Latest Odisha News

BREAKING NEWS

Yearly Archives

2024

ପୁରୀରେ ନିର୍ମାଣ ହେବ ବ୍ୟାଖ୍ୟାନ କେନ୍ଦ୍ର, ଦୂର ହେବ ଜମିଜମା ସମସ୍ୟା: ଆଇନମନ୍ତ୍ରୀ

ପୁରୀ: ଚଳିତବର୍ଷର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଶେଷ ହୋଇଛି। ବିପୁଳ ଭକ୍ତଙ୍କ ସମାଗମ ସତ୍ତ୍ୱେ ସମସ୍ତଙ୍କ ସହଯୋଗ ସର୍ବୋପରି ବିଶ୍ୱନିୟନ୍ତାଙ୍କ ଆଶୀର୍ବାଦରୁ ଏହା ସଫଳ ହୋଇଛି। ତେଣୁ ରଥ ନିର୍ମାଣଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିବା, ସେବାୟତ, ରଥ…

୩ ଦିନରେ ବମ୍ପର କଲେକ୍ସନ ସହ ‘ସ୍ତ୍ରୀ ୨’ର ନୂଆ ରେକର୍ଡ: ‘ସ୍ତ୍ରୀ’ ଶବ୍ଦ ଆସିଲା କେଉଁଠୁ,…

ମୁମ୍ବାଇ: ଅଗଷ୍ଟ ୧୫ ତାରିଖରେ ରିଲିଜ ହୋଇଛି ତିନୋଟି ବଡ଼ ବଡ଼ ଫିଲ୍ମ। ବକ୍ସ ଅଫିସରେ ଚଳଚ୍ଚିତ୍ର ‘ସ୍ତ୍ରୀ 2’, ‘ଖେଲ ଖେଲ ମେଁ’ ଏବଂ ‘ବେଦା’ ମଧ୍ୟରେ ବଡ଼ ଟକ୍କର ଦେଖିବାକୁ ମିଳିଛି । ତେବେ ତିନୋଟି ଫିଲ୍ମ ମଧ୍ୟରେ ଦର୍ଶକଙ୍କ ମନ ଜିତୁଛି 'ସ୍ତ୍ରୀ ୨'। ୩ ଖାନଙ୍କ ଫିଲ୍ମକୁ ପଛରେ ପକାଇଛି…

କୋଲକାତା ଲଜ୍ଜା: ବିଜେପି ନେତାଙ୍କ ସମେତ ଦୁଇ ଡାକ୍ତରଙ୍କୁ ସମନ ଜାରି କଲା ପୋଲିସ

କୋଲକାତା: କୋଲକାତା ଅମାନବୀୟ ଘଟଣାରେ ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଭ୍ରମିତ କଲା ଭଳି କଥା କହିଥିବାରୁ କୋଲକାତା ବିଜେପି ନେତା ଲକେଟ୍ ଚାଟ୍ଟାର୍ଜିଙ୍କ ସହିତ ଉକ୍ତ ସରକାରୀ ମେଡିକାଲ କଲେଜର ଦୁଇ ଡାକ୍ତରଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । କୋଲକାତା ଆରଜି କର…

ସେମାବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଦ୍ବାର

ଭୁବନେଶ୍ବର: ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଦ୍ବାର । ଅଗଷ୍ଟ ୧୯ ଅର୍ଥାତ ଆସନ୍ତାକାଲି ଏବଂ ଆଗାମୀ ଅଗଷ୍ଟ  ୨୬ ତାରିଖରେ ପଡୁଥିବା ସୋମବାରରେ ଭୁବନେଶ୍ୱର  ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ । ଏହି ଦୁଇ ଦିନ…

ନିର୍ଭୟାରୁ ଅଭୟା

ପ୍ରୀତିଛନ୍ଦା ଧଳଙ୍କ ସ୍ତମ୍ଭ ‘ପ୍ରୀତିଲେଖା’ ସାରା ଦେଶ ଆଜି ଗୋଟିଏ ଘଟଣାକୁ ନେଇ ସ୍ତବ୍ଧ ।  ମୋ ରାଷ୍ଟ୍ର ଆଜି ୭୮ ତ୍ତମ ସ୍ୱାଧୀନତାର ଉଲ୍ଲାସକୁ କୋଣ ଅନୁକୋଣରେ ପାଳନ କରୁଥିଲା ବେଳେ କିନ୍ତୁ ସମସ୍ତଙ୍କ ମନ ସେଇ ଗୋଟିଏ କୋହ ଆଉ ଭୟରେ ପୂର୍ଣ୍ଣ ହେଇଯାଇଛି ଆଉ ବଡ଼ ପ୍ରଶ୍ନ ପଚାରୁଛି ତାହା…

