୧୮ବର୍ଷ ପରେ ଆସୁଛି ଷଡାଷ୍ଟକ ଯୋଗ ;ଏହି ୩ରାଶି ରୁହନ୍ତୁ ଅତ୍ୟନ୍ତ ସାବଧାନ…
ଭୁବନେଶ୍ବର:୧୮ ବର୍ଷ ପରେ ୨୦୨୫ ଜୁନ୍ ୩୦ ତାରିଖରେ ଶନି,ମଙ୍ଗଳ ଏବଂ କେତୁ ଏକତ୍ର ପ୍ରଭାବଶାଳୀ ହେବେ । ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ଷଡାଷ୍ଟକ ଏବଂ କୁଜକେତୁ ଯୋଗ କୁହାଯାଏ। ଜ୍ୟୋତିଷମାନେ ବିଶ୍ୱାସ କରନ୍ତି ଯେ ଏହି ଯୋଗ ଅନେକ ରାଶି ପାଇଁ ଅଶୁଭ ପ୍ରମାଣିତ ହୁଏ। ବିଶେଷକରି ମେଷ, ସିଂହ ଏବଂ…