ରୋଜଗାର ପାଇଁ ମୋଦୀ ସରକାରର ବଡ଼ ଯୋଜନା, ଜାଣନ୍ତୁ କିଏ ପାଇପାରିବେ ଲାଭ?
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶିକ୍ଷା, ରୋଜଗାର ଏବଂ ଦକ୍ଷତା ପାଇଁ ୧.୪୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରି କହିଛନ୍ତି ଯେ ଚଳିତ ବର୍ଷ ବଜେଟ ପାଇଁ ୪ଟି ପ୍ରମୁଖ ବିଷୟ ବସ୍ତୁ ମଧ୍ୟରୁ ଗୋଟିଏ ହେଉଛି ଦକ୍ଷତା।
୫ ବର୍ଷ ମଧ୍ୟରେ ୨୦ ଲକ୍ଷ ଯୁବକ ଯୁବତୀଙ୍କୁ କୁଶଳୀ କରିବା ପାଇଁ…