Latest Odisha News

BREAKING NEWS

Yearly Archives

2024

ରଥଯାତ୍ରାରେ ଅଘଟଣ ପରେ ପୁରୀ ସର୍କିଟ୍ ହାଉସରେ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ପୁରୀ: ରଥ ଟାଣିବା ବେଳେ ଅଘଟଣ ପରେ ସକ୍ରିୟ ହୋଇଛନ୍ତି ସରକାର। ଆସନ୍ତାକାଲି ମଧ୍ୟ ରଥଟଣା ହେବ। ଛୁଟି ଥିବାରୁ ଭକ୍ତଙ୍କ ଗହଳି ଜମିବାର ସମ୍ଭାବନା ରହିଛି। ଏପରି ସ୍ଥିତିରେ ଅପ୍ରିତିକର ପରିସ୍ଥିତି ଏବଂ ରଥଟାଣିବା ବେଳେ କିଭଳି ସ୍ୱାସ୍ଥ୍ୟସେବା ଶୀଘ୍ର ଯୋଗାଇ ହେବ ତାକୁ ନେଇ ବୈଠକ ହୋଇଛି।…

ରଥଯାତ୍ରା ବେଳେ ଅଘଟଣ: ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ଅନେକ ଆହତ

ପୁରୀ: ରଥଯାତ୍ରାରେ ଅଘଟଣ। ଭଗବାନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟାଣିବା ବେଳେ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି। ଆହତ ହେବା ପରେ ତାଙ୍କୁ ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନନ୍ଦିଘୋଷ ରଥ ଟାଣିବା ବେଳେ ଠେଲାପେଲାରୁ…

ଶାସକ ଦଳ ସହ ମୁକାବିଲା ପାଇଁ ଅଭିଜ୍ଞଙ୍କୁ ଆଗକୁ ଆଣି ବିଜେଡି ଗଢ଼ିଲା ନୂଆ ଟିମ୍

ଭୁବନେଶ୍ୱର: ରାଜ୍ୟରେ ଶାସକ ଦଳ ବିଜେପି ସହ ମୁକାବିଲା ପାଇଁ ବିରୋଧୀ ବିଜୁ ଜନତା ଦଳ ଅଭିଜ୍ଞଙ୍କୁ ନେଇ ଉଭୟ ରାଜ୍ୟ ଏବଂ ଜାତୀୟ ସ୍ତରରେ ମୁଖପାତ୍ର ଟିମ୍ ଗଠନ କରିଛି। ଯେଉଁଥିରେ ବରିଷ୍ଠ ମାନଙ୍କୁ ଗୁରୁତ୍ୱ ଦିଆଯାଉଛି। ପୂର୍ବରୁ ଦଳର ସର୍ବେସର୍ବା କୁହାଯାଉଥିବା ଭି.କେ ପାଣ୍ଡିଆନଙ୍କ ସମୟରେ…

ଦେଶୀ ବନ୍ଧୁକ ସହ ୪ ଡକାୟତ ଗିରଫ, ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଜବତ

ବରଗଡ: ବରଗଡ ପୋଲିସକୁ ବଡ ସଫଳତା । ଦେଶୀ ବନ୍ଧୁକ ସହ ଧରାପଡିଲେ । ନିକଟରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଜବତ କରିଛି ଅତାବିରା ପୋଲିସ । ଡକାୟତଙ୍କ ଠାରୁ ସୁନା ଗହଣା ସହ ଏକ ଦେଶୀ ବନ୍ଧୁକ, ୫ଟି ଜୀବନ୍ତ ଗୁଳି, ୩ ଲକ୍ଷ ୮୦ ହଜାର ଟଙ୍କା, ଦୁଇଟି ବାଇକ, ଗୋଟେ ସ୍କୁଟି ସହ ଅନେକ ମାରଣାସ୍ତ୍ର…

ଦୁଇ ଦିନିଆ ରଥ ଟଣା; ଅଧା ବାଟରେ ଅଟକିଲେ ଶ୍ରୀଜିଉ

ପୁରୀ: ଦୁଇ ଦିନିଆ ରଥ ଟଣାରେ ଆଜି ଅଳ୍ପ ବାଟ ଯାଇ ଅଟକିଲେ ଶ୍ରୀଜିଉ । ସିଂହଦ୍ବାର ଠାରୁ ମାତ୍ର ସ୍ବଳ୍ପ ଦୂର ବାଟ ଯାଇ ଅଟକିଲେ କାଳିଆ ସାଆନ୍ତ । ସେହିପରି ଶ୍ରୀକୃଷ୍ଣ ସିନେମା ହଲ୍‌ ପାଖରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଟକିଥିବା ବେଳେ ମରିଚିକୋଟ ଛକରେ ଅଟକି ରହିଲା ବଡଭାଇ ବଳଭଦ୍ରଙ୍କ…

