Latest Odisha News

BREAKING NEWS

Yearly Archives

2024

ବିଜେଡି ଜନଜାଗରଣ ଅଭିଯାନ ପଛର କାରଣ କ’ଣ?

ଭୁବନେଶ୍ବର: ଅଗଷ୍ଟ ୧୬ରୁ ପ୍ରତି ପଞ୍ଚାୟତରେ ବିଜେଡି ଆରମ୍ଭ କରିବ ଜନଜାଗରଣ ଅଭିଯାନ । ଭତ୍ତାକୁ ନେଇ ବିଜେପିକୁ ସୋସିଆଲ୍ ମିଡିଆରେ ସିଧା ଆଟାକ୍ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ବିଜେପିର ପ୍ରତିଶ୍ରୁତି ପାଣିର ଗାର ହୋଇଛି। ଭତ୍ତାଧାରୀ ବୟସ୍କ ତଥା ରାଜ୍ୟବାସୀଙ୍କ ସହ ପ୍ରତାରଣା…

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ସପା ନେତା ଗିରଫ; କହିଲେ, ମୋ ବିରୁଦ୍ଧରେ ଷଡଯନ୍ତ୍ର ହୋଇଛି

ନୂଆଦିଲ୍ଲୀ: ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ସମାଜବାଦୀ ପାର୍ଟି ନେତା ଗିରଫ ହୋଇଛନ୍ତି । ଉତ୍ତର ପ୍ରଦେଶରେ ଏହି ଘଟଣା ଘଟିଛି । ଗିରଫ ନେତା ଜଣକ ହେଲେ ନବାବ ସିଂହ ଯାଦବ । ସେ ଜଣେ ୧୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ ।…

ମୃତ୍ୟୁ ହେବା ଭୟରେ ମେଡ଼ିକାଲକୁ ଯାଉନଥିଲେ ରୋଗୀ, ବୁଝେଇଲେ ବିଡ଼ିଓ

ନବରଙ୍ଗପୁର: ଯୁଗ ଯେତେ ଆଗେଇଲେ ମଧ୍ୟ ଏବେବି ଗାଁ ଗହଳିରେ ଦେଖିବାକୁ ମିଳୁଛି ଝଡ଼ା ଫୁଙ୍କା । ଏବେବି ଅନେକ ଲୋକ ରୋଗ ହେଲେ ଡାକ୍ତରଙ୍କ ପାଖକୁ ନଯାଇ ଗୁଣିଆ ପାଖକୁ ଯାଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକ ଦଣ୍ଡସେନାଗୁଡା ଗ୍ରାମରେ ।…

ବିଶ୍ୱର ଗରିବ ତାଲିକାରେ ଭାରତର ନମ୍ବର କେତେ ଜାଣନ୍ତୁ ?

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ଗରିବ ଦେଶ ଭାବରେ କେଉଁ ଦେଶ ସର୍ବ ପ୍ରଥମ ଏବଂ ଏହି ତାଲିକାରେ ଭାରତର ସଂଖ୍ୟା କେଉଁ ସ୍ଥାନରେ ରହିଛି ? ଦୁନିଆର ଅନେକ ଲୋକଙ୍କ ପାଇଁ ଦିନକୁ ଦୁଇ ମୁଠା ଖାଦ୍ୟ ମିଳିବା ଅତ୍ୟନ୍ତ କଷ୍ଟକର, ଏହାର ମୁଖ୍ୟ କାରଣ ହେଉଛି ଦାରିଦ୍ର୍ୟ। ଦୁନିଆର…

ସ୍ୱାଧୀନତା ଦିବସ ପାଇଁ ଦିଲ୍ଲୀରେ ବଢିଲା ସୁରକ୍ଷା ବ୍ୟବସ୍ଥା; ସନ୍ଦିଗ୍ଧଙ୍କୁ ଠାବ କରିବ ୭୦୦ ଏଆଇ କ୍ୟାମେରା

