Latest Odisha News

BREAKING NEWS

Yearly Archives

2025

ଭାରତ ଏ ପକ୍ଷରୁ ଖେଳିବାକୁ ଚାହୁଁଛନ୍ତି ରାହୁଲ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । କେଏଲ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ଏହାର ପ୍ରମୁଖ କାରଣ ରହିଥିଲା । ଅବଶ୍ୟ ଦିଲ୍ଲୀ ପ୍ଲେ ଅଫରେ ପ୍ରବେଶ କରିପାରି ନାହିଁ । ରାହୁଲଙ୍କ ଭୂମିକା ନେଇ ଆଲୋଚନା ଆରମ୍ଭ ହୋଇଥିଲା । ଏଥିରେ ମୁଣ୍ଡ ପୂରାଇବା…

ସୁଖୋଇ ଟାୟାରରେ ଗଡିବ ଶ୍ରୀଜଗନ୍ନାଥଙ୍କ ରଥ

ନୂଆଦିଲ୍ଲୀ: ଗତ ଦୁଇ ଦଶନ୍ଧି ଧରି ଇସ୍କନ୍ ରଥ ଯାତ୍ରା ପାଇଁ ନୂଆ ଟାୟାର ଖୋଜୁଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ଲାଗିଛି। ଚଳିତ ବର୍ଷ କୋଲକାତାର ଇସ୍କନ ମନ୍ଦିରରେ ହେବାକୁ ଥିବା ରଥଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କ ରଥରେ ନୂତନ ଟାୟାର ଲାଗିବାର ଯୋଜନା ଚାଲିଛି। ଯାହାକି ଋଷ୍ ର ଯୁଦ୍ଧ ବିମାନ…

ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା’ଭ୍ୟାଲି ଅଫ୍ ଫ୍ଲାୱାର୍ସ’; ଏହି ସ୍ଥାନର ବଦଳେ ରଙ୍ଗ

ଉତ୍ତରାଖଣ୍ଡ:ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଯାଇଛି ବିଶ୍ୱ ଐତିହ୍ୟ 'ଭ୍ୟାଲି ଅଫ୍ ଫ୍ଲାୱାର୍ସ' । ଏବେ ବିରଳ ଫୁଲଗୁଡ଼ିକୁ ନିକଟରୁ ଦେଖିପାରିବେ ପ୍ରକୃତିପ୍ରେମୀ ପର୍ଯ୍ୟଟକ । ଜୁନ୍ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବିଶ୍ୱ ଐତିହ୍ୟ ଫୁଲ ଉପତ୍ୟକା ଖୋଲି ଦିଆଯାଇଛି । ଉତ୍ତରାଖଣ୍ଡର ଚମୋଲି…

୭୦ ପ୍ରତିଶତ ମୁସଲମାନ, ୩୦ ପ୍ରତିଶତ ହିନ୍ଦୁ ମହିଳାଙ୍କ ରହିଛି ଭିଟାମିନ ଡି ର ଅଭାବ

ନୂଆଦିଲ୍ଲୀ: ଜୌନପୁରର ଉମାନାଥ ଚିକିତ୍ସା ମହାବିଦ୍ୟାଳୟର ଅର୍ଥୋପୋଡିକ୍ସ ବିଭାଗ ପକ୍ଷରୁ ଏକ ଗବେଷଣା କରାଯାଇଥିଲା । ବରିଷ୍ଠ ସର୍ଜନ ଉମେଶ କୁମାରଙ୍କ ନେତୃତ୍ୱରେ ୧୦୦ ହିନ୍ଦୁ ଓ ୧୦୦ ମୁସଲମାନ ମହିଳାଙ୍କ ନିକଟରେ ଏହି ପରୀକ୍ଷଣ କରାଯାଇଥିଲା । ଏଥିରେ ୭୦ ପ୍ରତିଶତ ମୁସଲମାନ ଓ ୩୦ ପ୍ରତିଶତ…

‘ଅପରେସନ୍ ସିନ୍ଦୂର’ ଉପରେ ହେବ ପ୍ରବନ୍ଧ ପ୍ରତିଯୋଗିତା, ଜାଣନ୍ତୁ କେବେ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର 'ଅପରେସନ୍ ସିନ୍ଦୂର' ଉପରେ ଏକ ପ୍ରବନ୍ଧ ପ୍ରତିଯୋଗିତା ଘୋଷଣା କରିଛି। ଯାହା ଜୁନ୍ ୧ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ 'ପୋଷ୍ଟ' ମାଧ୍ୟମରେ ପ୍ରକାଶ କରିଛି ଯେ ଶ୍ରେଷ୍ଠ ତିନି…

