Latest Odisha News

BREAKING NEWS

Yearly Archives

2024

କ୍ରିତିଙ୍କ ଡେଟିଂ ମିଛ, ବିବାହ ମୁଡରେ ନାହାଁନ୍ତି ଅଭିନେତ୍ରୀ

ମୁମ୍ବାଇ: ଆଜିକାଲି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାପେ ରହିଛନ୍ତି ଅଭିନେତ୍ରୀ କ୍ରିତି ସାନନ୍। ବେଶ କିଛି ଦିନ ହେଲା ଉଦ୍ୟୋଗୀ କବୀର ବହିୟାଙ୍କ ସହ ତାଙ୍କ ଡେଟିଂ ଖବର ଚର୍ଚ୍ଚାକୁ ଆସିଛି। ଏବେ କ୍ରିତି ଏ ନେଇ ମୁହଁ ଖୋଲିଛନ୍ତି। ଏକ ଗଣମାଧ୍ୟମ ସହ ଆଲୋଚନା ବେଳେ କ୍ରିତି କହିଛନ୍ତି, ଏହା…

ଗଞ୍ଜେଇ ମାଫିଆଙ୍କ ସହ ଲିଙ୍କ: ୭ ପୋଲିସଙ୍କ ସହ ୨ ହୋମଗାର୍ଡ ବିଦା

କୋରାପୁଟ: ଗଂଜେଇ ମାଫିଆଙ୍କ ସହ ଲିଙ୍କ୍‌ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ମାଛକୁଣ୍ଡ ଓ ଲମତାପୁଟ ଥାନାର ୭ ପୋଲିସ କର୍ମଚାରୀ ସସ୍‌ପେଣ୍ଡ । ୩ ଜଣ ଏସ୍‌ଆଇ, ୨ ଜଣ ଏପିଏଫ୍‌, ୨ କନ୍‌ଷ୍ଟେବଲ ସସ୍‌ପେଣ୍ଡ ହୋଇଛନ୍ତି । ଏପରିକି ତାଲିମ ନେଉଥିବା ୨ ଜଣ ଏସ୍‌ଆଇଙ୍କ ପ୍ରତି ବି କାର୍ଯ୍ୟାନୁଷ୍ଠାନ…

ଯେଉଁଦିନ ମିଳିଥିଲା ମହାଦେବଙ୍କ ରୋଲ ସେଦିନ ହୋଇଥିଲା ପିତାଙ୍କ ମୃତ୍ୟୁ, କିଛି ଏପରି ଥିଲା ମୋହିତଙ୍କ କ୍ୟାରିୟର ଯାତ୍ରା…

ମୁମ୍ବାଇ: ଅଭିନେତା ମୋହିତ ରାଇନାଙ୍କୁ କିଏ ବା ଜାଣେ । ପୌରାଣିକ ସିରିଏଲ୍ ମହାଦେବରେ ଭଗବାନ ଶିବଙ୍କ ଚରିତ୍ରରେ ଅଭିନୟ କରିଥିବା ମୋହିତ ଅଭିନୟ ଜଗତରେ ବେଶ୍ ପ୍ରଶଂସା ସାଉଣ୍ଟିଥିଲେ। ଏହି ଚରିତ୍ର ତାଙ୍କୁ ରାତାରାତି ପ୍ରସିଦ୍ଧ କରିଥିଲା । ଲୋକଙ୍କ ମନରେ ମହାଦେବ ଭାବରେ ଯେଉଁ ଯାଗା ସୃଷ୍ଟି…

ଜମ୍ମୁ-କଶ୍ମୀର ଡୋଡାରେ ପୁଣି ଗୁଳି ବିନିମୟ, ଧରାପଡିଲା ଜଣେ ଆତଙ୍କବାଦୀ

ଶ୍ରୀନଗର: ବୁଧବାର ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ପୁଣି ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଏହି ଗୁଳି ବିନିମୟରେ ଅତି କମରେ ଜଣେ ଆତଙ୍କବାଦୀ ଆହତ ହୋଇଥିବା ଜାଣିବାକୁ ମିଳିଛି। ଏହି ଆତଙ୍କବାଦୀକୁ ଧରି ରଖାଯାଇଛି। ଡୋଡା ଜିଲ୍ଲାଠାରୁ ପ୍ରାୟ ୯୧ କିଲୋମିଟର…

ଧର୍ମ ଉପରେ ଆକ୍ରମଣକୁ କଡା ନିନ୍ଦା, ବାଲୁକା ଚିତ୍ରକଳା ମାଧ୍ୟମରେ ଶାନ୍ତି ପାଇଁ ପଦ୍ମଶ୍ରୀ ସୁଦର୍ଶନଙ୍କ ଅପିଲ

