ପ୍ରେମିକଙ୍କ ଦୁର୍ବ୍ୟବହାର ସହିନପାରି ଜୀବନ ହାରିଲେ ପାଇଲଟ୍
ମୁମ୍ବାଇ: ମୁମ୍ବାଇରେ ମହିଳା ପାଇଲଟଙ୍କ ଆତ୍ମହତ୍ୟା ମାମଲାରେ ନୂଆ ତଥ୍ଯ ସାମ୍ନାକୁ ଆସିଛି। ପୋଲିସ ତଦନ୍ତରୁ ଜଣାପଡିଛି ଯେ ତାଙ୍କ ପ୍ରେମିକ ତାଙ୍କୁ ହଇରାଣ କରିବା ସହ ଅପମାନିତ ମଧ୍ଯ କରୁଥିଲେ।
ଝିଅର ଦାଦାଙ୍କ ଅଭିଯୋଗ ଅନୁଯାୟୀ, ପୋଲିସ ନଭେମ୍ବର ୨୬ରେ ପ୍ରେମିକ ଆଦିତ୍ୟ ପଣ୍ଡିତଙ୍କୁ…