Latest Odisha News

BREAKING NEWS

Yearly Archives

2024

ଚିନା ବାଦାମର ଅତ୍ୟଧିକ ସେବନ ହୋଇପାରେ ଏହି ରୋଗର କାରଣ, ଖାଉଥିଲେ ସାବଧାନ…

ଭୁବନେଶ୍ଵର: ଚିନାବାଦାମରେ ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ । ତେଣୁ ଚିନାବାଦାମକୁ ଗରିବଙ୍କ ବାଦାମ (Almond) ବୋଲି ମଧ୍ୟ କୁହାଯାଏ । ଚିନାବାଦାମରେ ପ୍ରୋଟିନ୍, କାର୍ବସ୍, ଫାଇବର ଏବଂ ଫ୍ୟାଟି ଏସିଡର ଗୁଣ ରହିଛି । ଏହାକୁ ଖାଇବା ଦ୍ୱାରା ଶରୀର ପାଇଁ ଅନେକ ଲାଭ ହୋଇଥାଏ, କିନ୍ତୁ ଏହା କିଛି…

ସମ୍ପତି ମାମଲାରେ ନିଜକୁ କୁଇନ ପ୍ରମାଣିତ କଲେ ବିଜେପି ପ୍ରାର୍ଥୀ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏଥର ବିଜେପି ଟିକେଟରୁ ହିମାଚଳରୁ ମଣ୍ଡି ଆସନରୁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି । ନିକଟରେ ସେ ମଣ୍ଡି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଂହଚି ନାମାଙ୍କନ ଦାଖଲ କରିଛନ୍ତି । କଂଗ୍ରେସର ବିକ୍ରମାଦିତ୍ୟ ସିଂଙ୍କ ସହ ତାଙ୍କର ମୁକାବିଲା ହେଉଛି ।…

ଚାହା କିମ୍ବା କଫି ପିଉଥିଲେ ସାବଧାନ, ଚେତାବନୀ ଦେଲା ଆଇସିଏମ୍ଆର

ନୂଆଦିଲ୍ଲୀ: ସକାଳୁ ନିଦରୁ ଉଠିବା ପରେ ଅଧିକାଂଶ ଲୋକ କ୍ଳାନ୍ତ ଏବଂ ଅଳସୁଆ ଅନୁଭବ କରିଥାନ୍ତି । ଆଉ ସେସବୁରୁ ଟିକିଏ ଆରାମ ପାଇବାକୁ ସାଧାରଣତଃ କଫି କିମ୍ବା ଚାହା ପିଥାଆନ୍ତି । ଏହାକୁ ପିଇବା ମାତ୍ରେ ବହୁତ ଲୋକ ସତେଜ ଅନୁଭବ କରନ୍ତି ବୋଲି କହିଥାନ୍ତି । ଏମିତି ବି ଲୋକ ଅଛନ୍ତି,…

୩୪୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ଗିରଫ ହେଲେ ଧୀରଜ ୱଧାୱନ

ନୂଆଦିଲ୍ଲୀ: ଦିୱାନ ହାଉସିଂ ଫାଇନାନ୍ସ କପୋରେଶନ ଲିମିଟେଡ (ଡିଏଚଏଫଏଲ)ର ପୂର୍ବତନ ନିର୍ଦ୍ଦେଶକ ଧୀରଜ ୱଧାୱନଙ୍କ ସିବିଆଇ ଗିରଫ କରିଛି । ୩୪୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଠକେଇ ମାମଲାରେ ସିବିଆଇ ତାଙ୍କ ବିରୋଧରେ…

ରାଜନୀତିରେ ମାଗଣା ବିଜୁଳି: ଆପଣଙ୍କ ବିଲ୍ କ’ଣ ଜୁନ ମାସରୁ ଦେୟମୁକ୍ତ ହୋଇପାରିବ, ପଢ଼ନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର: ରାଜନୀତିରେ ବିଜୁଳି। ରାଜ୍ୟରେ ତିନି ପ୍ରମୁଖ ଦଳ ମାଗଣା ବିଜୁଳି ନେଇ ନିଜ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଛନ୍ତି। ତେବେ ଶାସକ ଦଳ ପ୍ରଥମ ଥର ପାଇଁ ଶହେ ୟୁନିଟ୍ ମାଗଣା ବିଜୁଳି ଘୋଷଣା କରିବା ପରେ ଏହାକୁ ନେଇ ବିତର୍କ ତେଜିଛି। ବିଭିନ୍ନ ସଭାରେ ବିଜେଡି ନେତା ଭିକେ…

ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ପୂରିଲା ୨ ମାସ: ରିପୋର୍ଟ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ସମୟରେ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧିକୁ ପୂରିଛି ଦୁଇ ମାସ । ଆଦର୍ଶ ଆଚରଣ ବିଧି ଲାଗୁ ହେବାର ଗୋଟିଏ ମାସ ପରେ ଆୟୋଗ ନିଜର ପାରଦର୍ଶୀ ପଦକ୍ଷେପ ଗ୍ରହଣ କରି ସଦ୍ୟତମ ରିପୋର୍ଟ ପ୍ରକାଶ କରିଥିଲେ । ବର୍ତ୍ତମାନ ଦ୍ୱିତୀୟ ଥର ଆୟୋଗ ଏଭଳି ରିପୋର୍ଟ…

ନିର୍ବାଚନ ବେଳେ ଭୋଟରମାନେ ନେତାଙ୍କୁ ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ: ରାଜ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ନିର୍ବାଚନ ବେଳେ ଭୋଟରଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବାକୁ ନେଇ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ଭୋଟରଙ୍କ ଆଧାର ଏବଂ ମୋବାଇଲ୍ ଫୋନ୍ ବିବରଣୀ ସଂଗ୍ରହ କରୁଥିବା ନେଇ ସୂଚନା ମିଳିଛି। ଏହାପରେ…

ଛାଡପତ୍ରର କାରଣ ୫ ଟଙ୍କିଆ କୁରକୁରେ, କାଠଗଡାରେ ସ୍ଵାମୀ-ସ୍ତ୍ରୀ

ଆଗ୍ରା: ଝିମିଟି ଖେଳରୁ ମହାଭାରତ । ସାମାନ୍ୟ ୫ ଟଙ୍କିଆ କୁରକୁରେ ପାଇଁ ଅଦାଲତରେ ସ୍ଵାମୀ-ସ୍ତ୍ରୀ । ବିବାହର ଗୋଟିଏ ବର୍ଷ ପରେ କୋର୍ଟର କାଠଗଡାରେ ପତି-ପତ୍ନୀ । ଉତ୍ତର ପ୍ରଦେଶ ଆଗ୍ରାରୁ ଆସିଛି ଏଭଳି ଏକ ଘଟଣା । ଉତ୍ତର ପ୍ରଦେଶର ଆଗ୍ରାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସ୍ବାମୀ ୫ଟଙ୍କିଆ…

ଟି୨୦ ବିଶ୍ୱକପ: ଦ୍ୱିତୀୟ ସେମିଫାଇନାଲ ପାଇଁ ନାହିଁ ରିଜର୍ଭ ଦିବସ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ରିଜର୍ଭ ଦିବସ ନାହିଁ । ଆଇସିସି ପକ୍ଷରୁ ଏହା ଘୋଷଣା କରାଯିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ଆଇସିସି ଏହାର ସମାଧାନର ରାସ୍ତା ଖୋଜୁଛି । ଦ୍ୱିତୀୟ ସେମିଫାଇନାଲରେ ବର୍ଷା କିମ୍ବା ଅନ୍ୟ କୌଣସି ଅସୁବିଧା…

ଆୟକର କାର୍ଯ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ଆଇଟିଓସ୍ଥିତ ଆୟକର କାର୍ଯ୍ୟାଳୟ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ଆୟକର ବିଭାଗର ଜଣେ ଅଧୀକ୍ଷକଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ । ତେବେ ଆଜି ଅପରାହ୍ନ ସମୟରେ ଆଇଟିଓସ୍ଥିତ ଆୟକର କାର୍ଯ୍ୟାଳୟ କୋଠାରେ କୌଣସି…