ଡହ ଡହ ଖରାରେ ଅସ୍ତବ୍ୟସ୍ତ ଜନଜୀବନ, ୨ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା
ଭୁବନେଶ୍ବର: ରାଜ୍ୟରେ ବଢ଼ିବ ତାପମାତ୍ରା । ୪୦ ଡିଗ୍ରୀ ଛୁଇଁପାରେ ପାରଦ । ୨ ଦିନ ତାତିରୁ ନାହିଁ ନିସ୍ତାର । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ତାତି ବଢିଛି । ଆଜି ଓ ଆସନ୍ତାକାଲି ରାଜ୍ୟରେ ତାତି ୨ରୁ ୪ ଡିଗ୍ରୀ ବଢ଼ିବ । କଟକ, ଭୁବନେଶ୍ବର ଅନ୍ୟ କିଛି ସ୍ଥାନରେ…