ଦୋଷୀ ସାବ୍ୟସ୍ତ ପରେ କୋର୍ଟରୁ ଚମ୍ପଟ ମାରିଲେ ୨ ଏଟିଏମ୍ ଲୁଟେରା
ନବରଙ୍ଗପୁର: କୋର୍ଟ ଭିତରେ ଘଟିଛି ଅଦ୍ଭୁତ ଘଟଣା। ରାୟ ଶୁଣିବା ପରେ କୋର୍ଟରୁ ଚମ୍ପଟ ମାରିଛନ୍ତି ଦୋଷୀ। ଏଟିଏମ୍ ଲୁଟ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ କୋର୍ଟ ରୁମ୍ରୁ ଚମ୍ପଟ ମାରିଛନ୍ତି ଦୁଇ ଲୁଟେରା। ଏପରି ଘଟଣା ଆଜି ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଘଟିଛି। ଚମ୍ପଟ ମାରିଥିବା…