Latest Odisha News

BREAKING NEWS

Monthly Archives

May 2025

ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଅଭିଯୋଗରେ ୨ ଯୁବକ ଗିରଫ

କଟକ:ଦୁଇ ଜଣ ଓଡ଼ିଆ ଯୁବକଙ୍କ ପାକିସ୍ତାନର ଗୁଣଗାନ କରିବା ପଡିଲା ମହଙ୍ଗା। ‘ପାକିସ୍ତାନ ଜିନ୍ଦାବାଦ୍, ପାକିସ୍ତାନ ଜିନ୍ଦାବାଦ’ କହିବା ଏବଂ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କଲା ଚାଉଳିଆଗଞ୍ଜ ଥାନା ପୋଲିସ  । ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି…

କ୍ରିକେଟର ନୂଆ ଯୁଗ ଆରମ୍ଭ: କୋଚ ହାତମୁଠାରେ ଅଧିନାୟକ

ଭାରତୀୟ କ୍ରିକେଟର ନୂଆ ଯୁଗ ଆରମ୍ଭ ହୋଇଛି । କୂଟନୀତି, ରଣନୀତି ଏବଂ ହାତମୁଠାରେ ସବୁ କିଛି ରଖିବା ପାଇଁ କୋଚ ଏବଂ ଚୟନ କମିଟି ପ୍ରଭାବଶାଳୀ ହୋଇଛନ୍ତି । ଫୁଟବଲ ପରି କ୍ରିକେଟରେ ଏବେ ଅଧିନାୟକ ବଦଳରେ କୋଚ ଶକ୍ତିଶାଳୀ ହେବା ସମୟ ଉପନୀତ ହୋଇଛି । କୋଚ ଗୌତମ ଗମ୍ଭୀର କ୍ରିକେଟରେ ଏହି ନୂଆ…

ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ଗସ୍ତ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତି ଓ ଅପରେସନ ସିନ୍ଦୁରର ସଫଳତା ସମ୍ପର୍କରେ ବିଶ୍ଵ ସମୁଦାୟକୁ ଅବଗତ କରାଇବା ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଆଜି…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ ହେଲା ଗୁରୁତ୍ବପୂର୍ଣ୍ଣ ଆଲୋଚନା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଜିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ କଲେ ଗୁରୁତ୍ବପୂର୍ଣ୍ଣ ଆଲୋଚନା। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡାଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ। ଆଜି ନିତି ଆୟୋଗ ବୈଠକରେ ପରେ ଉଭୟଙ୍କ…

ପ୍ରାକ ମୌସମୀ ବର୍ଷା: ଅମଳ ଧାନର ସୁରକ୍ଷା ନେଇ ଚାଷୀଙ୍କ ପାଇଁ ନିର୍ଦ୍ଦେଶ ଜାରି

ଭୁବନେଶ୍ୱର: ଚଳିତ ରବି ଋତୁରେ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ଅଦିନିଆ ବର୍ଷା ହେଉଥିବା ବେଳେ ଖୁବଶୀଘ୍ର ପ୍ରାକ ମୌସମୀ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗର ଆକଳନକୁ ଦୃଷ୍ଟିରେ ରଖି ମଣ୍ଡିରେ ଧାନ ସୁରକ୍ଷା ପାଇଁ ଖାଦ୍ୟ…

ସୁଧ ଲୋଭ ଦେଖାଇ ୧୨ ଲକ୍ଷ ଓ ଚାକିରି ଦେବା କହି ଲୁଟ ଘଟଣାରେ ୨ ଗିରଫ

ଭୁବନେଶ୍ବର:ଅଧିକ ସୁଧ ଦେବାକୁ କହି ଠକେଇ କରିଥିବା ଅଭିଯୁକ୍ତ ସାଇବର ଠକକୁ ସାଇବର ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ପ୍ରମୋଦ କୁମାର ମହାନ୍ତି। ଅଭିଯୁକ୍ତର ଦୁଇଟି ଆକାଉଣ୍ଟରୁ ପୋଲିସ ୮ଲକ୍ଷ ୩୯ ହଜାର ୯୦୦ଟଙ୍କା ଫ୍ରିଜ କରିଛି। ଏହି ଘଟଣାରେ ଆହୁରି ଅନେକ ଅଭିଯୁକ୍ତ…

କରୁଣଙ୍କୁ କ୍ରିକେଟ ଦେଲା ଆଉ ଏକ ସୁଯୋଗ

ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ନେତୃତ୍ୱରେ ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ଏଥିରେ କରୁଣ ନାୟାରଙ୍କୁ ସୁଯୋଗ ମିଳିଛି । ୮ ବର୍ଷ ପରେ କରୁଣ ଜାତୀୟ ଦଳକୁ ଫେରିଛନ୍ତି । କିଛି ଦିନ ତଳେ ସେ ତାଙ୍କ ସୋସିଆଲ ମିଡିଆ ଆକାଂଉଟରେ କ୍ରିକେଟ ମୋତେ…

ଖଣି ଦୁର୍ନୀତିର ଖୋଳତାଡ ପାଇଁ ଗଠନ ହେଲା ୮ ଜଣିଆ ଏସଆଇଟି

ଭୁବନେଶ୍ୱର: ଖଣି ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ। ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ୍ ଖଣି ଉତ୍ତୋଳନ ଓ କାରବାରର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।…

ସ୍ୱାସ୍ଥ୍ୟକର୍ମୀ ପାଲଟିଲେ ପାକିସ୍ତାନୀ ଗୁପ୍ତଚର; ଶତ୍ରୁ ଦେଶକୁ ଦେଉଥିଲେ ବିଏଏସଏଫ ଓ ନୌସେନା ତଥ୍ୟ

ନୂଆଦିଲ୍ଲୀ:ଅପରେସନ ସିନ୍ଦୂର ପରେ ଭାରତର ଅନେକ ଅଞ୍ଚଳରୁ ପାକିସ୍ତାନୀ ଗୁପ୍ତଚର ଧରାପଡୁଛନ୍ତି । ଏହି ସମୟରେ ଗୁଜରାଟରୁ ଜଣେ ଗୁପ୍ତଚର ଧରାପଡ଼ିଛି। ଅଭିଯୋଗ ହୋଇଛି ଯେ ଅଭିଯୁକ୍ତ ଜଣକ ଭାରତୀୟ ନୌସେନା ଏବଂ ବିଏସଏଫ ସହ ଜଡିତ ସମ୍ବେଦନଶୀଳ ସୂଚନା ଏବଂ ଫଟୋଗ୍ରାଫ ତାଙ୍କ ପାକିସ୍ତାନୀ…

ଗିଲଙ୍କୁ କଣ ପାଇଁ କରାଗଲା ଅଧିନାୟକ

ନୂଆଦିଲ୍ଲୀ: ଶୁଭମନ ଗିଲ ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଭାବେ ଚୟନ ହୋଇଛନ୍ତି । ଦୀର୍ଘ ଦିନ ପରେ ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରେ ଏହି ଗୁରୁ ଦାୟିତ୍ୱ ଗିଲଙ୍କୁ ପ୍ରଦାନ କରାଯାଇଛି । ଏଥିସହ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ଅଜିତ ଅଗରକର ଏକ ଯୁବ ଟିମ ଇଂଲଣ୍ଡ ଗସ୍ତ…