Latest Odisha News

BREAKING NEWS

Monthly Archives

June 2025

ଆସନ୍ତାକାଲି ରାଜକୀୟ ସମ୍ମାନ ସହ ହେବ ବିଜୟ ରୂପାନୀଙ୍କ ଅନ୍ତିମ ସଂସ୍କାର

ଗୁଜୁରାଟ: ଆଜି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ ହୋଇଛି । ଆଜି ସନ୍ଧ୍ୟାରେ ତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ। ଆସନ୍ତାକାଲି ( ସୋମବାର ଦିନ) ବିଜୟ ରୂପାନୀଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହ ରାଜକୋଟରେ ହେବ । ସୂଚନା ଅନୁଯାୟୀ,…

‘୪୯୮ଏ’ ଟି କାଫେ; ପତ୍ନୀଙ୍କ ଅତ୍ୟାଚାରରେ ଅତିଷ୍ଠ ବ୍ୟକ୍ତି ହାତରେ ହାତକଡି ପକାଇ ଏଭଳି କଲେ…

ନୂଆଦିଲ୍ଲୀ: ଫିଲ୍ମରେ ହୁଏତ ଆପଣ ମାନେ ବହୁତ ଥର ଦେଖିଥିବେ ଯେ ମିଥ୍ୟା ଯୌତୁକ ନିର୍ଯାତନା ଓ ଘରୋଇ ହିଂସା ମାମଲାରେ କିପରି ପୁରୁଷ ମାନଙ୍କୁ ଫସାଇ ପ୍ରତାଡ଼ିତ କରାଯାଇଥାଏ କିନ୍ତୁ ଯଦି ଏହା ବାସ୍ତବ ଜୀବନରେ ଘଟେ ତାହେଲେ ପରିଣାମ କେତେ ଯେ ଭୟଙ୍କର ହେବ ତାହା କଳ୍ପନା ବି କରି ହେବନାହିଁ।…

ଆଉ ଏୟାର ଇଣ୍ଡିଆରେ ଯାତ୍ରା କରିବି ନାହିଁ; କାହିଁକି ଏଭଳି କହିଲେ ଡେଭିଡ୍ ୱାର୍ଣ୍ଣର

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଡେଭିଡ୍ ୱାର୍ଣ୍ଣର। ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ କେବେବି ଏୟାର ଇଣ୍ଡିଆରେ ଯାତ୍ରା କରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି।…

ଓଲଟିଲା ଯାତ୍ରୀବାହୀ ବସ୍‌,ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ଖୋର୍ଦ୍ଧା: ଖୋର୍ଦ୍ଧାର ପିତାପଲ୍ଲୀଠାରେ ଆଜି ଏକ ଦୁର୍ଘଟଣା ଘଟିଛି । ନୀଳକଣ୍ଠ ନାମକ ଘରୋଇ ବସ୍‌ଟି ଭୁବନେଶ୍ୱରରୁ ଆସ୍କା ଯାଉଥିଲା ବେଳେ ଖୋର୍ଦ୍ଧା ଠାରେ ଓଲଟି ପଡିଲା । ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ଶିଳ୍ପାଞ୍ଚଳ ଥାନା ଆଇଆଇସି ବାସୁଦେବ ରଣସିଂ ଓ ସହକାରୀ ମୋଟର ଯାନ ନିରୀକ୍ଷକ…

ଭୁଶୁଡ଼ିଲା ବ୍ରିଜ; ନଦୀରେ ଭାସିଗଲେ ୨୫ରୁ ଅଧିକ ପର୍ଯ୍ୟଟକ, ୬ ମୃତ

ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ରବିବାର ଦିନ ଇନ୍ଦ୍ରାୟଣୀ ନଦୀ ଉପରେ ନିର୍ମିତ ଏକ ପୋଲ ଭୁଶୁଡ଼ି ପଡ଼ିଛି। ଯାହା ଫଳରେ ୨୫-୩୦ ଜଣ ପର୍ଯ୍ୟଟକ ଭାସି ଯାଇଥିବା ଆଶଙ୍କା କରାଯାଉଛି। ସେମାନଙ୍କ ମଧ୍ୟରେ ଅନେକ ଛୋଟ ପିଲା ଅଛନ୍ତି। ମିଳିଥିବା ଖବର ଅନୁସାରେ ବ୍ରିଜ ଭୁଶୁଡ଼ିବା ଯୋଗୁ ୬…