ବିଶିଷ୍ଠ କଣ୍ଠଶିଳ୍ପୀ ସଂଯୁକ୍ତା ରଏଙ୍କ ପରଲୋକ

ଭୁବନେଶ୍ଵର: ବିଶିଷ୍ଠ କଣ୍ଠଶିଳ୍ପୀ ସଂଯୁକ୍ତା ରଏଙ୍କର ପରଲୋକ ଘଟିଛି। ଭୁବନେଶ୍ଵର ବିଜେବି ନଗରସ୍ଥିତ ବାସଭବନରେ ୯୧ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। କଣ୍ଠଶିଳ୍ପୀ ସଂଯୁକ୍ତା ରଏ ଓଡିଶା ସଙ୍ଗୀତ କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଥିଲେ। ୧୯୪୮ରେ ଆକାଶବାଣୀ କଟକ କେନ୍ଦ୍ର ଉଦଘାଟନ ସମୟରେ…

ବନ୍ଧାହେଲେ ଆସିଷ୍ଟାଣ୍ଟ କମିଶନର ବାବୁ: ସରକାରୀ ଟିକସରେ କରିଥିଲେ ଘୋଟାଲା

ଯାଜପୁର: ବନ୍ଧାହେଲେ ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀ । ଯାଜପୁର ସିଟି ଏବଂ ଜିଏସଟି ଏନ୍‌ଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ଏହାସହିତ ବିନୟଙ୍କ ୨ ବ୍ୟକ୍ତିଗତ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ତେବେ ସରକାରୀ ଟିକସ ହେରଫେର…

କବିତା ନିରଂତର : ସବୁ ଅଂଧକାରାଚ୍ଛନ୍ନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ଯେଉଁଠି ସୁଜ୍ଞାନୀ ରହଂତି ମଉନ ଅଜ୍ଞାନ ହୁଅଂତି ମୁଖର ସେଠି କେବେ ସତେ ଅଂତ ଘଟେନାହିଁ ପୀଡ଼ା, ଯଂତ୍ରଣା, ଦୁଃଖର ସବୁ ସଂଭାବନା ଥିଲେ ବି ସେଠାରେ ହୁଏନାହିଁ କିଛି କାର୍ଯ ନାନା କଥା ଶୁଣି ବାଚାଳ ହେଲେ ତ…

ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, ହନ୍ତସନ୍ତ ଯାତ୍ରୀ

ପୁରୀ: ପୁଣି ଚିଲିକା ହ୍ରଦ ମଝିରେ ଫସିଲା ଯାତ୍ରୀବାହି ଡଙ୍ଗା। ଜହ୍ନିକୁଦାରୁ ସାତପଡ଼ା ଯାଉଥିଲା ଯାତ୍ରୀ ବାହି ଡଙ୍ଗା। ଏହି ସମୟରେ ଡ଼ଙ୍ଗାର ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ଡଙ୍ଗା ଚାଳକ ଚିଲିକା ଜଳ ରାଶିରେ ଡଙ୍ଗାକୁ ଅଟକାଇ ରଖିଛନ୍ତି। ଦୀର୍ଘ ଏକ ଘଣ୍ଟାକାଳ ଡଙ୍ଗାଟି…

ସ୍ୱଳ୍ପ ଗଳ୍ପ : ପିକାସୋଙ୍କ ବାର ନମ୍ବରର ଷଣ୍ଢ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୯୦  ପିକାସୋଙ୍କର ଗୋଟିଏ ଛବି। ସେଇ ଛବିରେ ରହିଛି ବାର ଗୋଟି ଚିତ୍ରଅଂଶ। ଏହି ବାରଗୋଟି ଚିତ୍ରକୁ ଗୋଟିଏ କାନଭାସରେ ରଖି ତାହାର ମାଧ୍ୟମରେ ଗୋଟିଏ ବିବର୍ତ୍ତନର କଥା କହିଛନ୍ତି ବିଶ୍ୱନନ୍ଦିତ ଚିତ୍ରକର ପାବଲୋ ପିକାସୋ।…