Latest Odisha News

BREAKING NEWS

Yearly Archives

2024

ମାଓ ପ୍ରବଣ ଅଞ୍ଚଳରୁ ମତଦାନ ସାରି ହେଲିକପ୍ଟର ଯୋଗେ ଫେରିଲେ ନିର୍ବାଚନ ଅଧିକାରୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ମାଓ ପ୍ରବଣ ଅଞ୍ଚଳରୁ ମତଦାନ ସାରି ଚାରି ଗୋଟି ବୁଥ୍ ରୁ ନିର୍ବାଚନ ଅଧିକାରୀ ଓ କର୍ମଚାରୀ ମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେହି ଚାରି ଗୋଟି ମତଦାନ କେନ୍ଦ୍ର ଗୁଡିକ ହେଲା ବୋଡ଼େନ ବ୍ଲକ ପାଟଧରା, କାଠଫେର ଓ କୋମନା ବ୍ଲକ ଜାମଗାଁ ଓ ଦେଓସିଲ । ଅପରାହ୍ନ…

କାହାର ହେବ ଭଞ୍ଜନଗର ?

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା ଆସନ । ଦିନେ କଂଗ୍ରେସର ଗଡ ଥିବା ଏହି ସିଟ୍ ପାଲଟିଛି ବିଜେଡିର ଅଭେଦ୍ୟ ଦୁର୍ଗ। ଭଞ୍ଜନଗରରେ ବିଜେଡିରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ଦଳର ଟାଣୁଆ ନେତା ବିକ୍ରମ କେଶରୀ ଆରୁଖ। ଗତ ଛଅ ଥର ହେଲା ଏଠାରୁ ଜିତି ଆସୁଛନ୍ତି ଆରୁଖ । ଏଥର ସପ୍ତମ ଥର…

ଘରକଳି ବିଗାଡିବ ବିଜେପୁର ଅଙ୍କ !

ଭୁବନେଶ୍ବର : ବିଜେପୁରରେ ପ୍ରାର୍ଥୀ ରିପିଟ୍ କରିଛନ୍ତି ଉଭୟ ବିଜେଡି ଓ ବିଜେପି । ବିଜେଡିରୁ ପୁଣି ରୀତା ସାହୁ ପ୍ରାର୍ଥୀ ହୋଇଛନ୍ତି ତ ବିଜେପିରୁ ମଇଦାନକୁ ଓହ୍ଲାଇଛନ୍ତି ସନତ ଗଡତିଆ । ଦିନେ କଂଗ୍ରେସର ଗଡ ରହିଥିଲା ବିଜେପୁର । କଂଗ୍ରେସରୁ ସୁବଳ ସାହୁ ତିନି ତିନି ଥର ବିଜେପୁରରୁ ବିଜୟୀ…

ପଦମପୁରରେ ଏଥର ବଦଳିବ ବାଜି !

ଭୁବନେଶ୍ବର: ବରଗଡ ଜିଲ୍ଲାର ପଦମପୁର ବିଧାନସଭା ନିର୍ବାଚନମଣ୍ଡଳୀ । ଦୁଇ ବର୍ଷ ତଳେ ଚର୍ଚ୍ଚାରେ ରହିଥିଲା ପଦମପୁର ଉପନିର୍ବାଚନ । ୨୦୧୯ର ବିଜେତା ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ପରେ ତାଙ୍କ ଝିଅ ବର୍ଷା ସିଂ ବରିହା ଉପନିର୍ବାଚନ ଲଢି ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ…

କାର୍ଯ୍ୟରେ ଅବହେଳା: ୩ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ୨ ଜଣଙ୍କୁ ଗିରଫ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ କାର୍ଯ୍ୟରେ ଅବହେଳା ଯୋଗୁଁ ୩ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ୨ ଜଣଙ୍କୁ ଗିରଫ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ…

ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ମାଡ

ଭଞ୍ଜନଗର : ନିର୍ବାଚନ ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ । ତିଲିସିଙ୍ଗା ଗାଁରେ ବିଜେପି ଓ ବିଜେଡି ଉଭୟ ଦଳର ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର ଚାଲିଥିଲା । ଏହାରି ଭିତରେ ଦୁଇ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଦୁଇ ଦଳ ହାତାହାତି ସମୟରେ ବିଜେଡି କର୍ମୀଙ୍କ…

ରାଜ୍ୟରେ ଦିନ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ

ଭୁବନେଶ୍ବର: ରାଜ୍ୟରେ ଚାଲିଛି ପ୍ରଥମ ପ୍ରର୍ଯ୍ୟାୟ ମତଦାନ । ଭୋଟ୍ ଦେଇ ନିଜର ମତ ସାବ୍ୟସ୍ତ କରୁଛନ୍ତି ଲୋକେ । ତେବେ ଅପରାହ୍ନ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ସେଥିମଧ୍ୟରୁ ସର୍ବାଧିକ…

ରେକର୍ଡ ଭାଙ୍ଗିବା ପୂର୍ବରୁ ଅବସର !

ଭୁବନେଶ୍ବର : ଲାଗୁଥିଲା ସଚିନ ତେନ୍ଦୁଲକର ଓ ମୁଥିଆ ମୁରଲିଧରନଙ୍କ ରେକର୍ଡ ଭାଙ୍ଗିଦେବେ । ଆଉ ତା’ପରେ କ୍ରିକେଟ୍ ଜଗତରୁ ନେବେ ବିଦାୟ । କିନ୍ତୁ ଟେଷ୍ଟ କ୍ରିକେଟ୍‌ରେ ସୁରକ୍ଷିତ ରହିବ ସଚିନ ଓ ମୁରଲିଧରନଙ୍କ ରେକର୍ଡ । ତେବେ କିଏ ଭାଙ୍ଗିଥାନ୍ତା ଦୁନିଆର ଏହି ଦୁଇ ମହାନ କ୍ରିକେଟରଙ୍କ ଟେଷ୍ଟ…

ନିର୍ବାଚନ ପ୍ରଚାର ବେଳେ ମହୁମାଛି ଆକ୍ରମଣ

ସୁବର୍ଣ୍ଣପୁର: ନିର୍ବାଚନ ପ୍ରଚାର କରୁଥିବା ବେଳେ ମହୁମାଛି ଆକ୍ରମଣରେ ୨୦ ଜଣ ଆହତ ହୋଇଛନ୍ତି । ବିନିକାରେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀ ନିର୍ବାଚନ ପ୍ରଚାର କରୁଥିବା ସମୟରେ ମହୁମାଛି ଆକ୍ରମଣ କରିଥିଲା । ସୂଚନା ଅନୁଯାୟୀ, ୨୦ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।…

‘ବିଜେପି କ୍ଷମତାକୁ ଆସିଲେ ମିଶନ ଶକ୍ତି ବନ୍ଦ କରିଦେବ’

ଅନୁଗୁଳ: ହିନ୍ଦୋଳ, କାମାକ୍ଷନଗର ପରେ ଏବେ ପରଜଙ୍ଗରେ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ । ଏହି ସମୟରେ ସେ ନାଁ ନନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ୧୦ ବର୍ଷ ହେଲା ସେ କେନ୍ଦ୍ରମନ୍ତ୍ରୀ ଅଛନ୍ତି ।…