Latest Odisha News

BREAKING NEWS

Yearly Archives

2024

ଖଲ୍ଲିକୋଟ ବିଜେପି କର୍ମୀ ହତ୍ୟା ମାମଲା: ଗିରଫ ହେଲେ ଆଉ ୩ ଜଣ ଅଭିଯୁକ୍ତ

ଛତ୍ରପୁର: ଖଲ୍ଲିକୋଟ ନିର୍ବାଚନୀ ହିଂସା, ରକ୍ତରଞ୍ଜିତ ହୋଇଥିଲା ଖଲ୍ଲିକୋଟ ରାସ୍ତା । ବ୍ୟାନର ମରା ପ୍ରସଙ୍ଗକୁ ନେଇ ଗତ ୧୫ ତାରିଖରେ ବିଜେପି କର୍ମୀ ଦିଲ୍ଲୀପ ପାହାନାଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିଲା । ଏହାକୁ ନେଇ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଗଞ୍ଜାମ…

ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କନ୍ୟାକୁମାରୀ ଗସ୍ତ କରିବେ ମୋଦୀ, ବିବେକାନନ୍ଦ ଶିଳା ସ୍ମାରକୀରେ କରିବେ ଧ୍ୟାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ମେ ୩୦ ସନ୍ଧ୍ୟାରେ ଶେଷ ହେବ ପ୍ରଚାର। ଏହି ସମୟରେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶେଷ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ୟାକୁମାରୀରବିବେକାନନ୍ଦ ଶିଳା ସ୍ମାରକୀରେ ଧ୍ୟାନ କରିପାରିବେ। ମୋଦୀ ମେ ୩୦ ତାରିଖ ରାତିରେ…

ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରିବା ବେଳେ ଦୁର୍ଘଟଣା, ବାଇକରୁ ପଡ଼ି ବାପା ମୃତ

ସୁବର୍ଣ୍ଣପୁର: ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରୁଥିଲେ ବାପା। ହେଲେ ବାଟରେ ଦୁର୍ଘଟଣା ଘଟି ବାପାଙ୍କର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମେଘଳା ପଞ୍ଚାୟତ ସାହାଜବାହାଲ ଗାଁ ନିକଟରେ। ମୃତ ବ୍ୟକ୍ତି ଜଣଙ୍କ କବିରାଜ ପୋଢ଼। ସୂଚନା…

ଧର୍ମଶାଳାରେ ଅନ୍ଧାରୀ ବିଜେ ଘଟଣାକୁ ନେଇ ଉତ୍ତେଜନା: ପୋଲିସ ଗାଡ଼ି ଭଙ୍ଗାରୁଜା, ୪ ଗିରଫ

ଯାଜପୁର: ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଦିବସ ପାଖେଇ ଆସୁଥିବା ବେଳେ ଯାଜପୁର ଜିଲ୍ଲାର ଧର୍ମଶାଳାରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ଟଙ୍କା ବାଣ୍ଟିବା ସନ୍ଦେହରେ ଉତ୍ତେଜନା ଦେଖିବାକୁ ମିଳିଛି। ଗତକାଲି କାଦୁଆମାଗୁରା ଗାଁରେ ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ବାମୀଙ୍କୁ ଅଟକ ରଖିଥିଲେ…

ଆଜିଠୁ ବଢିବ ତାତି; ୨ ରୁ ୩ ଡିଗ୍ରୀ ଯାଏ ବଢିବ ଦିନ ତାପମାତ୍ରା

ଭୁବନେଶ୍ୱର: ଆଜିଠାରୁ ବଢ଼ିବ ପାରଦ। ୨ ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ତେବେ ଭୀଷଣ ବାତ୍ୟା ‘ରେମଲ’ ବାତ୍ୟାରେ ପରିଣତ ହୋଇଛି । ବର୍ତ୍ତମାନ ଓଡିଶାକୁ ଏହାର ବିଶେଷ ପ୍ରଭାବ ନାହିଁ । ରାଜ୍ୟର ସ୍ଥଳଭାଗରେ ବର୍ଷା ଘଡଘଡି ବିଜୁଳି…

ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଆଇଟି ଚଢଉ, କଂଗ୍ରେସ ଅଫିସ୍ ବାହାରେ ବିଜେଡି କର୍ମୀଙ୍କ ହୋହଲ୍ଲା

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ତଥା ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଆଇଟି ରେଡ଼। ଭଦ୍ରକ ମୋଟଲ ଛକସ୍ଥିତ ଅଫିସ୍‌ରେ ଫ୍ଲାଇଂ ସ୍କ୍ବାଡ୍‌ ଏବଂ ଇନ୍‌କମ ଟ୍ୟାକ୍ସ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇଛି। ତେବେ ଚଢ଼ାଉ ବେଳେ…

ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଅନୁଗୁଳ: ଘର ସାମ୍ନାରୁ ଉଦ୍ଧାର ହେଲା ପୂର୍ବତନ ସରପଞ୍ଚଙ୍କ ମୃତଦେହ । ମୃତକ ହେଉଛନ୍ତି ଜେରଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୂତି ଗଡ଼ନାୟକ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଜରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଗତକାଲି ରାତିରେ…

ପୁଣି ଛୁଆ ଦେଲା ଘଡ଼ିଆଳ ମା’ କୁମ୍ଭୀର, ଛୁଆଙ୍କୁ ଜଗିଛି ବନ ବିଭାଗର ୩ ଦଳ

ଅନୁଗୁଳ: ସାତକୋଶିଆ ଗଣ୍ତରେ ୩୫ଟି ଘଡ଼ିଆଳ କୁମ୍ଭୀର ଜନ୍ମଗ୍ରହଣ କରିଛନ୍ତି। ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଦେଇ ଯାଇଥିବା ମହାନଦୀରେ ଘଡ଼ିଆଳ ମା’ କୁମ୍ଭୀର ପୁଣି ଛୁଆ ଦେଇଛି। ମୋଟ ୩୫ଟି ଅଣ୍ଡା ମଧ୍ୟରୁ ସମସ୍ତ ଛୁଆ ଫୁଟି ବାରିଛନ୍ତି। ସମସ୍ତେ ସୁରକ୍ଷିତ ଅଛନ୍ତି। ସମସ୍ତ ଛୁଆ ଫୁଟି…

ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟଣା, ୭ ନିଲମ୍ବିତ, ୬ ଜଣଙ୍କୁ ବଦଳି

ରାଜକୋଟ: ରାଜକୋଟ ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟଣା । କାର୍ଯ୍ୟରେ ଅବହେଳା କାରଣରୁ ୨ ପୋଲିସ ସମେତ ୭ଜଣଙ୍କୁ ନିଲମ୍ବିତ କଲେ ଗୁଜରାଟ ସରକାର । ଏହାବ୍ୟତୀତ ରାଜକୋଟ ପୋଲିସ କମିଶନରଙ୍କ ସମେତ ୬ ପୋଲିସ ଅଧିକାରୀଙ୍କୁ ବଦଳି କରାଯାଇଛି। ତେବେ ଆବଶ୍ୟକ ଅନୁମୋଦନ ନ ଥାଇ ଏହି ଗେମିଂ ଜୋନଟି…

ମାଓବାଦୀଙ୍କ ବର୍ବରତା: ଇନ୍‌ଫର୍ମର୍‌ ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା

କନ୍ଧମାଳ: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ପୋଲିସ ଇନ୍‌ଫର୍ମର୍‌ ସନ୍ଦେହରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବଣ୍ଡାପିପିଲି ପଞ୍ଚାୟତ ବାରିପଙ୍ଗା ଗ୍ରାମର ଗ୍ରସକା ରୋହିତଙ୍କ ପୁଅ ‌ମେଟଲା ରୋହିତଙ୍କୁ ମାଓବାଦୀମାନେ ହତ୍ୟା…