Latest Odisha News

BREAKING NEWS

Yearly Archives

2024

ଦେଶରେ ବଢୁଛି ବେକାରୀ ସମସ୍ୟା, ୨୨ ଶହ ପଦବୀ ପାଇଁ ପହଞ୍ଚିଲେ ୨୫,୦୦୦ ଆଶାୟୀ

ଦେଶରେ ବଢୁଛି ବେକାରୀ ସମସ୍ୟା, ୨୨ ଶହ ପଦବୀ ପାଇଁ ୨୫,୦୦୦ ଆଶାୟୀ ମୁମ୍ବାଇ: ଏୟାର ଇଣ୍ଡିଆ ବିମାନ ବନ୍ଦରରେ ଲୋଡର୍ ଚାକିରି ପାଇଁ ହଜାର ହଜାର ଆଶାୟୀ ପହଞ୍ଚିବା ପରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବଇର କାଲିନା ଅଞ୍ଚଳରେ। ଭିଡକୁ ଦେଖିଲେ…

ଉପନିର୍ବାଚନ ଫଳାଫଳ; ଇଣ୍ଡି ମେଣ୍ଟ ଆଡକୁ ଢଳୁଛନ୍ତି ଜନତା

ନୂଆଦିଲ୍ଲୀ: ନିକଟରେ ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ଇଣ୍ଡିଆ ମେଂଟ ୧୦ଟି ଆସନରେ ବିଜୟୀ ହୋଇଛି । ବିଜେପି ୨ ଓ ସ୍ୱାଧୀନ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ଏହା ବଡଧରଣର ନିର୍ବାଚନ ନଥିଲେ ମଧ୍ୟ ଫଳାଫଳ ନେଇ କଂଗ୍ରେସ ଅତି ଉତ୍ସାହିତ ହୋଇପଡିଛି । ବିଜେପିର ଭୟ ଓ…

ରାଜ୍ୟସଭା ପାୱାର ଗେମ୍

ନୂଆଦିଲ୍ଲୀ: ଲୋକସଭାରେ ସଂଖ୍ୟାଗରିଷ୍ଠତା ନଥିବାରୁ ବିଜେପି ଜେଡିୟୁ ଓ ଟିଡିପି ଉପରେ ନିର୍ଭରଶୀଳ । ଏନଡିଏର ଦୁଇ ମୁଖ୍ୟ ଅଂଶୀଦାରଙ୍କ ସମର୍ଥନ ଉପରେ ନିର୍ଭର କରୁଛି ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳ । ବର୍ତ୍ତମାନ ରାଜ୍ୟସଭାରେ ମଧ୍ୟ ଏନଡିଏର ଦୁର୍ବଳ ସ୍ଥିତି । ଶାସକ ମେଂଟକୁ ମାତ୍ ଦେବା…

ତାରକା ଆଥଲେଟଙ୍କ ଅଲିମ୍ପିକ ବିଫଳତା

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଇତିହାସରେ ବହୁ ନାମୀଦାମୀ ଆଥଲେଟ ଫେଲ୍ ମାରିଛନ୍ତି । ଖ୍ୟାତି ମୁତାବକ ପ୍ରଦର୍ଶନ କରିପାରିନାହାନ୍ତି । ଆଉ କିଛି ଫେରିଛନ୍ତି ରିକ୍ତ ହସ୍ତରେ । ଅନ୍ୟ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ମଧ୍ୟ ଅନେକ କିମ୍ବଦନ୍ତୀ ଆଥଲେଟ ଅଲିମ୍ପିକ୍ସରେ…

ଖୋଲତାଡ଼ ହେବ ‘ଆମ ଓଡ଼ିଶା ନବୀନ ଓଡ଼ିଶା’; ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ନବୀନ ସରକାର ଦୁର୍ନୀତିର ଗନ୍ତାଘର । ଯେତେ ଖୋଳିଲେ ସେତେ ବାହାରୁଛି । ଏକଥା ଆମେ ନୁହେଁ କିଛି ଏମିତି ବିରୋଧୀ ଓ ଶାସକ ଦଳ କହୁଛନ୍ତି । କାରଣ ପୂର୍ବ ସରକାରରେ କ’ଣ ଚାଲିଥିଲା, କାହା ଦ୍ବାରା ଚାଲିଥିଲା ସବୁକିଛି ରହସ୍ୟ ଘରରେ। ନା ଅଫିସରଙ୍କ ପାଖରେ ଉତ୍ତର ଅଛି, ନା ସରକାରଙ୍କ…

