୍ତି । ସ୍ବାତୀ ମାଲିୱାଲ ମାମଲାରେ ବିଭବ କୁମାରଙ୍କୁ ମେ ୧୮ ରେ ଗିରଫ କରିଥିଲା…

ଆସନ୍ତାକାଲି କାକଟପୁର ଓ ନିମାପଡାରେ ମତଦାନ, ଭୋଟ୍ ଦେବେ ୪୯୧୬୯୮ ଭୋଟର

ପୁରୀ: ଆସନ୍ତାକାଲି ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ମଧ୍ୟରେ ପୁରୀ ଜିଲ୍ଲାରେ ଦ୍ୱିତୀୟ ତଥା ଚୁଡାନ୍ତ ପର୍ଯ୍ୟାୟ ପାଇଁ ଭୋଟ୍ ପଡିବ । ୧୬ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୦୫ କାକଟପୁର ଓ ୧୦୬ ନିମାପଡା ବିଧାନସଭା ନିର୍ବାଚନ…

ଜେଲ ଭିତରେ ନିର୍ବାଚନ ଫଳାଫଳ ଦେଖିବେ ରେବନ୍ନା, ୬ ଦିନ ପାଇଁ ନିଜ ହେପାଜତକୁ ନେଲା ଏସଆଇଟି

ବେଙ୍ଗାଲୁରୁ: ରିମାଣ୍ଡରେ ଗଲେ ଜେଡିଏସରୁ ନିଲମ୍ବିତ ସାଂସଦ ପ୍ରଜ୍ଜ୍ଵଳ ରେବନ୍ନା । ଜୁନ ୬ ପର୍ଯ୍ୟନ୍ତ ଏସଆଇଟି ହେପାଜତରେ ରହିବେ ପ୍ରଜ୍ଜ୍ଵଳ । ଜେଲରେ ଭିତରେ ରହି ନିର୍ବାଚନ ଫଳାଫଳ ଦେଖିବେ ପ୍ରଜ୍ଜ୍ଵଳ । ଯୌନ କେଳେଙ୍କାରୀ ମାମଲାରେ ଜୁନ ୬ ପର୍ଯ୍ୟନ୍ତ ରେବନ୍ନାଙ୍କୁ ଏସଆଇଟି ହେପାଜତକୁ…

କିଏ କହୁଛି ସତ ?

ଭୁବନେଶ୍ବର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୁମରେ ନାହିଁ ଟେଲିଫୋନ୍ ସଂଯୋଗ। ସିଧାସଳଖ ନବୀନଙ୍କ ରୁମରେ ନାହିଁ ଟେଲିଫୋନ୍ କନେକ୍ସନ୍ । ମୁଖ୍ୟମନ୍ତ୍ରୀଙ୍କ ରୁମରେ ଥିବା ଟିଭିରେ ଓଡିଆ ଚ୍ୟାନେଲ୍ ଆସୁନାହିଁ । ନବୀନଙ୍କ ରୁମରେ ଥିବା ଟିଭିରେ କେବଳ ଇଂରାଜୀ ନ୍ୟୁଜ…

ଗତ ୨ଦିନର ଘଟଣାରେ ସ୍ଵାସ୍ଥ୍ୟ ସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି: ସମୀର ମହାନ୍ତି

ଭୁବନେଶ୍ୱର: ରାଜ୍ୟ ସ୍ଵାସ୍ଥ୍ୟ ସେବାର ବିକଳ ଚିତ୍ର । ଗତ ୨ ଦିନ ଭିତରେ ରାଜ୍ୟରେ ଯେଉଁ ଦୁଇଟି ଅଭାବନୀୟ ଘଟଣା ଘଟିଛି ସେଥିରୁ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର ଚିତ୍ର ପୁରା ଜଳ ଜଳ ହୋଇ ଦିଶୁଛି । ପୁରୀରେ ବାଣ ବିସ୍ଫୋରଣଜନିତ ମୃତ୍ୟୁ ଓ ପଶ୍ଚିମଓଡ଼ିଶାରେ ଅଂଶୁଘାତଜନିତ ମୃତ୍ୟୁ…

ଲ୍ୟାଣ୍ଡ ଅଫ୍ ଦ ମିଡନାଇଟ୍ ସନ୍: ଏପରି ସହର ଯେଉଁଠି ହୁଏନି ରାତି

ନୂଆଦିଲ୍ଲୀ: ଦିନ ପରେ ରାତି ଆଉ ରାତି ପରେ ଦିନ ହେବା ସୃଷ୍ଟିର ନିୟମ। କିନ୍ତୁ ଭାବିଲେ ଯଦି କେବେବି ରାତି ହେବନି କି ଦିନ ହେବନି କେମିତି କଟିବ ଆପଣଙ୍କ ଦିନ। ଆପଣ ଜାଣନ୍ତି କି ଦୁନିଆରେ ଏପରି ସ୍ଥାନ ରହିଛି ଯେଉଁଠାରେ କେବେ ବି ରାତି ହୁଏ ନାହିଁ। ଦୁନିଆରେ ଏମିତି କିଛି ଦେଶ ଅଛି ଯେଉଁଠାରେ…

୫.୮୨ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ୨ ବର୍ଷ ଶିଶୁର ପେଂଟିଂ

ନୂଆଦିଲ୍ଲୀ:ଜର୍ମାନୀର ଏକ ୨ ବର୍ଷର ଶିଶୁ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ସାଜିଛି । ଲୌରେନ ସ୍କୱାର୍ଜ ନାମକ ଏହି ଶିଶୁର ଗୋଟିଏ ଗୋଟିଏ ପେଂଟିଂ ୫.୮୨ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ତାଙ୍କୁ କେହି ଚିତ୍ର କରିବା ଶିଖାଇ ନାହାନ୍ତି । ସତେ ଯେପରି ସେ ଅଭିମନ୍ୟୁ ପରି ମାଆ ପେଟରୁ ଏହି…

ବ୍ଲାକମେଲ କରି ଗିରଫ ହେଲେ ୟୁଟ୍ୟୁବର

ଭୁବନେଶ୍ବର: ମହିଳାଙ୍କୁ ବ୍ଲାକମେଲ ଅଭିଯୋଗରେ ୟୁଟ୍ୟୁବର ଗିରଫ । ୟୁଟ୍ୟୁବର ଚନ୍ଦନ କରଙ୍କୁ ଗିରଫ କଲା ମହିଳା ଥାନା ପୋଲିସ । ଅନ୍ତରଙ୍ଗ ଭିଡିଓ ତାଙ୍କ ସ୍ୱାମୀଙ୍କୁ ଦେଖାଇବେ କହି କରୁଥିଲେ ବ୍ଲାକମେଲ୍ । ପୂର୍ବତନ ପ୍ରେମିକାଙ୍କ ଅଭିଯୋଗ ଆଧାରରେ  ଗିରଫ କରିଛି ପୋଲିସ । ଅଭିଯୋଗ…