ମୋଦିଙ୍କୁ ନିର୍ବାଚନ ଲଢ଼ିବା ନେଇ ବାରଣ ହୋଇଥିବା ଅଭିଯୋଗକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ ଲଢ଼ିବା ନେଇ ବାରଣ ହୋଇଥିବା ଅଭିଯୋଗକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଏସ୍ସି ଶର୍ମାଙ୍କ ଖଣ୍ଡପୀଠ ଆବେଦନକାରୀଙ୍କୁ ଉପଯୁକ୍ତ ଅଧିକାରୀଙ୍କ ପାଖରେ ନିଜର ଅଭିଯୋଗ ଜଣେଇବାକୁ…