Latest Odisha News

BREAKING NEWS

Yearly Archives

2024

ବ୍ରାଜିଲରେ ବଡ଼ ବିମାନ ଦୁର୍ଘଟଣା: କ୍ର୍ୟୁ ସଦସ୍ୟଙ୍କ ସହ ଥିଲେ ୬୨ ଜଣ, ତଳେ ପଡ଼ିବାରେ ଜଳୁଛି ହୁତୁ ହୁତୁ

ନୂଆଦିଲ୍ଲୀ: ବ୍ରାଜିଲର ସାଓ ପାଓଲୋରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୬୨ ଜଣ ଯାତ୍ରୀ ଥିଲେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଏହି ବିମାନ ଆକାଶରୁ ତଳକୁ ଖସି ଆସୁଛି ଏବଂ ଧକ୍କା ହୋଇ…

ରମାଦେବୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ କର୍ମଶାଳା

ଭୁବନେଶ୍ୱର: ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୁସ୍ଥ ରହିବା ପାଇଁ ପ୍ରୋତ୍ସାହନ ନିମନ୍ତେ ଆୟୋଜିତ ପାଞ୍ଚ ଦିନିଆ କର୍ମଶାଳା ଶୁକ୍ରବାର ଶେଷ ହୋଇଛି। ଅଗଷ୍ଟ ୫ ତାରିଖରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆରଡିଡବ୍ଲୁୟୁର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ମିଳିତ ଉଦ୍ୟମରେ ଏହି…

୮ଟି ଜିଲ୍ଲାରେ ୧୪ଟି ନୂତନ ସରକାରୀ ଡିଗ୍ରୀ କଲେଜ ଉଦଘାଟିତ

ଭୁବନେଶ୍ୱର: ରାଜ୍ୟର ୮ଟି ଜିଲ୍ଲାରେ ୧୪ଟି ନୂଆ ସରକାରୀ ଡିଗ୍ରୀ କଲେଜ ଖୋଲାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି କଲେଜଗୁଡ଼ିକୁ ଉଦଘାଟନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗରେ ନୂଆ କଲେଜ ରହିଛି। କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର;…

ଓଡ଼ିଶାର ଆଇଏନଏସ ଚିଲିକାରୁ ପାସ୍ କଲେ ୧୩୯୦ ଅଗ୍ନିବୀର

ବ୍ରହ୍ମପୁର: ଭାରତୀୟ ନୌସେନାର ୨୧୬ ଜଣ ମହିଳାଙ୍କ ସମେତ ମୋଟ ୧୩୯୦ ଜଣ ଅଗ୍ନିବୀର ଦକ୍ଷିଣ ନୌସେନା କମାଣ୍ଡ ତତ୍ତ୍ୱାବଧାନରେ ଆୟୋଜିତ ଏକ ଆନୁଷ୍ଠାନିକ ପାସିଂ ଆଉଟ୍ ପ୍ୟାରେଡ୍ (ପିଓପି)ରେ ଓଡ଼ିଶାର ଆଇଏନଏସ ଚିଲିକାରୁ ବାହାରିଛନ୍ତି। ଅଗ୍ନିବୀରଙ୍କ ଚତୁର୍ଥ ବ୍ୟାଚ୍ ଆଇଏନଏସ ଚିଲିକାର…

ୱାକଫ୍ (ସଂଶୋଧନ) ବିଲ୍ ପାଇଁ ଗଠିତ ଜେପିସିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ୱାକଫ୍ ସଂଶୋଧନ ବିଲ୍-୨୦୨୪ର ସମୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଯୁଗ୍ମ ସଂସଦୀୟ କମିଟି (ଜେପିସି)ରେ ଓଡ଼ିଶାର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦିଆଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୧ ଜଣିଆ କମିଟିରେ ଲୋକସଭାରେ…

