ଚାରି ଦିନିଆ ଓଡ଼ିଶା ଗସ୍ତରେ ଜଷ୍ଟିସ ଅରିଜିତ ପଶାୟତ: ରତ୍ନଭଣ୍ଡାର ଓ କଳାଧନ ନେଇ କରିବେ ସମୀକ୍ଷୀ
ଭୁବନେଶ୍ବର: ଆଜି ଠାରୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜଷ୍ଟିସ ଅରିଜିତ ପଶାୟତ। ସନ୍ଧ୍ୟାରେ ସେ ଭୁବନେଶ୍ବରରେ ପହଞ୍ଚିବେ। ଏହାପରେ ୮ ତାରିଖ ସକାଳୁ ପୁରୀ ଗସ୍ତରେ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବେ। ଏହା ସହ ଦିନ ୨ ଟା ବେଳେ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକରେ ଅଧ୍ୟକ୍ଷତା କରିବେ।…