କୁକୁର ସାଜିଲା ଦେବଦୂତ

ସତାନା: ଯାହାକୁ ଭଗବାନ ବଂଚାଇବାକୁ ଚାହିଁବେ ତାଙ୍କୁ କିଏ ବା ମାରିପାରିବ । ଏ ଭଳି ଏକ ଘଟଣା ଛତିଶଗଡର ସତାନାରେ ଦେଖିବାକୁ ମିଳିଛି । ଗୋଟିଏ କୁକୁର ଏକ ଛୋଟ ଛୁଆ ପାଇଁ ଦେବଦୂତ ସାଜିଛି । କୁକୁର ଯୋଗୁ ୨ଟି ନିଷ୍ପାପ ଜୀବର ଜୀବନ ବଂଚିପାରିଛି । ଯାହାକି ସମ୍ପୂର୍ଣ୍ଣ ଅଂଚଳରେ ଚର୍ଚ୍ଚାର କାରଣ…

‘ହେରା ଫେରି ୩’ରେ କିଏ ହେବେ ବାବୁ ରାଓ; AI ଜାରି କଲା ଫଟୋ

ମୁମ୍ବାଇ: ଗତ କିଛି ଦିନ ଧରି 'ହେରା ଫେରି ୩'କୁ ନେଇ ଚର୍ଚ୍ଚା ଚାଲିଛି। ପରେଶ ଫିଲ୍ମରୁ ଓହରିଯିବା ପରଠାରୁ ପ୍ରଶଂସକମାନେ ନିରାଶ ହୋଇପଡ଼ିଥିଲେ। ଏପରିକି ନୂଆ ବାବୁ ରାଓ କି ହେବେ ସେନେଇ ସର୍ଚ୍ଚ ଚାଲିଥିଲା। ଅନେକ ପ୍ରଶଂସକମାନେ ନିର୍ମାତାଙ୍କୁ କହିଥିଲେ ଯେ ବାବୁ ରାଓଙ୍କ ବିନା ଫିଲ୍ମ…

ଆର ପାରିରେ ଜରି ମାଉସୀ, ପାଦଛୁଇଁ ଆଶୀର୍ବାଦ ନେଇଥିଲେ ମୋଦି

କେନ୍ଦ୍ରାପଡ଼ା: ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରଶଂସିତ ହୋଇଥିବା କେନ୍ଦ୍ରାପଡାର କମଳା ମହାରଣା ତଥା ସମସ୍ତଙ୍କର ପ୍ରିୟ ଜରି ମାଉସୀଙ୍କର ପରଲୋକ ଘଟିଛି । ଶନିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ…

GST ସଂଗ୍ରହରେ ଏକ ବିରାଟ ବୃଦ୍ଧି, ମେ’ ମାସରେ ୧୬.୪ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ: ନୂତନ ମାସ ଆରମ୍ଭ ହେବା ସହିତ, ଦେଶ ପାଇଁ ଏକ ଭଲ ଖବର ଆସିଛି । ମେ ମାସରେ GST ସଂଗ୍ରହରେ ଏକ ବିରାଟ ବୃଦ୍ଧି ଘଟିଛି । ଏହି ବୃଦ୍ଧି ସହିତ, GST ସଂଗ୍ରହ ଏକ ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚିଛି । ରବିବାର ଅର୍ଥାତ୍ ଜୁନ୍ ୧ ରେ ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ମେ ମାସରେ GST…

ରାଉରକେଲାରେ ବିସ୍ଫୋରକ ଭର୍ତ୍ତି ଦୁଇଟି ଗାଡ଼ି ଠାବ

ରାଉରକେଲା: ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଦେଓଗାଁ ବାଲୁଘାଟ ପେଟ୍ରୋଲ୍‌ ପମ୍ପ୍ ନିକଟରୁ ରବିବାର ଦୁଇଟି ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ ହୋଇଛି। ଗାଡ଼ିରୁ ୧୧୬ ପେଟି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଉଥିବା ସମୟରେ ଏହାକୁ…