ପୁରୀ: ଶେଖ ହାସିନା ସରକାରର ପତନ ପରେ ବାଂଲାଦେଶରେ ହିଂସା ଥମିବାର ନାଁ ଧରୁନାହିଁ। ଏହି ହିଂସା ଏବେ ସାଂପ୍ରଦାୟିକ ହିଂସାର ରୂପ ନେଇଛି। ହିନ୍ଦୁଙ୍କ ମନ୍ଦିର ଭଙ୍ଗାରୁଜା ସହ ହିନ୍ଦୁଙ୍କୁ ଆକ୍ରମଣ କରାଯାଉଛି। ଯାହାଫଳରେ ବାଂଲାଦେଶର ସଂଖ୍ୟାଲଘୁ ହିନ୍ଦୁ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ତେବେ…

କୋଲକାତାରେ ପହଁଚିଲା ସିବିଆଇ, ଦୁଷ୍କର୍ମ ଏବଂ ହତ୍ୟା ଘଟଣାର କରିବ ତଦନ୍ତ

କୋଲକାତା: ରାଜଧାନୀ କୋଲକତାର ଆର୍‌ଜି କର ହସ୍ପିଟାଲ୍‌ରେ ଘଟିଥିବା ଲୋମହର୍ଷଣକାରୀ ମହିଳା ଟ୍ରେନି ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟା ଘଟଣାରେ ରାଜ୍ୟବ୍ୟାପୀ ହରତାଳ ଲାଗିରହିଛି l ବର୍ତ୍ତମାନ ଏହି ଘଟଣାର ତଦନ୍ତ ଭାର ହାଇକୋର୍ଟ ସିବିଆଇକୁ ହସ୍ତାନ୍ତର କରିଛନ୍ତି l ସେପଟେ ସକାଳୁ ସକାଳୁ ତଦନ୍ତ…

ଓଡ଼ିଶାର ୧୩ ଜଣଙ୍କୁ ପୋଲିସ ପଦକ

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାହସିକତା ଓ ସେବା ମେଡାଲ ଘୋଷଣା। ଓଡ଼ିଶାର ୧୩ ଜଣଙ୍କୁ ମିଳିବ ପୋଲିସ ମେଡାଲ। ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ। ଏଡିଜି ସୁରେଶ ଦେବ ଦତ୍ତ ସିଂହ, ଡିଏସପି ସଚିଦାନନ୍ଦ ରଥଙ୍କୁ ମିଳିବ ମେଡାଲ। ୧୫ ପୋଲିସ…

ଭିଜିଲାନ୍ସ ଜାଲରେ ନୀଳଗିରି ଡେପୁଟି କଲେକ୍ଟର ପରିକ୍ଷିତ ଜେନା

ବାଲେଶ୍ୱର: ନୀଳଗିରି ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ବାଲିଗୋହିରି ସ୍ଥିତ ଭଡା ଘରେ ଭିଜିଲାନ୍ସ ଚଢ଼ାଉ କରିଛି। OMBADC ପାଣ୍ଠି ହଡ଼ପ ଅଭିଯୋଗରେ ରେଡ କରିଛି ଭିଜିଲାନ୍ସ । ୧ କୋଟିରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ।…

୧୭ ଯାଏ ହାଲୁକାରୁ ମଧ୍ୟମ ବର୍ଷା, ୯ଟି ଜିଲ୍ଲାକୁ ସତର୍କତା ଜାରି

ଭୁବନେଶ୍ୱର: ଆସନ୍ତା ୧୭ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ନିଅଣ୍ଟିଆ ବର୍ଷା ସ୍ଥିତି ବଢିବ। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି। ଆସନ୍ତା ୪ ଦିନ…

ଶୋଇଥିବା ବେଳେ ଘର ଭାଙ୍ଗିଲା ହାତୀ, ୨ ମୃତ

କୋଇଡ଼ା:ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ରେଂଜ ବାଲିଝୁଡ଼ି ଗାଁରେ ଅଘଟଣ। ବରସୁଆଁ ରେଂଜ ବାଲିଝୁଡ଼ି ଗାଁରେ ହାତୀ ଉପଦ୍ରବ l ୪ ଛୁଆଙ୍କ ସହ ମାଆ ଶୋଇଥିଲା ବେଳେ ଘର ଭାଙ୍ଗିଲା ହାତୀ। କାନ୍ଥ ପଡ଼ି ୪ ମାସର ଗର୍ଭବତୀ ମାଆ ଓ ୮ ବର୍ଷର ପୁଅ ମୃତ। ଆଉ ୩ ଝିଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି l…