ପ୍ୟାରିସ ଅଲିମ୍ପିକ୍ସ: ଭାରତର ପ୍ରଥମ କୁସ୍ତି ପଦକ ଜିତିଲେ ଅମନ ସେହରାଓ୍ଵତ

ପ୍ୟାରିସ: ପ୍ୟାରିସ୍ ଅଲିମ୍ପିକ୍ସରେ ପୁରୁଷ ୫୭ କେଜି ବର୍ଗରେ ୨୧ ବର୍ଷୀୟ ଭାରତୀୟ କୁସ୍ତିଯୋଦ୍ଧା ଅମନ ସେହରାଓ୍ଵତ ପୁଏର୍ତୋ ରିକୋର ଡାରିଆନ୍ ଟୋ କ୍ରୁଜଙ୍କୁ ୧୩-୫ରେ ପରାସ୍ତ କରି କାଂସ୍ୟ ପଦକ ହାସଲ କରିଛନ୍ତି। କେଡି ଯାଦବ, ସୁଶୀଲ କୁମାର, ଯୋଗେଶ୍ୱର ଦତ୍ତ, ସାକ୍ଷୀ ମଲ୍ଲିକ, ବଜରଙ୍ଗ…

ଭୁବନେଶ୍ୱର-ପୁରୀ ଓ ବଡ଼ବିଲ-ଚଣ୍ଡିଖୋଲ ୬-ଲେନ୍ ରାସ୍ତାକୁ ମଞ୍ଜୁରି

ଭୁବନେଶ୍ୱର : ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଓ ବଡ଼ବିଲ-ଚଣ୍ଡିଖୋଲ ରାସ୍ତାର ଉଭୟ ପାର୍ଶ୍ୱରେ ୬ ଲେନ୍ ବିଶିଷ୍ଟ ସର୍ଭିସ୍ ରୋଡ୍ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ସରକାରୀ ସୂତ୍ରରୁ ପ୍ରକାଶ ଯେ ପୂର୍ତ୍ତ ବିଭାଗ ପରବର୍ତ୍ତୀ ପଦକ୍ଷେପ ପାଇଁ…

ଓଡ଼ିଶାରେ ଏହି ସବୁ ସ୍ଥାନରେ ତିଆରି ହେବ ନୂଆ ରେଳ ଲାଇନ୍, ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ ୩ କୋଟି

ଭୁବନେଶ୍ୱର: ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଓଡ଼ିଶାରେ ୪ଟି ସମେତ ୮ଟି ନୂଆ ରେଳଲାଇନ ପ୍ରକଳ୍ପକୁ ଅନୁମୋଦନ ଦେଇଛି। ଯେଉଁଥିରେ ମୋଟ ୨୪,୬୫୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିସିଇଏ ବୈଠକ…

ଲୋକସଭା ମୁଲତବୀ ପରେ ଏକାଠି ଚା’ ପିଇଲେ ମୋଦି-ରାହୁଲ

ନୂଆଦିଲ୍ଲୀ: ଲୋକସଭା ଓ ରାଜ୍ୟସଭା ଅଧିବେଶନ ମୁଲତବୀ ହେବା ପରେ ଏକ ଅନୌପଚାରିକ ବୈଠକରେ ଏକାଠି ବସି ଚା’ ପିଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦି ଏବଂ ବାଚସ୍ପତି ଓମ୍ ବିର୍ଲାଙ୍କ ପାଖରେ ବସିଥିବା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ…

୧୭ ମାସ ପରେ ଜେଲ୍ ରୁ ମୁକୁଳିଲେ ମନୀଷ ସିସୋଦିଆ; କହିଲେ ଖୁବ୍ ଶିଘ୍ର କେଜ୍ରିଓ୍ବାଲ ବି ମୁକୁଳିବେ

ନୂଆଦିଲ୍ଲୀ: ଜେଲରୁ ବାହାରିଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ । ପ୍ରାୟ ୧୭ ମାସ ପରେ ସିସୋଦିଆ ତିହାର ଜେଲରୁ ଖଲାସ ହୋଇଛନ୍ତି । ଆଜି ମଧ୍ୟାହ୍ନରେ ସୁପ୍ରିମକୋର୍ଟ ତାଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜାମିନ ପ୍ରଦାନ କରିଥିଲେ । ଏହା…