ପୁଣି ଚର୍ଚ୍ଚାରେ ଟ୍ରେନି ଆଇଏଏସ୍‌ ପୂଜା, ବଦଳି ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳଙ୍କ ନାଁରେ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ: ପୁଣେ ଜିଲ୍ଲାପାଳ ସୁଭାଷ ଡିୱାସେଙ୍କ ନାଁରେ ଓଲଟା ନିର୍ଯାତନା ମାମଲା କରିଛନ୍ତି। ଜିଲ୍ଲାପାଳ ସୁଭାଷ ତାଙ୍କର ବଦଳି ନିର୍ଦ୍ଦେଶ ଦେଇଥିବାରୁ ପୂଜା ତାଙ୍କ ନାଁରେ ନିର୍ଯାତନା ମାମଲା କରିଥିବା ଚର୍ଚ୍ଚା ହେଉଛି। ୨୦୨୩ ବ୍ୟାଚ୍‌ର ମହାରାଷ୍ଟ୍ର କ୍ୟାଡର ଆଇଏଏସ୍‌ ପୂଜା ଜିଲ୍ଲାପାଳ…

ନବୀନଙ୍କ ନାଁରେ ଏତଲା!

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନଙ୍କ ନାଁରେ ରୁଜୁ ହୋଇପାରେ ମାମଲା। କେବଳ ନବୀନ ନୁହନ୍ତି, ପୂର୍ବତନ ମନ୍ତ୍ରୀ ଓ ସଚିବଙ୍କୁ ମିଶାଇ ମୋଟ ୮ ଜଣଙ୍କ ବିରୋଧରେ ଏତଲା ଦେବ କହି ଚେତାଇଲାଣି ନିଖିଳ ଓ ଠିକାଦାର ମହାସଂଘ। ନବୀନ ମିଛ ପ୍ରତିଶ୍ରୁତି ଓ ପ୍ରତାରଣା କରିବା ଅଭିଯୋଗରେ ଗୁରୁବାର…

ଇସ୍ତଫା ଦେଲେ ଅଜିତ ପାୱାରଙ୍କ ଦଳର ୪ ତୁଙ୍ଗ ନେତା

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ଦଳର ୪ ତୁଙ୍ଗ ନେତା ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ଏହି ନେତାମାନେ ଦଳର ପିମ୍ପରି- ଚିଞ୍ଚୱାଡ ୟୁନିଟର ସଦସ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ଯରେ ରହିଛନ୍ତି ଏନସିପିର ପିମ୍ପରି- ଚିଞ୍ଚୱାଡ ୟୁନିଟ…

୨୦ରେ ବସିବ ବିଜେଡି ବିଧାୟକ ଦଳ ବୈଠକ, ପ୍ରସ୍ତୁତ ହେବ ରଣନୀତି

ଭୁବନେଶ୍ବର: ଆସନ୍ତା ଜୁଲାଇ ୨୦ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ଅପରାହ୍ନରେ ଶଙ୍ଖ ଭବନରେ ବସିବ ବୈଠକ। ଶଙ୍ଖ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅଧ୍ୟକ୍ଷତା କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବୈଠକରେ ବିଧାନସଭା ପାଇଁ ପ୍ରସ୍ତୁତ ହେବ ରଣନୀତି। ଶୁକ୍ରବାର…

ପାଣ୍ଡ୍ୟାଙ୍କ ଉପରେ ଭାରି ପଡିବେ ସୂର୍ଯ୍ୟ ?

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ବିଜୟ ପରେ ଏହି ଫର୍ମାଟରୁ ଅବସର ନେଇଛନ୍ତି ରୋହିତ ଶର୍ମା ଓ ବିରାଟ କୋହଲୀ । ଟିମ୍ ଇଣ୍ଡିଆରେ ରୋହିତ ଓ କୋହଲୀଙ୍କ ସ୍ଥାନ ପାଇଁ ମଧ୍ୟ ନୂଆ ଦାବିଦାର ବାହାରିଲେଣି । ଏଥିସହିତ ରୋହିତଙ୍କ ପରେ ହ୍ୱାଇଟ ବଲ କ୍ରିକେଟର ଛୋଟ ଫର୍ମାଟରେ ଟିମ୍ ଇଣ୍ଡିଆର ନୂଆ କ୍ୟାପଟେନ…