କ୍ଲବ ଘର ପଛପଟୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥିତ ରଙ୍ଗଣି ସାହି ୟୁଥ୍ କ୍ଲବ୍ ପଛ ପଟୁ ରକ୍ତାକ୍ତ ମୃତଦେହ ଉଦ୍ଧାର । ଜଣେ ଯୁବକଙ୍କ ମୃତଦେହ ତଣ୍ଟିକଟା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଯୁବକ ହେଲେ ପ୍ରଫୁଲ୍ଲ ବାରିକ (୪୮) । ତାଙ୍କ ଘର ହରିରାଜପୁରର ଗାଁରେ ବୋଲି ଜଣା ପଡିଛି । ମୃତଦେହ ଜବତ କରି…