ସୁନ୍ଦରଗଡରୁ ବିସ୍ଫୋରକ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ: ଗତ ମାସରେ ସୁନ୍ଦରଗଡର କେ ବଳଙ୍ଗ ଥାନା ଅନ୍ତର୍ଗତ ବାଙ୍କୋରେ ବିସ୍ଫୋରକ ଭର୍ତି ଏକ ଟ୍ରକ୍ କୁ ପଥର ଖଣି ନିକଟରୁ ଲୁଟ କରିବାକୁ ଚେଷ୍ଟା କରାଯାଉଥିଲା। ସେହି ଘଟଣାରେ ପୋଲିସ ଜର୍ଜ ମୁଣ୍ଡା ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିବା ବେଳେ ମାଓବାଦୀ ସହ ସଂପୃକ୍ତି ଥିବା ନେଇ ସନ୍ଦେହ…

‘ରାଜ୍ୟ ସରକାର ହଇଜାର ବ୍ୟାପକତାକୁ ରୋକିବା ପାଇଁ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ’

ଭୁବନେଶ୍ବର: ରାଜ୍ୟରେ ଏବେ ଯାଜପୁର ସମେତ କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକ ଓ କେନ୍ଦୁଝର ଆଦି ଜିଲ୍ଲାରେ ହଇଜା ଭୟଙ୍କର ରୂପ ନେଉଛି । ବର୍ତ୍ତମାନ ସୁଦ୍ଧା ହଇଜାରେ ୧୪ ଜଣ ପ୍ରାଣ ଯାଇଛି । ଏହି ପ୍ରରିପେକ୍ଷିରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।…

କ’ଣ ଏହି ହରମୁଜ୍ ପ୍ରଣାଳୀ? ଇରାନ- ଇସ୍ରାଏଲ ଯୁଦ୍ଧ କିପରି ଅନ୍ୟଦେଶକୁ କରିପାରେ ହଟହଟା…..

ନୂଆଦିଲ୍ଲୀ: ଇସ୍ରାଏଲ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଇରାନ ହରମୁଜ୍ ପ୍ରଣାଳୀକୁ ବନ୍ଦ କରିବାକୁ ଚିନ୍ତା କରୁଛି। ଏକ ଇରାନୀ ସାଂସଦଙ୍କ ଦାବି ଅନୁଯାୟୀ ହରମୁଜ୍ ପ୍ରଣାଳୀ ବନ୍ଦ କରିବା ବିଷୟରେ ଚିନ୍ତା କରୁଛନ୍ତି। ଯଦି ଇରାନ ଏପରି ପଦକ୍ଷେପ ନିଏ, ତେବେ ତୈଳ ମୂଲ୍ୟ ବୃଦ୍ଧି ପାଇବ ଏବଂ…

ଚଳଚଞ୍ଚଳ ରଥଖଳା: ନିର୍ମାଣ କାମରେ ବ୍ୟସ୍ତ ମହାରଣା ସେବାୟତ

ପୁରୀ: ଏବେ ଚଳଚଞ୍ଚଳ ରଥଖଳା । ନିହଣ ମୁଗୁରର ଠୁକୁଠୁକୁ ଶବ୍ଦରେ ବେଶ୍ ଯୋରସୋରରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥକାମ । ଶନିବାର ତିନି ରଥରେ ତୃତୀୟ ଭୂଇଁ ଟୁଙ୍ଗୁରା ପରେ ବଡ଼ ପୋଟଳ ଉଠା ଯାଇଛି । ଏହା ପୂର୍ବରୁ ରଥରେ ପ୍ରଥମ ଓ ଦ୍ୱିତୀୟ ଭୂଇଁ ଉଠିଥିବା ବେଳେ ପୋଟଳ ଓରା, ପୋଟଳ ଖମ୍ୱି ଓ ପୋଟଳ…

ବରଗଡ଼ରେ ଭୋଜି ଖାଇ ୧୮ ଅସୁସ୍ଥ

ବରଗଡ଼: ବରଗଡ଼ ଜିଲ୍ଲାର ପାଇକମାଳ ଅଞ୍ଚଳର ଏକ ଗାଁରେ ଭୋଜିରେ ଖାଇ ପ୍ରାୟ ୧୮ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ପାଇକମାଲ ବ୍ଲକ ଅନ୍ତର୍ଗତ କୁଆପାଲି ଗାଁରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଶୁକ୍ରବାର ଦିନ ଜଣେ ବ୍ୟକ୍ତିଙ୍କ ଶବଦାହ ପରେ ରୀତିନୀତି ଅନୁଯାୟୀ ଏହି ଭୋଜି ଅନୁଷ୍ଠିତ ହୋଇଥିଲା।ଏହି…