୭ଟି ମାଛ ୧ ଲକ୍ଷ ଆଠ ହଜାର ଟଙ୍କାରେ ବିକ୍ରି ହେଲା
ଭଦ୍ରକ: ଭଦ୍ରକର କିଛି ମତ୍ସ୍ୟଜୀବୀ ଧାମରା ମୁହାଣର ଚାନ୍ଦନୀ ପାଲଠାରେ ୭ଟି 'ସୋଲାପଟିଆ' ମାଛ ଧରିଛନ୍ତି। ଏହି ମାଛ ୧ ଲକ୍ଷ ଆଠ ହଜାର ଟଙ୍କାରେ ବିକ୍ରି ହୋଇଛି।
ପୂର୍ବଦିନ ଏହି ବିରଳ 'ସୋଲାପଟିଆ' ମାଛମଧ୍ୟରୁ ୭ଟିକୁ ସମୁଦ୍ରରୁ ଧରିଥିଲେ ମାଛ ଧରାଳି। ସେମାନେ ସେମାନଙ୍କ ମାଛକୁ କୂଳକୁ…