ପାଓଭାଜି ଖାଇବାକୁ ଚୋରି ଆଇଫୋନ୍ ବିକି ଦେଲା ମଦୁଆ
ନୂଆଦିଲ୍ଲୀ: ଗୋଆ ଯାଉଥିଲେ ନିଜ ମୋବାଇଲ ଓ ଦାମୀ ଜିନିଷ ପ୍ରତି ସାବଧାନ ହୁଅନ୍ତୁ । ନଚେତ୍ କେଉଁ ମଦୁଆ ଆପଣଙ୍କ ପ୍ରିୟ ଜିନିଷ ଚୋରି କରି ସଙ୍ଗେ ସଙ୍ଗେ ଶହେ ଦେଢଶହ ଟଙ୍କାରେ ରାସ୍ତା କଡ ଦୋକାନୀକୁ ବିକି ଦେଇଥିବ । ସୋସିଆଲ ମିଡିଆ ଏକ୍ସରେ ଜଣେ ବ୍ୟକ୍ତି ନିଜେ ସମ୍ମୁଖୀନ ହୋଇଥିବା…