Latest Odisha News

BREAKING NEWS

Yearly Archives

2024

ବାୟୁ କିପରି ବିଷାକ୍ତ ହୁଏ, ମଣିଷ କେତେ ପ୍ରଦୂଷିତ ବାୟୁରେ ରହିପାରିବ?

ନୂଆଦିଲ୍ଲୀ: ଆମ ଦେଶରେ ବାୟୁ ପ୍ରଦୂଷଣର ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଆମେ ଜାଣି ମଧ୍ୟ ଅଣଦେଖା କରିଥାଉ । ଅନେକ ଥର ଆମେ ଏହା ପ୍ରତି ଧ୍ୟାନ ଦେଉନାହୁଁ, କିନ୍ତୁ ପ୍ରଦୂଷିତ ବାୟୁ ଯୋଗୁଁ ମାନବ ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇପାରେ । ବିଶ୍ୱ ସ୍ୱାସ୍ଥ୍ୟ…

5T ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟ: ଦ୍ବିତୀୟ ଦିନରେ ୩୨୭ ସ୍କୁଲ ଲୋକାର୍ପିତ

ଭୁବନେଶ୍ବର: 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଦ୍ବିତୀୟ ଦିନ। ଆଜି ମୁଖ୍ୟମନ୍ତ୍ରୀ ୬ଟି ଜିଲ୍ଲାର ୩୨୭ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ୬ ଜିଲ୍ଲା-ମାଲକାନଗିରି, ବାଲେଶ୍ବର, ଗଜପତି, ଢେଙ୍କାନାଳ, କେନ୍ଦୁଝର ଓ କଟକ। ମାଲକାନଗିରି ଜିଲ୍ଲାର ୩୫ଟି ହାଇସ୍କୁଲ,…

ଛୋଟ ରାଷ୍ଟ୍ର ବୋଲି.. କହି ଭାରତକୁ ନାଲିଆଖି ଦେଖାଇଲା ମାଳଦ୍ବୀପ

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି, ଅନ୍ୟପଟେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପରୋକ୍ଷରେ ଭାରତକୁ ଚେତାବନୀ ଦେଇଛନ୍ତି । "ଆମେ ଛୋଟ ହୋଇଥାଇପାରୁ କିନ୍ତୁ ଏହା ଆମକୁ ଶୋଷଣ କରିବାକୁ କାହାକୁ ଲାଇସେନ୍ସ ଦିଏ ନାହିଁ। ମିଳିଥିବା…

ବେତନଟି ବ୍ଲକରେ ୪ଜି ଟାଓ୍ବାରର ଶିଳାନ୍ୟାସ କଲେ ଟେଲିକମ ମନ୍ତ୍ରୀ

ବାରିପଦା: ପ୍ରଥମ ଥର ପାଇଁ ବେତନଟି ବ୍ଲକ ମନତାପାଳରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ୪ଜି ମୋବାଇଲ ଟାୱାରର ଶିଳାନ୍ୟାସ କରିଛନ୍ତି। ମନତାପାଳର ରହୁଥିବା ଲୋକଙ୍କ ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ ଥିଲା । କାରଣ ପ୍ରଥମ ଥର ପାଇଁ ଦେଶର ଜଣେ କେନ୍ଦ୍ରମନ୍ତ୍ରୀ ଆସିଥିଲେ ଗାଁକୁ।…

୨ ଜଣଙ୍କୁ ଓସଜା ପୁରସ୍କାର: କିଶୋର ଶ୍ରେଷ୍ଠ କ୍ରୀଡାବିତ ଓ ବିଜୟଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ବର: ଚଳିତଥର ୨ଜଣ ଓସଜା ପୁରସ୍କାର ପାଇବେ। ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ରୌପ୍ୟ ବିଜେତା ଜାଭେଲିନ ଫିଙ୍ଗାଳି କିଶୋର ଜେନା ଏବଂ ଅର୍ଜୁନ ବିଜେତା ପୂର୍ବତନ ଭାରୋତ୍ତୋଳକ ତଥା ଭଟେରାନ ପ୍ରଶିକ୍ଷକ ବିଜୟ କୁମାର ଶତପଥୀଙ୍କୁ ଓଡ଼ଶା କ୍ରୀଡ଼ା ସାମ୍ବାଦିକ ସଂଘ ପୁରସ୍କାର ପ୍ରଦାନ କରାଯିବ।…

