ଶ୍ରୀ ଭାଗବତ ସାର ୫୫: ଆମକୁ ଆତ୍ମ ଜ୍ଞାନ ପ୍ରଦାନ କରିବାରେ ଶ୍ରୀମଦ ଭାଗବତଙ୍କର ଅବଦାନ ଅନେକ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଆମର ଗ୍ରନ୍ଥ ଗୁରୁ। କାରଣ ଆମକୁ ଆତ୍ମ ଜ୍ଞାନ ପ୍ରଦାନ କରିବାରେ ଏହାର ଅବଦାନ ଅନେକ। ଶ୍ରୀମଦ ଭାଗବତ ପ୍ରଦାନ କରୁଥିବା ଜ୍ଞାନ ରୂପକ ଅଗ୍ନିରେ ଇନ୍ଦ୍ରିୟମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ସମସ୍ତ ଦୋଷ ମାନଙ୍କର ଆହୁତି…