ପୁଣି ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା, ‘ନିଜ ଅଠା ଆମ ମୁଣ୍ଡରେ ବୋଳନି…’
ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ବିଶ୍ୱ ମଞ୍ଚରେ ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା ନେଇ ପ୍ରଶ୍ନ ଉଠାଇବା ପରେ, ଏହାକୁ ନେଇ ଏବେ ପାକିସ୍ତାନ ଉପରେ ପୁଣି ବର୍ଷିଛି ଭାରତ । କଡା ଜବାବ ଦେଇଛି । ଶହବାଜଙ୍କ ପ୍ରଶ୍ନକୁ ଭତ୍ସନା କରି ଏହାର ଗୋଟିଏ ଦିନ…