Latest Odisha News

BREAKING NEWS

Yearly Archives

2024

ଚୀନର ଏକ କୋଇଲା ଖଣିରେ ବିସ୍ଫୋରଣ, ୧୦ ମୃତ

ବେଜିଂ: ଚୀନର ହେନାନ ପ୍ରଦେଶରେ ଥିବା ପିଙ୍ଗ୍‌ଦିଙ୍ଗ୍‌ଶାନ ତିଆନାନ କୋଇଲା ଖଣି କୋଲ୍‌ ମାଇନିଙ୍ଗ୍‌ରେ ଦୁର୍ଘଟଣା। ଏଥିରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। କୋଇଲା ଖଣିରେ ବିସ୍ଫୋରଣ ଯୋଗୁ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । କୋଇଲା ଏବଂ ଗ୍ୟାସ…

ଡିଉ ବେଳାଭୂମି କ୍ରୀଡା-୨୦୨୪: ଚାମ୍ପିଅନ୍ ହେଲା ମଧ୍ୟପ୍ରଦେଶ

ଡିଉ: ବ୍ଲୁ ଫ୍ଲାଗ୍ ମାନ୍ୟତାପ୍ରାପ୍ତ ଡିଉର ସ୍ଵଚ୍ଛ ଓ ନିର୍ମଳ ଘୋଘଲା ବିଚ୍ ରେ ଆୟୋଜିତ ଭାରତର ପ୍ରଥମ ମଲ୍ଟି-ସ୍ପୋର୍ଟସ୍ ବେଳାଭୂମି କ୍ରୀଡା-୨୦୨୪ ଉଦଯାପିତ ହୋଇଯାଇଛି । ଏଥିରେ ମଧ୍ୟପ୍ରଦେଶ ୭ଟି ସ୍ଵର୍ଣ୍ଣ ପଦକ ମୋଟ ୧୮ଟି ପଦକ ସହ ପଦକ ତାଲିକାରେ ଶୀର୍ଷରେ ରହିଛି । ଏହି ଏଲ୍ଲେଖନୀୟ ସଫଳତା…

ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ ବିଜେପିର ସ୍ୱତନ୍ତ୍ର ରଣନୀତି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ବିରୋଧୀ INDIA ମେଣ୍ଟ ଗଠନ କରିଛନ୍ତି। ମୋଦୀଙ୍କୁ ହରାଇବା ପାଇଁ ବିରୋଧୀ ସମସ୍ତ ପ୍ରକାରର ଚେଷ୍ଟ ଚଳାଇଛନ୍ତି। ସମାନ ଢଙ୍ଗରେ ବିଜେପି ଏହି ନିର୍ବାଚନ ଜିତିବା ପାଇଁ କୌଣସି ପ୍ରକାରର ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ।…

୨୬ରୁ ଆଦିବାସୀ ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସଜେଇ ହେଉଛି ଆଦିବାସୀ ପଡିଆ । ସ୍ମାର୍ଟ ସିଟିରୁ ମିଳିବ ଗାଁ ମାଟିର ବାସ୍ନା । ମାଟି ପଲମରୁ ଚକୁଳି, କାଠ ଚୁଲି ତିଆରି ମଣ୍ଡା ଆରିସା ଏବଂ କନ୍ଧମାଳ ହଳଦୀର ବାସ୍ନା । ସ୍ମାର୍ଟସିଟିରେ ସୃଷ୍ଟି ହେବ ଗାଁର ପରିବେଶ । ଆସନ୍ତା ୨୬ତାରିଖରୁ ଆଦିବାସୀ ପଡିଆରେ ଆରମ୍ଭ ହେବାକୁ ଯାଉଛି…

କର୍ପୋରେଟର ଜୀବନ ରାଉତ ଗିରଫ ଘଟଣା: ଜାତୀୟ ରାଜପଥ ଅବରୋଧ କଲା ବିଜେପି କର୍ମୀ

ଭୁବନେଶ୍ଵର: ପୋଲିସ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି। ମଞ୍ଚେଶ୍ୱର ଥାନା ମହିଳା ଏଏସଆଇଙ୍କୁ ଆକ୍ରମଣ କରିବା ଘଟଣାରେ ବିଜେପି କର୍ପୋରେଟର ଗିରଫ ହୋଇଛନ୍ତି। କର୍ପୋରେଟର ଜୀବନ ରାଉତ ଗିରଫ ହେବା ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ଜିଲା ବିଜେପି କର୍ମୀ। ଏନେଇ ପୋଲିସ ବିରୋଧରେ ସତ…

ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିଲା ପାସେଞ୍ଜର ଟ୍ରେନ୍, ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ବାଲେଶ୍ଵର: ନୀଳଗିରି ରୁ ବାଲେଶ୍ୱରକୁ ଗଡ଼ିଲା ମେମୁ ଟ୍ରେନ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସବୁଜ ପତାକା ଦେଖାଇ ଏହି ଟ୍ରେନ୍ ର ଶୁଭାରମ୍ଭ କରିଛନ୍ତି । ୮ଟି ବଗି ବିଶିଷ୍ଟ ଏହି ଟ୍ରେନ୍ ରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବଗି ରହିଛି । ମୋଟ୍ ୧୬ କିଲୋମିଟର ପର୍ଯ୍ୟନ୍ତ ଏହି ଟ୍ରେନ ଚଳାଚଳ…

ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ ଖଡ଼ଗେ, ଭୁବନେଶ୍ୱରରେ ହେବ ବିଶାଳ ସମାବେଶ

ଭୁବନେଶ୍ୱର: ଚଳିତ ମାସ ଶେଷ ସପ୍ତାହରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ରାଜ୍ୟ କଂଗ୍ରେସ ନେତାଙ୍କ ମନୋବଳ ବଢାଇବା ସହିତ ବିଶାଳ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି…

୨୦୨୪ରେ ତାତିବ ଓଡ଼ିଶା, ତାତିକୁ ନେଇ ପାଣିପାଗ ବିଭାଗ କଲା ଏପରି ଆକଳନ

ନୂଆଦିଲ୍ଲୀ: ୨୦୨୩ ତୁଳନାରେ ୨୦୨୪ରେ ଗ୍ରୀଷ୍ମ ପ୍ରବାହ ଅଧିକ ହେବ। ଚଳିତ ବର୍ଷ ଗ୍ରୀଷ୍ମ ଋତୁ ପାଇଁ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଏପ୍ରିଲ୍ ସୁଦ୍ଧା ଏଲ୍ ନିନୋ ଶକ୍ତିଶାଳୀ ହେବ। ଫଳରେ ରାଜ୍ୟରେ ହିଟ ୱେଭ ପ୍ରବାହିତ ହେବା ନେଇ ପାଣିପାଗ ବିଭାଗ ଆଶଙ୍କା ଜାରି କରିଛି। ସେପଟେ…

ବଢୁଛି ଲାକ୍ଷାଦ୍ୱୀପ କ୍ରେଜ୍: ବିମାନ ସଂଖ୍ୟା ବୃଦ୍ଧି କଲା ଆଲିଆନ୍ସ ଏୟାର, ମାର୍ଚ୍ଚ ପର୍ଯ୍ୟନ୍ତ ବିକ୍ରି ସରିଛି ସମସ୍ତ…

ଲାକ୍ଷାଦ୍ୱୀପ: ବର୍ତ୍ତମାନ ଭାରତର ଆଉ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳ ଲାକ୍ଷାଦ୍ୱୀପ ପରିଦର୍ଶନ କରିବା ସହଜ ହୋଇଛି । ଚାଲିଥିବା ଭାରତ-ମାଳଦ୍ୱୀପ ବିବାଦ ମଧ୍ୟରେ ଲାକ୍ଷାଦ୍ୱୀପକୁ ଯାଉଥିବା ଏକମାତ୍ର ବିମାନ କମ୍ପାନୀ ଆଲିଆନ୍ସ ଏୟାର ଅତିରିକ୍ତ ବିମାନ ସେବା ଆରମ୍ଭ କରିଛି । ଲାକ୍ଷାଦ୍ୱୀପ ଯିବାକୁ…

ମମତା ହେଉଛନ୍ତି ବେଇମାନ ଓ ଅହଂକାରୀ, ସୋନିଆ ତାଙ୍କୁ ଭିକ ମାଗିବେନି: ଅଧିର ରଞ୍ଜନ

ନୂଆଦିଲ୍ଲୀ:କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପୁଣି ଥରେ ଟିଏମସି ସୁପ୍ରିମୋ ମାୟାବତୀଙ୍କ ଉପରେ ଗର୍ଜିଛନ୍ତି । ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ସେ କହିଛନ୍ତି…