ଶୁକ୍ରବାର ଏସିଆର ଷଷ୍ଠ ଉତ୍ତପ୍ତ ସ୍ଥାନ ହେଲା ଭୁବନେଶ୍ୱର
ଭୁବନେଶ୍ୱର: ଆଇଏମଡି ଭୁବନେଶ୍ୱରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ୨୦୨୪ ଏପ୍ରିଲ ୫ ତାରିଖ ଶୁକ୍ରବାର ଦିନ ଭୁବନେଶ୍ୱର ଏସିଆର ଷଷ୍ଠ ଉତ୍ତପ୍ତ ସ୍ଥାନ ଭାବେ ସ୍ଥାନ ପାଇଛି।
ଉମାଶଙ୍କର ଦାସ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏସିଆର ଶ୍ରେଷ୍ଠ ୧୦ ଟି ଉତ୍ତପ୍ତ ସ୍ଥାନର ତାଲିକା…