ଓଜେଇଇ ୱେବସାଇଟ୍ ଡାଉନ: କାଉନସେଲିଂ, ଚଏସ୍ ଲକିଂରେ ସମସ୍ୟା
ଭୁବନେଶ୍ୱର: କାମ କରୁନି ଓଜେଇଇ ୱେବସାଇଟ୍ l ଡାଉନ ହେଲା ଓଜେଇଇ ୱେବସାଇଟ l ଫଳରେ କାଉନସେଲିଂ ଏବଂ ଚଏସ୍ ଲକିଂରେ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ l ଏନେଇ ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଡି.ପି ଶତପଥୀ l
ସୂଚନା ଅନୁସାରେ, ଆଜି ଛାତ୍ରଛାତ୍ରୀ ମାନେ ୱେବସାଇଟ ଖୋଲି କାଉନସେଲିଂ ଏବଂ ଚଏସ…