Latest Odisha News
Yearly Archives

2024

ଡିପ୍ରେସନ୍ରୁ ଦୁରେଇ ରଖେ ଏହି ଖାଦ୍ୟ..

ଭୁବନେଶ୍ଵର: ଡିପ୍ରେସନ୍ ହେଉଛି ମଣିଷର ଏକ ମାନସିକ ସ୍ଥିତି ବା ରୋଗ। ବର୍ତ୍ତମାନ ଜୀବନରେ ପ୍ରତ୍ୟକ କ୍ଷେତ୍ରରେ ବଢ଼ିଚାଲିଛି ସଂଘର୍ଷ। କ୍ୟାରିୟର ହେଉ ବା ପରିବାର ସମସ୍ୟା, ଆର୍ଥିକ ବା ବ୍ୟକ୍ତିଗତ ସମସ୍ୟା ସବୁଠି ମଣିଷକୁ ଲଢ଼ିବାକୁ ପଡ଼େ। ହେଲେ ଯେବେ ଏହି ସବୁ ସମସ୍ୟା ମଣିଷକୁ ମାନସିକ…

ଦେଶରେ ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ; ଦିଲ୍ଲୀ ଏମ୍ସରେ ଏତିକି ପ୍ରତିଶତ ହ୍ରାସ ପାଇଛି ରୋଗୀ ସେବା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଦେଶର ଡାକ୍ତରମାନେ ଆନ୍ଦୋଳନ ଜାରି ରହିଛି । ସାରା ଦେଶରେ ଡାକ୍ତରଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର…

୩ ମାସ ବ୍ରେକ ନେବେ ମନୁ ଭାକର, ଶୁଟିଂ ବିଶ୍ୱକପରେ ଖେଳି ନ ପାରନ୍ତି

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ ମନୁ ଭାକର ଶୁଟିଂରେ ୨ଟି ବ୍ରୋଞ୍ଜ ପଦକ ହାସଲ କରି କୀର୍ତିମାନ ସ୍ଥାପନ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ସେ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିିତିଛନ୍ତି । ଅଲିମ୍ପିକ୍ସ ପରେ ମନୁ ୩ ମାସ ଶୁଟିଂରୁ ବ୍ରେକ ନେବା ପାଇଁ ନିଷ୍ପତି…

‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ: ୫୪ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କଲେ ମିଶନ ଶକ୍ତି ମା’

ଭୁବନେଶ୍ୱର: 'ଆଜାଦୀ କା ଅମୃତ  ମହୋତ୍ସବ' ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଅନୁଷ୍ଠିତ ହେଉଛି । ପ୍ରତ୍ୟେକ ଭାରତୀୟ ପରିବାରଙ୍କୁ ୦୯ ରୁ ୧୫ ଅଗଷ୍ଟ ମଧ୍ୟରେ ନିଜ ଘରେ ତ୍ରିରଙ୍ଗା  ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଛନ୍ତି ମୋଦୀ |…

ବାଂଲାଦେଶ, ଇଂଲଣ୍ଡ ବିପକ୍ଷ ସିରିଜ କାର୍ଯ୍ୟସୂଚୀରେ ପରିବର୍ତନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମଙ୍ଗଳବାର ଆଗାମୀ ବାଂଲାଦେଶ ଓ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ କାର୍ଯ୍ୟସୂଚୀରେ ପରିବର୍ତନ କରିଛି । ବୋର୍ଡ ପକ୍ଷରୁ ଜାରୀ ଅପଡେଟ କାର୍ଯ୍ୟସୂଚୀରେ ବାଂଲାଦେଶ ବିପକ୍ଷ ଗୋଟିଏ ଟି୨୦ ମ୍ୟାଚ ଏବଂ ଇଂଲଣ୍ଡ ବିପକ୍ଷ ୨ଟି ମ୍ୟାଚରେ ପରିବର୍ତନ କରାଯାଇଛି…

ବାଂଲାଦେଶୀ ହିନ୍ଦୁଙ୍କୁ ୟୁନୁସଙ୍କ ଆହ୍ବାନ; ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ

ଢାକା: ବାଂଲାଦେଶର ପ୍ରସିଦ୍ଧ ଢାକେଶ୍ୱରୀ ମନ୍ଦିରରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟଙ୍କୁ ମଙ୍ଗଳବାର ଭେଟିଛନ୍ତି ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ। ତାଙ୍କ ସରକାରର ଭୂମିକା ବିଚାର କରିବା ପୂର୍ବରୁ ଧୈର୍ଯ୍ୟ ଧରିବାକୁ ଜନତାଙ୍କୁ ଅନୁରୋଧ କରିଛନ୍ତି ସେ। ଗଣମାଧ୍ୟମକୁ ଏକ…

ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଆଜି ରାଜ୍ୟ ସରକାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ମୁଖ୍ୟ ସଚିବ ସହିତ ସେ ଏହି ଦାୟିତ୍ୱ ମଧ୍ୟ ତୁଲାଇବେ । ଶ୍ରୀମନ୍ଦିର ଅଧିନିୟମ ୧୯୫୫ ଆଇନର ପ୍ରାବଧାନ…

ଖୋଲିବ ପୁରୁଣା ପେଡି, ନବ ଦାସ ହତ୍ୟାକାଣ୍ଡର ପୁନଃ ତଦନ୍ତ କରିବେ ରାଜ୍ୟ ସରକାର

ଭୁବନେଶ୍ଵର: ପୁଣି ଖୋଲିବ ପୁରୁଣା ପେଡି । ବହୁଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ମମିତା ମେହେର ହତ୍ୟା ମାମଲା, ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣାର ହେବ ଫାଇଲ ରିଓପନ । ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ନବ ଦାସ ହତ୍ୟା, ମମିତା ମେହେର ହତ୍ୟା, ସ୍ୱାମୀ…

ଅବସର ନିଷ୍ପତି ବଦଳାଇବେ କି ଆଣ୍ଡରସନ

ଲଣ୍ଡନ: ଇଂଲଣ୍ଡର ମହାନ ପେସ ବୋଲର ଜେମ୍ସ ଆଣ୍ଡରସନ ଗତ ମାସରେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ୪୨ ବର୍ଷୀୟ ଆଣ୍ଡରସନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ଖବର ପ୍ରକାଶ ପାଇଥିଲା । ଏବେ ଆଣ୍ଡରସନ ତାଙ୍କ ନିଷ୍ପତିରେ ୟୁ ଟର୍ଣ୍ଣ ନେବାକୁ ବସିଛନ୍ତି । ବିଧିବଦ୍ଧ ଭାବେ…

ଏସସିବି ଲଜ୍ଜା: ଗିରଫ ହେଲେ ଡାକ୍ତର ଅଭିଯୁକ୍ତ

କଟକ: ଏସସିବିରେ ରୋଗୀଙ୍କୁ ଜଣେ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲା ସ୍ବାସ୍ଥ୍ୟ ବିଭାଗ । କମିଟିରେ ଡିଏମଇଟି ସନ୍ତୋଷ ମିଶ୍ର, ଏସସିବି ଅଧୀକ୍ଷକ ସୁଧାଂଶୁ ମିଶ୍ର, ଯୁଗ୍ମ ଡିଏମଇଟି ରୋମା ରତନ ରହିଛନ୍ତି । ସେପଟେ ଏହି ଘଟଣାର ଅଭିଯୁକ୍ତ ଡାକ୍ତର ଠାକୁର…