ବିରୋଧୀଙ୍କ ଧନଖଡ ହଟାଅ ଅଭିଯାନ
ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ବିରୋଧରେ ଆସିବ କି ମହାଅଭିଯୋଗ ପ୍ରସ୍ତାବ ? ଧନଖଡଙ୍କୁ ହଟାଇବାରେ ସଫଳ ହେବେ କି ବିରୋଧୀ ? ରାଜ୍ୟସଭା ଅଧ୍ୟକ୍ଷଙ୍କୁ ହଟାଇବା ପାଇଁ ବିରୋଧୀଙ୍କ ପାଖରେ ନମ୍ବର ଅଛି ତ ?
ରାଜ୍ୟସଭା ଅଧ୍ୟକ୍ଷ ଭାବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ…