ଶୋଭାଯାତ୍ରାରେ ଅଘଟଣ: ମଶାଲ ତଳେ ପଡ଼ି ନିଆଁ ଲାଗି ୫୦ ଗୁରୁତର
ଭୋପାଳ: ଜଳୁଥିବା ମଶାଲରୁ ତେଳ ପଡ଼ିବା ହେଲା କାଳ। ସାମାନ୍ୟ ଅସାବଧାନ ଯୋଗୁଁ ହୁତୁହୁତୁ ହୋଇ ଜଳିଲା ଓ ଆଖି ପିଛୁଳାକେ ନିଆଁ ଚାରିଆଡ଼େ ବ୍ୟାପିଗଲା। ଏହି ଘଟଣାରେ ୫୦ରୁ ଲୋକ ଗୁରୁତର ହୋଇଛନ୍ତି। ଏପରି ଭୟଙ୍କର ଘଟଣା ଘଟିଛି ମଧ୍ୟପ୍ରଦେଶର ଖଣ୍ଡଗାରେ।
ଖଣ୍ଡୱାରର ଘଣ୍ଟାଧର ଛକରେ ଗୁରୁବାର…