Latest Odisha News

BREAKING NEWS

Yearly Archives

2024

ତିହାର ଜେଲ୍‌କୁ ବୋମାରେ ଉଡାଇ ଦେବାକୁ ଧମକ, ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ: ବିମାନବନ୍ଦର, ସ୍କୁଲ ଓ ହସ୍ପିଟାଲ ପରେ ଏବେ ଦିଲ୍ଲୀର ତିହାର ଜେଲକୁ ବୋମାରେ ଉଡାଇଦାବାକୁ ଧମକ ମିଳିଛି । ବୋମା ଧମକ ପରେ ଜେଲ୍ ର ସୁରକ୍ଷା ବ୍ୟବସ୍ଥା କୁ ଆହୁରି କଡାକଡି କରିଦିଆଯାଇଛି । ଘଟଣାସ୍ଥଳରେ ପହଞ୍ଚିବା ପୋଲିସ ଏବଂ ଡଗ୍ ସ୍କ୍ବାର୍ଡ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ୍…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତି କେତେ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାରଣାସୀ ସଂସଦୀୟ ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସତ୍ୟପାଠ ଅନୁଯାୟୀ, ତାଙ୍କ ପାଖରେ ୩.୦୨ କୋଟି ଟଙ୍କାର ଅସ୍ଥାବର(ଚଳ ପ୍ରଚଳ) ସମ୍ପତ୍ତି ଅଛି। ପାଖରେ ନଗଦ ୫୨,୯୨୦…

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅସୁସ୍ଥ, ଚିକିତ୍ସା ଜାରି

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅସୁସ୍ଥ । ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁ କାରଣରୁ ସେ ଆଜି ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଭାଗ ନେଇପାରିଲେ…

ରାଜନୀତିରେ ରାଜୁ ଦାସ: ଦଳ ଟିକେଟ ପ୍ରତ୍ୟାହାର କରିନେବା ପରେ ପୁଣିହେଲେ ଶିଶୁପାଳ!

ବାଲେଶ୍ୱର: ପୁଣିଥରେ ଚର୍ଚ୍ଚାରେ ରାଜୁ ଦାସ। ଧାମନଗର ଉପନିର୍ବାଚନ ବେଳେ ବିଜେଡି ତାଙ୍କୁ ଟିକେଟ୍ ନଦେବାରୁ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ। ଏବେ ବିଧାନସଭା ନିର୍ବାଚନ ବେଳେ ବିଜେପିରେ ସାମିଲ ହୋଇଥିଲେ ମଧ୍ୟ ତାଙ୍କଠୁ ଦଳୀୟ ଟିକେଟ୍ ପ୍ରତ୍ୟାହାର କରିନେବା ପରେ ସେ ଏବେ ଚର୍ଚ୍ଚାରେ। ଆଜି…

ମେଡିକାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ

ସମ୍ବଲପୁର: ହସ୍ପିଟାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ । ପ୍ରଥମେ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଏକ ଡାକ୍ତରୀ ଦଳ ତାଙ୍କ ଘରକୁ ଯାଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଶ୍ରୀ…

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କାହାର ପଲ୍ଲା ଭାରି? ବିଜେପି ପ୍ରଭାରୀ ଦେଖାଇଲେ ବଡ଼ ଦମ୍ବୋକ୍ତି

ଭୁବନେଶ୍ୱର: ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କିଏ କେତୋଟି ଆସନ ହାତେଇବ ସେନେଇ ଅଙ୍କକଷା ଆରମ୍ଭ ହୋଇଛି। ବିଜେପି ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର କହିଛନ୍ତି ଯେ ମେ' ୧୩ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନରେ…

ଚାଲିଥିଲା ଆଇପିଏଲ ବେଟିଂ, ମାଡିବସିଲା ପୋଲିସ, ୪ ଗିରଫ

ସୁନ୍ଦରଗଡ: ଆରମ୍ଭ ହୋଇଯାଇଛି ଦେଶର ସବୁଠାରୁ ଲୋକ ପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ । ଏହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ବେଟିଂ । ଗୋଟିଏ ଗୋଟିଏ ବଲ ଉପରେ ଲାଗୁଛି ଲକ୍ଷ ଲକ୍ଷ ଟଙ୍କାର ବେଟିଂ । କିଏ ମାରିବ କେଉଁ ବଲରେ ଛକା ଆଉ କିଏ କେଉଁ ବଳରେ ମାରିବ ଚୌକା ଏବଂ କେଉଁବଲରେ କେତେ ରନ…

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ କିଏ ସବୁଠୁ ଧନୀ ପ୍ରାର୍ଥୀ, ଦିଲ୍ଲୀପ ରାୟଙ୍କ ସମ୍ପତ୍ତି କେତେ?

ଭୁବନେଶ୍ୱର: ଓଡ଼ିଶାର ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରାଥମିକ ପର୍ଯ୍ୟାୟ ମତଦାନ ପରେ ମେ' ୨୦ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ। ଏହି ପର୍ଯ୍ୟାୟରେ ୨୬୫ ଜଣ ପ୍ରାର୍ଥୀଙ୍କ ସତ୍ୟପାଠରୁ ପ୍ରାର୍ଥୀଙ୍କ ସମ୍ପତ୍ତି ଜଣାପଡ଼ିଛି। ଓଡ଼ିଶା ଇଲେକ୍ସନ ୱାଚ୍ ଏବଂ ଆସୋସିଏସନ୍ ଫର୍…

ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣକୁ ସ୍ବୀକାର କଲା ଆପ୍, କାର୍ଯ୍ୟାନୁଷ୍ଠାନ ନେବେ କେଜ୍ରିଓ୍ବାଲ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ସାଂସଦ ସ୍ୱାତୀ ମାଲିୱାଲଙ୍କୁ କରାଯାଇଥିବା ଦୁର୍ବ୍ୟବହାରକୁ ସ୍ବୀକାର କରିଛି ଆପ୍ । ଏହା ସହ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ଏବଂ ପିଏ ବୈଭବ କୁମାରଙ୍କ ବିରୋଧରେ…

ନୈଶ୍ୟ ଭୋଜିରେ ରାହୁଲଙ୍କୁ କୁଣ୍ଢେଇ ପକାଇଲେ ସଞ୍ଜୀବ ଗୋୟନକା

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ମାଲିକ ସଞ୍ଜୀବ ଗୋୟନକା ଓ କ୍ରିକେଟର କେଏଲ ରାହୁଲଙ୍କ ମଧ୍ୟରେ ଉପୁଜିଥିବା ବେଶ ଚର୍ଚ୍ଚାର କାରଣ ସାଜିଥିଲା । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଲକ୍ଷ୍ନୌ ଶୋଚନୀୟ ଭାବେ ପରାଜିତ ହେବା ପରେ ରାହୁଲଙ୍କ ଉପରେ ସଞ୍ଜୀବ ବିରକ୍ତ…