ଗୃହ ବିଭାଗକୁ ବଦଳି ହେଲେ ବିବାଦୀୟ ଆଇପିଏସ ଅଫିସର ଆଶିଷ ସିଂ
ଭୁବନେଶ୍ବର: ବରିଷ୍ଠ ଆଇପିଏସ୍ ଅଫିସର ଆଶିଷ ସିଂଙ୍କ ବଦଳି । ଗୃହ ବିଭାଗ ଓଏସଡି ଭାବେ ଆଶିଷ ସିଂଙ୍କୁ ନିଯୁକ୍ତ କଲେ ମୋହନ ସରକାର । ପୂର୍ବ ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ଆଇଜି ଆଶିଷ ସିଂ । ଯାହଙ୍କୁ ଆଜି ଗୃହ ବିଭାଗକୁ ବଦଳି କରାଯାଇଛି । ଏନେଇ ଗୃହ…