Latest Odisha News

BREAKING NEWS

Yearly Archives

2024

ରାୟପୁରରେ ରଥଯାତ୍ରା

ରାୟପୁର : ଛତିଶଗଡ଼ର ସର୍ବବୃହତ ଜଗନ୍ନାଥ ମନ୍ଦିରଠାରେ ପବିତ୍ର ରଥଯାତ୍ରା ଲକ୍ଷାଧିକ ଭକ୍ତଙ୍କର ସମାଗମରେ ମହାସମାରୋହରେ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ସମ୍ମାନୀତ ଅତିଥି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଵ ସାୟ ଉପସ୍ଥିତ ଥିଲେ।…

ନୋଏଡା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା

ନୂଆଦିଲ୍ଲୀ : ରଥଯାତ୍ରା କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ମଧ୍ୟ ମହା ସମାରୋହରେ ପାଳନ ହୁଏ । ସେହି ପରିପ୍ରେକ୍ଷୀରେ ଦିଲ୍ଲୀ ନୋଏଡାର ସେକ୍ଟର ୧୨୧ ସ୍ଥିତ ଗଢିଚୌଖଣ୍ଡି ଜଗନ୍ନାଥ ମନ୍ଦିର ଠାରେ ରଥଯାତ୍ରା ଉତ୍ସବ ବିପୁଳ ଆନନ୍ଦ, ଉଲ୍ଲାସ,ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି।…

ଗୁଜୁରାଟର ଅଡାଲଜ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା

ଅହମ୍ମଦାବାଦ : ଗୁଜୁରାଟର ଅହମ୍ମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅବସ୍ଥିତ ଅଡାଲଜଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ପ୍ରବଳ ଉତ୍କଣ୍ଠା ଓ ଉତ୍ସାହର ସହ ମହାସମାରୋହରେ ପାଳନ କରାଯାଇଛି। ମନ୍ଦିର ମଧ୍ୟରେ ସକାଳେ ଠାକୁର ମାନଙ୍କର ଯଥାରୀତି ପୂଜାର୍ଚ୍ଚନା ସମ୍ପନ୍ନ କରାଯାଇ…

ନୂଆଦିଲ୍ଲୀର ହାଉଜଖାସ ମନ୍ଦିରରେ ରଥଯାତ୍ରା ପାଳନ

ଭୁବନେଶ୍ୱର : ନୂଆଦିଲ୍ଲୀର ହାଉଜଖା୍ସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ସବୁଠୁ ବୃହତ ଜଗନ୍ନାଥ ମନ୍ଦିରଠାରେ ୫୦ ହଜାର ଭକ୍ତଙ୍କ ସମାଗମରେ ୪୬ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାରତ ସରକାରଙ୍କର ସଂସ୍କୃତି ବିଭାଗର ମନ୍ତ୍ରୀ…

ବିଶାଖାପାଟଣାରେ ମହାସମାରୋହରେ ରଥଯାତ୍ରା ଆୟୋଜିତ

ବିଶାଖାପାଟଣା : ବିଶାଖାପାଟଣାର ଦଶପଲ୍ଲା ପାହାଡ଼ିରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ମନ୍ଦିର ପରିଚାଳନା କମିଟି ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ପବିତ୍ର ରଥଯାତ୍ରା ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଠାକୁରମାନଙ୍କର ଯଥା ରୀତି ପୂଜାର୍ଚ୍ଚନା ପରେ ପହଣ୍ଡି ବିଜେ କରାଯାଇଥିଲା।ପ୍ରଥମେ…

ମସ୍କୋରେ ମୋଦୀଙ୍କୁ ଆଲିଙ୍ଗନ କରି ସ୍ୱାଗତ କଲେ ପୁଟିନ୍, ବିଜୟୀ ପାଇଁ ଜଣାଇଲେ ଶୁଭେଚ୍ଛା

ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମସ୍କୋସ୍ଥିତ ତାଙ୍କ ବାସଭବନରେ ସ୍ୱାଗତ କରିଛନ୍ତି। ପରସ୍ପରକୁ ଆଲିଙ୍ଗନ କରି ଦୁଇ ନେତା ସ୍ୱାଗତ କରିଛନ୍ତି। ରାଷ୍ଟ୍ରପତି ପୁଟିନ୍ ତାଙ୍କ ପ୍ରଥମ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଐତିହାସିକ…

ଆଶ୍ୱସ୍ତି ପାଇଁ ଯାଇଥିଲେ, କିନ୍ତୁ କଡ଼ା ପ୍ରଶ୍ନ ପଚାରି ମମତା ସରକାରକୁ ଘାଇଲା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାସନ ଦୁର୍ନୀତି ଏବଂ ସନ୍ଦେଶଖାଲି ଯୌନ ନିର୍ଯାତନା ଏବଂ ଜମି ଜବରଦଖଲ ମାମଲାରେ ସମସ୍ତ ୪୨ଟି ଏଫଆଇଆର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରିବାକୁ କଲିକତା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରୁଥିବା ପଶ୍ଚିମବଙ୍ଗ ସରକାରଙ୍କ ଆବେଦନକୁ ସୋମବାର…

ଭଲ ଖବର: ଦିଲ୍ଲୀପ ବରାଳଙ୍କ ବିହନ ପ୍ରକ୍ରିୟାକରଣ ଉପକରଣକୁ ମିଳିଲା ପେଟେଣ୍ଟ

ଭୁବନେଶ୍ୱର: ଓଡିଶାର ସୁନାମଧନ୍ୟ ଚାଷୀ ତଥା ଜାତୀୟ କୃଷି କର୍ମଣ ପୁରସ୍କାର ବିଜେତା ଦିଲ୍ଲିପ କୁମାର ବରାଳଙ୍କ ଦ୍ବାରା ତିଆରି କରାଯାଇଥିବା ବିହନ ପ୍ରକ୍ରିୟାକରଣ ଉପକରଣକୁ ପେଟେଣ୍ଟ ମିଳିଛି। କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ବିଭାଗ ତରଫରୁ ଏହି ପେଟେଣ୍ଟ ମିଳିଛି। ଦେଶର ପେଟେଣ୍ଟ…

ଆମେରିକା ରାଷ୍ଟ୍ରପତି ରେସ୍: ପ୍ରାର୍ଥୀ ହେବେ ବୋଲି ଦୋହରାଇଲେ ବାଇଡେନ୍

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଦୋହରାଇଛନ୍ତି ଯେ ସେ ରାଷ୍ଟ୍ରପତି ନିର୍ବାଚନରୁ ପଛଘୁଞ୍ଚା ଦେବେ ନାହିଁ। ସେ ନିଶ୍ଚିତ ଯେ "୨୦୨୪ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିବା ପାଇଁ ସର୍ବୋତ୍ତମ ବ୍ୟକ୍ତି" । ଜୋ ବାଇଡେନ ତାଙ୍କ ସାଥୀ ଡେମୋକ୍ରାଟମାନଙ୍କୁ ଦେଇଥିବା ଏକ…

ହେମନ୍ତ ସୋରେନଙ୍କ ଜାମିନ ବାତିଲ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଇଡ଼ି

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ହେମନ୍ତ ସୋରେନଙ୍କୁ ଜାମିନ ଦେବା ପାଇଁ ଝାଡ଼ଖଣ୍ଡ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବେଆଇନ ବୋଲି ଖଣ୍ଡପୀଠ କହିଛନ୍ତି।…