ସାବାଡ୍ ହେବେ ଅମାନିଆ: ବେପରୁଆ ଗାଡ଼ି ଚାଳକଙ୍କୁ ଜଗିବ ଆଇଇଏମଏସ

ପୁରୀ: ସାବାଡ୍ ହେବେ ଅମାନିଆ । ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପବିତ୍ର ଘୋଷଯାତ୍ରା ଅବସରରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା ଆଇଇଏମଏସ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ବାଣିଜ୍ୟ ଓ ପରିବହନ…

ରଥଟଣା ବେଳେ ଅଘଟଣ: ଠେଲାପେଲାରେ ଜଣେ ଶ୍ରଦ୍ଧାଳୁ ମୃତ

ପୁରୀ: ପୁରୀ ରଥଟଣା ବେଳେ ଅଘଟଣ । ଜଣେ ଶ୍ରଦ୍ଧାଳୁ ମୃତ । ତାଳଧ୍ବଜ ରଥଟଣା ବେଳେ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କର ମୃତ ହୋଇଛି । ନନ୍ଦିଘୋଷ ରଥ ଆଗରେ ଦଳାଚକଟା ସ୍ଥିତି ଉପୁଜିଥିବା ବେଳେ ଏଥିରେ ୮ରୁ ୧୦ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ପବିତ୍ର ରଥଯାତ୍ରା…

ରଥଯାତ୍ରାରେ ବିରଳ ଦୃଶ୍ୟ, ମଞ୍ଚରୁ ଓହ୍ଲାଇ ନବୀନଙ୍କୁ ପାଛୋଟି ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ରଥଯାତ୍ରାରେ ଦେଖିବାକୁ ମିଳିଲା ରାଜନେତାଙ୍କ ନିଆରା ଦୃଶ୍ୟ । ପୁରୀ ବଡ଼ଦାଣ୍ଡରେ ଏକ ଭିନ୍ନ ଦୃଶ୍ୟ । ଏକାଠି ନଜର ଆସିଲେ ଶାସକ ଦଳ ନେତା ଓ ବିରୋଧି ଦଳ ନେତା । ମଞ୍ଚ ଉପରକୁ ବିରୋଧି ଦଳ ନେତା ନବୀନଙ୍କୁ ପାଛୋଟି ନେଲେ ଶାସକ ଦଳର ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ଆରମ୍ଭ ହେଲା ରଥଟଣା, ପ୍ରଥମେ ଗଡିଲା ବଡ ଭାଇଙ୍କ ତାଳଧ୍ଵଜ

ପୁରୀ: ଶେଷ ହେଲା ସବୁ ପ୍ରତିକ୍ଷାର ଅନ୍ତ । ଯେଉଁ ବିଶେଷ ସମୟ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷା କରି ରହିଥିଲେ ସେ ସମୟ ଏବେ ପହଞ୍ଚିଛି । ଆରମ୍ଭ ହୋଇଛି ରଥ ଟଣା । ପ୍ରଥମେ ବଡ ଭାଇ ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇଛି । ଏହାପରେ ଦେବୀ ସୁଭଦ୍ରା ଏବଂ ପରେ କାଳିଆ ଠାକୁରଙ୍କ ରଥ ଟଣା ହେବ ।…

ଏବେ ଘରେ ବସି ଦେଖିପାରିବେ ସାଟେଲାଇଟରୁ ନିଆଯାଇଥିବା ଆପଣଙ୍କ ଘରର ଫଟୋ

ବେଙ୍ଗାଲୁରୁ: ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସହାୟତାରେ ଭାରତ ଗୋଟିଏ ପରେ ଗୋଟିଏ ସଫଳତାର ଶିଡ଼ି ଚଢୁଛି ଏବଂ ଅଗ୍ରଗତି ହାସଲ କରୁଛି। ସମ୍ପ୍ରତିରେ ବେଙ୍ଗାଲୁରୁ ସ୍ଥିତି ସ୍ପେସ୍ ସେକ୍ଟର ଷ୍ଟାର୍ଟଅପ୍ ପିକ୍ସେଲ ଏକ ନୂତନ ଉଦ୍ଭାବନ କରିଛି। ଯାହା ଦ୍ୱାରା ଆପଣ ବର୍ତ୍ତମାନ ନିଜ ଘରର ସେଟଲାଇଟ…