Latest Odisha News

BREAKING NEWS

Yearly Archives

2024

 ଭାରସାମ୍ୟ ହରାଇ ଓଲଟିଲା ବସ

କେନ୍ଦୁଝର: ବସ ଓଲଟି ୧୮ ଜଣ ଆହତ । ସୂଚନା ଅନୁଯାୟୀ ବସ୍ ଟି କେନ୍ଦୁଝରରୁ ତେଲକୋଇ ଦେଇ ରାଉରକେଲା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। କାଞ୍ଜିପାଣି ଘାଟିରେ  ଭାରସାମ୍ୟ ହରାଇ ଓଲଟି ପଡିଥିଲା ବସ । ଏହି ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି । ୧୮ ଆହତଙ୍କୁ ତେଲକୋଇ ମେଡିକାଲରେ…

କଂଗ୍ରେସର ବଡ ଘୋଷଣା, ସୋନିଆ କହିଲେ ମହିଳାମାନଙ୍କୁ ପ୍ରତିବର୍ଷ ମିଳିବ ଏକ ଲକ୍ଷ ଟଙ୍କା

ନୂଆଦିଲ୍ଲୀ:  ଦେଶରେ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଚାଲିଥିବା ବେଳେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି  । ମହିଳାମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ସୋନିଆ ଗାନ୍ଧୀ । ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ,…

କେଜ୍ରିଓ୍ୱାଲଙ୍କ ଭଳି ଜାମିନ ମାଗିଲେ ସୋରେନ୍, ମନା କଲେ କୋର୍ଟ

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଏବେ ଜେଲରେ ଅଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଏନେଇ ହେମନ୍ତ ସୋରେନଙ୍କ ଜାମିନ ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି । ହେମନ୍ତ ସୋରେନ୍‌ ଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହା ସହ ଦିଲ୍ଲୀ…

ଓଡ଼ିଶାର ଲୋକଙ୍କୁ ସାମନା କରିବାର ନୈତିକ ସାହସ ବିଜେଡିର ନାହିଁ :ମନମୋହନ ସାମଲ

ଭୁବନେଶ୍ବର: ବିଜେଡି ଆତ୍ମବିଶ୍ୱାସ ହରାଇଛି । ଆଜି ଯିଏ ଗୁମାସ୍ତା ସାଜିଛନ୍ତି କହୁଛନ୍ତି ହାରିଲେ ସନ୍ନ୍ୟାସ ନେବେ। ରାଜନୀତିରେ ହାରଜିତ ଏକ ସ୍ବାଭାବିକ ପ୍ରକ୍ରିୟା। ହତାଶ ହୋଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବୃତି ଦେଉଛନ୍ତି। କିନ୍ତୁ ବିଜେପି ଯାହା ସଂକଳ୍ପ ପତ୍ର ଦେଇଛୁ ତାହା ପୂରଣ…

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁବର୍ଣ୍ଣପୁରରେ ବିଜେପିର ମାରାଥନ ପ୍ରଚାର

ସୁବର୍ଣ୍ଣପୁର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ୪ ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଦେଉଛନ୍ତି ଲୋକେ । ତେବେ ରାଜ୍ୟରେ ଦିନ ୧ଟା ସୁଦ୍ଧା ୩୯.୩୦ ପ୍ରତିଶତ ମତଦାନ ହୋଇଛି । ସେହିପରି…

ଗିରଫ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି !

କଟକ: ଗିରଫ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି। ଅନୁଭବଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା (NBW) ଜାରି ହେବା ପରେ ଏପରି ଆଶଙ୍କା ସୃଷ୍ଟି ହୋଇଛି। କଟକ ଜେଏମ୍‌ଏଫସି (MP, MLA) କୋର୍ଟ ପକ୍ଷରୁ ଏହି ଏନବିଡବ୍ଲ୍ୟୁ ଜାରି ହୋଇଛି। ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ରୁଜୁ…

ବିଜେପିକୁ ବିଜେଡିର ଆକ୍ଷେପ, ଓଡ଼ିଶାରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ?

ଭୁବନେଶ୍ୱର: ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ବିଜୁ ଜନତା ଦଳ ବାରମ୍ବାର ପ୍ରଶ୍ନ କରୁଥିବା ବେଳେ ଏପର୍ଯ୍ୟନ୍ତ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ। ଆଜି ସକାଳୁ ସକାଳୁ ବିଜେଡିର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ…

ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ବର: ବିଜେପି ଭଳି କଂଗ୍ରେସ ମଧ୍ୟ ଓଡିଶା ଉପରେ ଜୋର୍ ଦେଉଛି। ବିଜେଡି ବିରୋଧରେ ଗୋଟିଏ ଜନ ବିରୋଧୀ ନାରା ତେଜିଛି ବୋଲି କଂଗ୍ରେସ ବାରମ୍ବାର କହି ଆସୁଛି। ଆଉ ଏହି ଧାରାରେ ଦଳର ଶୀର୍ଷ ନେତା ରାହୁଲ ଗାନ୍ଧୀ, ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଚାର ପାଇଁ ଆସିବେ ବୋଲି ଦଳ…

ମାଙ୍କଡ ହାତରେ ଶାଳଗ୍ରାମ କହି ରାଜ୍ୟ ସରକାରଙ୍କୁ ତାଚ୍ଛଲ୍ୟ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ମାଙ୍କଡ ହାତରେ ଶାଳଗ୍ରାମର ଉଦାହରଣ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପାଇଁ ପ୍ରେସମିଟ କରିଛି ବିଜେପି । ଯେଉଁଥିରେ…

ମୃତ ଝିଅର ବିବାହ ପାଇଁ ବିଜ୍ଞାପନ ଦେଲେ ପରିବାର

ମାଙ୍ଗାଲୁର: ପୁଅ, ଝିଅଙ୍କ ବିବାହ ପାଇଁ ବାପା, ମାଆ ସର୍ବଦା ଚିନ୍ତିତ ରହିଥାନ୍ତି । ଭଲ ପ୍ରାର୍ଥୀ ପାଇବା ସେମାନେ ସମସ୍ତ ପ୍ରକାର ଚେଷ୍ଟା କରିଥାନ୍ତି । ତେବେ କର୍ଣ୍ଣାଟକର ଏକ ଖବର କାଗଜରେ ଏ ଭଳି ଗୋଟିଏ ବିଜ୍ଞାପନ ବାହାରିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଏହି ବିଜ୍ଞାପନରେ ୩୦ ବର୍ଷ…