ବିଡିଓଙ୍କ ବିରୋଧରେ ମେଳି: ନିର୍ବାଚିତ ପ୍ରତିନିଧିଙ୍କ ଅନଶନ ବଢ଼ାଇଲା ରାଜନୈତିକ ତାତି

ବାଲିଆପାଳ: ବ୍ଲକ ଉନ୍ନୟନ ଅଧିକାରୀ ବା ବିଡିଓ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ବଦଳି ଦାବିରେ ବାଲିଆପାଳରେ ୪୨ ଜଣ ସରପଞ୍ଚ ଓ ୫୬ ଜଣ ସମିତି ସଭ୍ୟ ଷଷ୍ଠ ଦିନ ପାଇଁ ଅନଶନ ଜାରି ରଖିଛନ୍ତି। ନିୟମ ଉଲ୍ଲଂଘନ ଓ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା ସହ ଅପମାନ ଜନକ ବ୍ୟବହାର କରୁଥିବା ଅଭିଯୋଗ କରି…

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା: ଏହି ରାଜ୍ୟଗୁଡ଼ିକରେ ଡ୍ରାଏ ଡେ’

ନୂଆଦିଲ୍ଲୀ: ସଜେଇ ହେଉଛି ଅଯୋଧ୍ୟା। ଆସନ୍ତା ୨୨ ଜାନୁୟାରୀରେ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା। ଏହାକୁ ଧ୍ୟାନରେ ରଖି ବିଭିନ୍ନ ରାଜ୍ୟରେ ଡ୍ରାଏ ଡେ କରାଯିବ। ଉତ୍ତର ପ୍ରଦେଶର ଅବକାରୀ ବିଭାଗ ସବୁ ମଦ ଦୋକାନ ୨୨ ଜାନୁୟାରୀରେ ବନ୍ଦ ରଖୁବାକୁ ନିର୍ଦ୍ଦେଶ ଦେଇଛି। ରାଜ୍ୟର ସବୁ…

ହୃଦଘାତରେ ଭେଟେରାନ ଗାୟିକା ପ୍ରଭା ଅତ୍ରେଙ୍କର ପରଲୋକ

ମୁମ୍ବାଇ: ଭେଟେରାନ ଗାୟିକା ତଥା ପଦ୍ମ ପୁରସ୍କାର ପ୍ରାପ୍ତ ପ୍ରଭା ଅତ୍ରେଙ୍କର ପରଲୋକ ହୋଇଛି। ହୃଦଘାତ ଯୋଗୁଁ ପୁଣେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା । ଆଜି ମୁମ୍ବାଇରେ ପ୍ରଭାଙ୍କର ଏକ କାର୍ଯ୍ୟକ୍ରମ ରହିଥିଲା। ମାତ୍ର…

ରାଜ୍ୟରେ ଆରମ୍ଭ ହୋଇଛି ଇ-ଲେକଚର ବ୍ୟବସ୍ଥା: ୧୧ଟି ପାଠ୍ୟକ୍ରମ ଅପଲୋଡ

ଭୁବନେଶ୍ବର: ପିଲାଙ୍କ ପାଇଁ ନୂଆ ନୂଆ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର। ସ୍ମାର୍ଟ ସ୍କୁଲ ଓ କଲେଜ ପରେ ଏବେ ଆରମ୍ଭ ହୋଇଛି ଇ-ଲେକଚର ବ୍ୟବସ୍ଥା । ଉଚ୍ଚଶିକ୍ଷା ସଂସ୍କାରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଣିକି ଘରେ ବସି ପିଲା ସେମିଷ୍ଟାର୍ ଓ ପରୀକ୍ଷା ପାଇଁ ପ୍ରସ୍ତୁତ…

ମୁମ୍ବାଇ ଡୋମ୍ବିଭଲିରେ ଥିବା ଏକ ବହୁ ତଳ କୋଠାରେ ଭୟାବହ ଅଗ୍ନିକାଣ୍ଡ 

ମୁମ୍ବାଇ: ମୁମ୍ବାଇର ଡୋମ୍ବିଭଲିରେ ଥିବା ଏକ ବହୁ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୬ ମହଲାର ଏକ ଗ୍ୟାଲେରୀ ଜଳି ଯାଇଛି। ଡୋମ୍ବିଭଲି ଲୋଢା ଫେଜ୍‌-୨ ଖୋନା ଏଷ୍ଟ୍ରେଲା ଟାଓ୍ବାରରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ତିନୋଟି ଅଗ୍ନିଶମ ବାହିନୀ…