କିଛି ପ୍ରତିଶ୍ରୁତି ଜନ୍ମ ଜନ୍ମର; ଏକ ହେଲେ ଅନନ୍ତ- ରାଧିକା
ମୁମ୍ବାଇ: କିଛି ପ୍ରତିଶ୍ରୁତି ଜନ୍ମ ଜନ୍ମର । ୨୦୧୭ରେ ଦୁହେଁ ଦୁହିଁଙ୍କୁ ଦେଇଥିବା ପ୍ରତିଶ୍ରୁତି ଗତକାଲି ଆଉ ଏକ ନୂଆ ଆଖ୍ୟା ପାଇଛି । ହିନ୍ଦୁ ରୀତିନୀତି ଅନୁସାରେ ରାଧିକାଙ୍କ ହାତ ଧରିଛନ୍ତି ଅନନ୍ତ ।
ଦେଶର ବହୁ ଚର୍ଚ୍ଚିତ ଓ ବ୍ୟୟ ବହୁଳ ବିବାହ ଗତକାଲି ସମ୍ପନ୍ନ ହୋଇଛି । ଭାରତର ଏକ…