ସର୍ବ ପୁରାତନ ବ୍ଲାକହୋଲର ସନ୍ଧାନ କଲା ନାସାର ଜେମ୍ସ ୱେବ୍ ଟେଲିସ୍କୋପ
ୱାଶିଂଟନ୍: ମହାକାଶରେ ଥିବା ସବୁଠାରୁ ପୁରାତନ ବ୍ଲାକ ହୋଲର ସନ୍ଧାନ କରିଛି ନାସାର ଜେମ୍ସ ୱେବ୍ ଟେଲିସ୍କୋପ। ଏହି ବ୍ଲାକ ହୋଲ ବ୍ରହ୍ମାଣ୍ଡର ଆରମ୍ଭ ସମୟରୁ ଥିବା କୁହାଯାଉଛି।ଜ୍ୟୋତିର୍ବିଜ୍ଞାନୀମାନେ କହିଛନ୍ତି ଯେ ଏହା ଆକାଶଗଂଗାକୁ ନିଜ ଭିତରେ ସମାହିତ କରିବାରେ ଲାଗିଛି।
କେମ୍ବ୍ରିଜ୍…