ନୂଆଦିଲ୍ଲୀ: ଆଉ ମାତ୍ର ଦିନକ ପରେ ସମଗ୍ର ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ । ଏଥିପାଇଁ ସମଗ୍ର ଭାରତବର୍ଷରେ ଆରମ୍ଭ ହୋଇଯାଇଛି ପୂର୍ବ ପ୍ରସ୍ତୁତି । ଲାଲକିଲ୍ଲାରୁ ପତାକା ଉତ୍ତୋଳନ ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେନେଇ ସଜେଇ ହେଉଛି ଲାଲକିଲ୍ଲା ।…

ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲଙ୍କ ପୁନଃ ନିଯୁକ୍ତିକୁ କୋର୍ଟଙ୍କ ଭର୍ତ୍ସନା

କୋଲକାତା: କୋଲକାତାର ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ଦିନକୁ ଦିନ ନୂଆ ତଥ୍ଯ ସାମ୍ନାକୁ ଆସୁଛି। ମଙ୍ଗଳବାର ଦିନ ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ପ୍ରଫେସର ଡ.ସନ୍ଦୀପ ଘୋଷଙ୍କୁ କୋଲକାତା ନ୍ୟାସନାଲ ମେଡିକାଲ କଲେଜ ଏବଂ ହସ୍ପିଟାଲରେ…

ଏସସିବିରେ ଲଜ୍ଜା: ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ କରିଥିବା ଅଭିଯୋଗ

କଟକ: କଟକସ୍ଥିତ ଏସସିବି ମେଡିକାଲରୁ ମଙ୍ଗଳବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ତେବେ ମେଡିକାଲରେ ଚିକିତ୍ସିତ ୨ ଜଣ ରୋଗୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିଛି। କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତର ରୋଗୀଙ୍କୁ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ଆଇନ ୨୦୨୦ରେ ଥିବା ଅସଙ୍ଗତିଗୁଡ଼ିକୁ ଆଇନଗତ ଓ ନିୟାମକ ଢାଞ୍ଚା ଅନୁସାରେ ସୁଧାରିବା ସହ ଆବଶ୍ୟକ ସଂଶୋଧନ କରିବା ପାଇଁ ପାଇଁ ଚିଠି…

ଆତ୍ମହତ୍ଯା ପୂର୍ବରୁ ଶେଷ ସେଲ୍ଫି ନେବା ପରେ ଗଙ୍ଗାକୁ ଡେଇଁପଡିଲେ… 

ହରିଦ୍ୱାର: ଉତ୍ତରପ୍ରଦେଶର ଶାହାରନପୁରରୁ ଜଣେ ଋଣଗ୍ରସ୍ତ ବ୍ୟବସାୟୀ ଏବଂ ତାଙ୍କ ପତ୍ନୀ ସୋମବାର ହରିଦ୍ୱାରର ଗଙ୍ଗା ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଦମ୍ପତି ହେଲେ ଉତ୍ତରପ୍ରଦେଶ ଶାହାରନପୁର ନିବାସୀ ସୌରଭ ବବ୍ବର ଓ ମୌନା ବବ୍ବର। ପୋଲିସ୍ ଗଙ୍ଗା ନଦୀରୁ ସୌରଭଙ୍କ ମୃତଦେହ ଉଦ୍ଧାର…

ରୁସଣ ପରିବା ନା ମସଲା? ହାଇକୋର୍ଟ ଦେଲେ ବଡ଼ ରାୟ

ଭୋପାଲ: ରସୁଣକୁ ରୋଷେଇରେ ଏକ ବିଶେଷ ଉପାଦାନ ଭାବରେ ବିବେଚନା କରାଯାଏ। ମସଲାଯୁକ୍ତ ପନିପରିବା ତିଆରିରେ ଆମେ ରସୁଣକୁ ନିଶ୍ଚିତ ଭାବରେ ବ୍ୟବହାର କରୁ। କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଯେ ରସୁଣ ମସଲା ଜାତୀୟ ଖାଦ୍ୟ ନା ପନିପରିବା ଜାତୀୟ ଖାଦ୍ୟ। ଏହି ପ୍ରସଙ୍ଗରେ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର…