Latest Odisha News

BREAKING NEWS

Yearly Archives

2024

ଆଳୁ ପଛରେ ଭାଇଙ୍କ ହାତ!, କାହିଁକି ଏମିତି କହିଲେ ଯୋଗାଣ ମନ୍ତ୍ରୀ…..

ଭୁବନେଶ୍ବର: ରାଜ୍ୟରେ ପୁଣି ଆଳୁ ଦର ଉପରମୁହାଁ ହୋଇଥିବା ବେଳେ ଏଥିରେ ବଳି ପଡିଛନ୍ତି ଖାଉଟି । ଖୁଚୁରା ଦେକାନୀ ୬୦ ଟଙ୍କା ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ ହସ୍ତକ୍ଷେପ ପରେ ବି ସ୍ଥିତି ସୁଧୁରୁନି ।  ଫେଲ୍ ମାରିଛି ସରକାରଙ୍କ ସବୁ ଯୋଜନା । ପ୍ରଥମେ…

ମହାପ୍ରଭୁଙ୍କ ଖଣିରେ ମନଇଛା ଖନନ; ୧୯ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ

ପୁରୀ: ଖୋର୍ଦ୍ଧା ର ୧୯ ଜଣ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ୧୭ଟି ନିର୍ମାଣ ପଥର ଖଣି ଓ ଦୁଇଟି ମାଙ୍କଡ଼ା ପଥର ଖଣି ହୋଇ ମୋଟ ୧୯ଟି ଖଣି ଲିଜ୍ ଧାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତା ୭ ଦିନ ଭିତରେ…

ସରୁନି ରସିକ ସତ୍ୟଜିତର ଗୁମର, ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିବ ପୋଲିସ

ଭୁବନେଶ୍ୱର: ଯେତେ ଖୋଳୁଛି ସେତେ ବାହାରୁଛି ୯୯ ରାଣୀଙ୍କ ମନର ରାଜା ରସିକନାଗର ସତ୍ୟଜିତର ଗୁମର l ଅଧିକ ଗୁମର ବାହାର କରିବା ପାଇଁ ରାଜ୍ୟ ବାହାରକୁ ଯିବ କମିଶନରେଟ୍ ପୋଲିସ l ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ l ସତ୍ୟଜିତ୍ ସମ୍ପର୍କ ରଖିଥିବା ବାହାର ରାଜ୍ୟର…

ଜାଣନ୍ତୁ କେଉଁ ରାଜ୍ୟରେ ଆରମ୍ଭ ହୋଇଥିଲା ପ୍ରଥମ ଚାଉଳ ଏଟିଏମ୍…

ଭୁବନେଶ୍ବର: ଆମେ ମାନେ ସମସ୍ତେ ଏଟିଏମ୍ ରୁ ଟଙ୍କା ବାହାରୁଥିବା ଜାଣିଛେ । ହେଲେ ଏଟିଏମ୍ ରୁ କେବେ ଚାଉଳ ବାହାରିବା କଥା ଶୁଣିଛନ୍ତି କି । ଏହି ସେବା ପ୍ରଥମେ ଦେଶର ହରିୟାଣା ରାଜ୍ୟରେ ଆରମ୍ଭ ହୋଇଥିଲା । ଯେଉଁଠି ହିତାଧିକାରୀ ନିଜର ରାସନକାର୍ଡ ଆଣି ନମ୍ବର ମାରି ଏଟିଏମରୁ ଚାଉଳ ବାହାର…

ରିଜର୍ଭ ପୋଲିସ ଲାଇନ୍ ସମ୍ମୁଖ ମହାବୀର ମନ୍ଦିରରୁ ଟଙ୍କା ଓ ସୁନା ଅଳଙ୍କାର ଚୋରି

ପୁରୀ: ରିଜର୍ଭ ପୋଲିସ ଲାଇନ ସମ୍ମୁଖ ମହାବୀର ମନ୍ଦିରରୁ ଚୋରି । ମନ୍ଦିର ପରିସରରେ ଥିବା ହୁଣ୍ଡିରୁ ହଜାର ହଜାର ଟଙ୍କା ଦାନ ହୋଇଥିବା ଭକ୍ତଙ୍କ ଦ୍ବାରା ଦକ୍ଷିଣା ଗୁଡ଼ିକ ଚୋରି ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ ମୀନ କେତନ ପାଠଯୋଶୀ । ଖବର ମୁତାବକ, କୁମ୍ଭାରପଡ଼ା ଥାନା…

ଥରିଲା ଜାପାନ, ୨ ମିନିଟରେ ୨ଥର ଶକ୍ତିଶାଳୀ ଭୂକମ୍ପ

ନୂଆଦିଲ୍ଲୀ: ୨ ମିନିଟରେ ୨ ଥର ଥରିଲା ଜାପାନ l ଜାପାନରେ ଦୁଇ ମିନିଟ୍ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ଯଥାକ୍ରମେ ୬.୯ ଓ ୭.୧ ରେକର୍ଡ କରାଯାଇଛି। ଦକ୍ଷିଣପଶ୍ଚିମରେ ଥିବା କ୍ୟୁଶୁ ଦ୍ୱୀପ ଓ ଶିକୋକୁରେ ଭୂମିକମ୍ପ ଅନୁଭୂତ…

ବିଚ୍ଛେଦର ତିନି ବର୍ଷ ପରେ ପୁଣି ପ୍ରେମରେ ପଡିଲେ ନାଗା ଚୈତନ୍ୟ, ସେୟାର କଲେ ନିର୍ବନ୍ଧର ଫଟୋ

ମୁମ୍ବାଇ: ବିବାହ ବିଚ୍ଛେଦର ତିନି ବର୍ଷ ପରେ ପୁଣି ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ତେଲୁଗୁ ଅଭିନେତା ନାଗା ଚୈତନ୍ୟ । ଯାହାର ଝଲକ ସେ ତାଙ୍କର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ‘ମେଡ୍ ଇନ୍ ହେବେନ୍’ ର ଅଭିନେତ୍ରୀ ସୋଭିତା ଧୁଲିପାଲାଙ୍କ ସହ ତାଙ୍କର ନିର୍ବନ୍ଧ ସରିଥିବାର ଫଟୋ…

ମୃତ ଯବାନଙ୍କ ସ୍ପର୍ମ ସାଇତି ରଖୁଛି ଇସ୍ରାଏଲ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ହୋଇଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମୃତକମାନଙ୍କ ମଧ୍ୟରେ ୭୦୦ରୁ ଅଧିକ ଇସ୍ରାଏଲ ସୈନିକ ମଧ୍ୟ ଅଛନ୍ତି। ଇସ୍ରାଏଲ୍ ସରକାର ବର୍ତ୍ତମାନ ଯୁଦ୍ଧରେ ପ୍ରାଣ ହରାଇଥିବା ଯବାନଙ୍କର ଶୁକ୍ରାଣୁକୁ ସାଇତି ରଖୁଛନ୍ତି।…

ବାଂଲାଦେଶ ହିଂସା: ଆଲର୍ଟରେ ଓଡ଼ିଶା

ଭୁବନେଶ୍ୱର: ବାଂଲାଦେଶରେ ଦେଖାଦେଇଥିବା ହିଂସା ଏବେ ଚରମ ସୀମାରେ ପହଂଚିଛି l ପୂର୍ବତନ ପ୍ରଧାନମନ୍ତ୍ରୀ ଦେଶ ଛାଡି ଭାରତ ଆସିବା ପରେ ଭାରତ ପ୍ରତି ବିପଦ ଘନେଇଛି l ଏହାରି ଭିତରେ ବର୍ଡ଼ର ରାଜ୍ୟକୁ ଆଲର୍ଟ ଜାରି କରିଛନ୍ତି ସରକାର l ସେପଟେ ବାଂଲାଦେଶ ହିଂସାକୁ ନେଇ ଓଡ଼ିଶାରେ ମଧ୍ୟ ହାଇ-ଆଲର୍ଟ…

ଏଣିକି ଠକାମୀ ଶିକାର ହେବେନି ହିତାଧିକାରୀ, ରାଜ୍ୟରେ ଖୋଲିଲା ପ୍ରଥମ ଚାଉଳ ଏଟିଏମ୍

ଭୁବନେଶ୍ୱର; ପ୍ରଥମ ଥର ପାଇଁ ରାଜ୍ୟରେ ଖୋଲିଲା ଚାଉଳ ଏଟିଏମ୍ l ଭୁବନେଶ୍ବର ମଞ୍ଚେଶ୍ବରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ l ରାଜ୍ୟର ପ୍ରଥମ ଚାଉଳ ଏଟିଏମକୁ ଉଦ୍‌ଘାଟନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର l ତେବେ ଚାଉଳ ଏଟିଏମରେ ଚାଉଳ ଉଠାଇବାକୁ ହେଲେ ପ୍ରଥମେ…