Latest Odisha News

BREAKING NEWS

Yearly Archives

2024

ରାଜଧାନୀରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର:  ରାଜଧାନୀରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଜି ସକାଳେ ବିଏମସି ମେୟର  ସୁଲୋଚନା ଦାସଙ୍କ  ସରକାରୀ ବାସଭବନରେ  ଆଲୋଚନା ପରେ  ସଫେଇ କର୍ମଚାରୀମାନେ ସେମାନଙ୍କ ଆନ୍ଦୋଳନରୁ ଓହରିଛନ୍ତି । ହେଲେ ଦୁଇ  ଭିତରେ  ଦାବି  ପୂରଣ  ନହେଲେ  ପୁଣି  ଥରେ …

କବିତା : ମୁଁ ଶକ୍ତ ଅଥଚ ସିକ୍ତ

ଶକ୍ତିପ୍ରଦା ମହାପାତ୍ର ମୁଁ କଳା ମାର୍ବଲ ଚଟାଣ ଉପରେ ପଡ଼ିଥିବା କଳା ମଚମଚ ସୋରିଷ କଣିକାଏ ମତେ କ'ଣ ଉଠେଇବାର ଆସ୍ପର୍ଦ୍ଧା କା'ର ଅଛି ? ମୁଁ ନୀରବ ମନର ଗଭୀର ପିପାସା ଯେତେ ମାପିଲେ ବି ମୁଁ ଅଶେଷ ମତେ ମାପିବାର ଅଭିପ୍ରାୟ କା'ର ଅଛି…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଫାଲଗୁନ ଶୁକ୍ଲ ଚତୁର୍ଥୀ । ଏହି ଅବସରରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ରତ୍ନବେଦୀରେ ଚତୁର୍ଦ୍ଧାମୂରତୀଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବାୟତ । ଏନେଇ ଶ୍ରୀମନ୍ଦିରରେ ୩ ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।…

ଭାଷା ଭାବଗତ : ଦେଶ ସ୍ୱାଧୀନ, ଲୋକେ ଦାସ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଦଳ, କଂଦଳ ହେଲେ ଯୋଡ଼ି ଦେଶ ପାରେନି ଆଗେ ବଢ଼ି ଚକ୍ର-ପଥରେ ଗଡ଼ି, ଗଡ଼ି ରହେ ସେହି ଜାଗାରେ ପଡ଼ି ଘୂର୍ଣନ ହେଲେ ସୁଦ୍ଧା ଗତି ତା' ଯୋଗୁଁ ହୁଏନି ଉନ୍ନତି ଏହା ତ ବୈଜ୍ଞାନିକ ସତ ନ ରହୁ ଆଉ ଭିନ୍ନ ମତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସଗୁଣ ସାକାର ରୁପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆଉ ଏକ ବିଶେଷଣରେ ଭୂଷିତ କରି ଆଦି କବି ସାରଳା ଦାସ ନିଜ ରଚିତ ମହାଭାରତର ମଧ୍ୟ ପର୍ବରେ ଏହି ତାତ୍ତ୍ଵିକ ବିଶ୍ଲେଷଣ ଦେଇ ଲେଖିଲେ “ଅପୂର୍ବ ସିଂହାସନକୁ ପଟାନ୍ତର…

ସାଧାରଣ ନିର୍ବାଚନରେ ଖୋଲାଯିବ ଆଦର୍ଶ ମତଦାନ କେନ୍ଦ୍ର

ଭୁବନେଶ୍ୱର: ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ରାଜ୍ୟରେ ହେବାକୁ ଥିବା ଏକକାଳୀନ ଲୋକସଭା ଓ ବିଧାନ ସଭା ନିର୍ବାଚନରେ ଓଡ଼ିଶାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ନିମନ୍ତେ ଆଦର୍ଶ ମତଦାନ କେନ୍ଦ୍ର ଖୋଲାଯିବା ପାଇଁ ସ୍ଥିର କରାଯାଇଛି । ନିର୍ବାଚନ ସମୟରେ ନିର୍ବାଚକ ବା ଭୋଟରମାନେ…

ଟି୨୦ ବିଶ୍ୱକପ ପୂର୍ବରୁ ଆଇପିଏଲ ଭାରତୀୟ ଟିମର ମୁଣ୍ଡ ବ୍ୟଥାର କାରଣ ସାଜିପାରେ

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ ଇଂଲଣ୍ଡକୁ ୪-୧ରେ ଟେଷ୍ଟ ସିରିଜ ହରାଇବା ପରେ ଏବେ ସମସ୍ତଙ୍କ ନଜର ଆଇପିଏଲ ଉପରେ ରହିଛି । ଏହାର ମୂଖ୍ୟ କାରଣ ହେଲା ଟି୨୦ ବିଶ୍ୱକପ ପାଇଁ କିଛି ଖେଳାଳିଙ୍କ ଭାଗ୍ୟ ଏହି ଆଇପିଏଲ ଉପରେ ନିର୍ଭର କରୁଛି । ଆଇପିଏଲ ବିଶ୍ୱକପ ଚୟନର ମାପଦଣ୍ଡ ହେବ କେହି…

ପୁରୀରେ ଖୋଲିଲା ଓୟୋର ପ୍ରଥମ ‘ହୋମ୍ ଷ୍ଟେ’

ଭୁବନେଶ୍ୱର/ପୁରୀ: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (ଓଏସଡିଏ) ସହଯୋଗିତାରେ ଓୟୋ ରୁମ୍ସ (ଓୱାଇଓ) ପକ୍ଷରୁ ରାଜ୍ୟରେ ପ୍ରଥମ ‘ହୋମ୍ ଷ୍ଟେ’ ହୋଟେଲ ସେବା ଆରମ୍ଭ ହୋଇଛି। ଐତିହ୍ୟ ସହର ପୁରୀରେ ଏହି ସେବାକୁ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଛନ୍ତି।…

ରାଜ୍ୟର ପ୍ରତି ଭାଗବତ ଟୁଙ୍ଗୀକୁ ମିଳିବ ୫୦ ହଜାର ଟଙ୍କା ଲେଖାଏଁ ସହାୟତା

ଭୁବନେଶ୍ୱର: ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର। ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ। ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗୀ ହେଉଛି ଓଡିଆ ଜାତିର ସାଂସ୍କୃତିକ ଅସ୍ମିତାର ଏକ ଗୌରବମୟ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ସେବାୟତଙ୍କୁ ମିଳିବ ୫ଲକ୍ଷ, ପିଲାଙ୍କୁ ୫୦ ହଜାର

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି। ଏଥିରେ ବିଭିନ୍ନ ଭତ୍ତା ପରିମାଣ ଓ ସ୍ୱାସ୍ଥ୍ୟ ବୀମାରେ ବୃଦ୍ଧି କରାଯାଇଥିବା ବେଳେ ପରିବାରର ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ପାଇଁ…