Latest Odisha News

BREAKING NEWS

Yearly Archives

2025

ସାଂସଦଙ୍କ ପ୍ରେମରେ ରିଙ୍କୁ ସିଂହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବଂ ଜୌନପୁରର ମଛଲିଶହରର ସାଂସଦ ପ୍ରିୟା ସରୋଜଙ୍କ ରିଲେସନସିପ ଚୂଡ଼ାନ୍ତ ହୋଇଛି। ଆଇପିଏଲ୍ ଶେଷ ହେବା ପରେ ଉଭୟ ଜୁନ୍ ୮ ତାରିଖରେ ନିର୍ବନ୍ଧ କରିବେ। ରିଙ୍କୁ-ପ୍ରିୟାଙ୍କ ନିର୍ବନ୍ଧ ଜୁନ୍ ୮ ତାରିଖରେ ଲକ୍ଷ୍ନୌର ଏକ ପଞ୍ଚତାରକା ହୋଟେଲରେ…

ପୁରୀ ମହୋଦଧୀରେ ବାପାଙ୍କ ଅସ୍ଥି ବିସର୍ଜନ କଲେ ଅଭିନେତା ବାବୁସାନ୍‌

ପୁରୀ: ଦିବଙ୍ଗତ ଓଲିଉଡ଼ ଅଭିନେତା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୁଅ ତଥା ଅଭିନେତା ବାବୁସାନ୍‌ ମହାନ୍ତି । ଆଜି ପୁରୀ ମହୋଦଧୀରେ ବାପା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିଛନ୍ତି । ପତ୍ନୀ ତୃପ୍ତିଙ୍କ ସହ ସ୍ୱର୍ଗଦ୍ୱାର ନିକଟ ସାଗର ବିଜେ ଘାଟରେ ଯଥା ବିଧି ଓ ରୀତି ହିସାବରେ…

ନିଜର ଶେଷ ସିନେମା ଘୋଷଣା କଲେ ଅମିର୍ ଖାନ୍!, ଏହା ପରେ ନେଇପାରନ୍ତି ଅବସର…

ମୁମ୍ବାଇ: ସିନେମାରେ ସରି ସରି ଆସୁଛି ଖାନଙ୍କ ଯୁଗ । ୯୦ ଦଶକରେ ସିନେମା ପରଦାର ସବୁଠାରୁ ବଡ ଆକର୍ଷଣ ପାଲଯୁଥିବା ୩ ଖାନ୍- ଶହରୁଖ ଖାନ୍, ଅମିର୍ ଖାନ୍ ଏବଂ ସଲମାନ୍ ଖାନଙ୍କର ଏବେ ଧିରେ ଧିରେ ଚାହିଦା କମିବାକୁ ବସିଲାଣି । ଏହାରି ଭିତରେ ଏବେ ବଡ ହିଣ୍ଟ ଦେଇଛନ୍ତି ଅମିର୍ । ଅଭିନେତା ଅମିର…

ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ସହ ଭୂସ୍ଖଳନ; ୨୫ ମୃତ, ଅନେକ ଗାଁ ଜଳମଗ୍ନ 

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ କିଛି ଦିନ ଧରି ଲଗାତାର ବର୍ଷା ହେଉଛି। ଯାହା ଫଳରେ ନଦୀଗୁଡ଼ିକରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଆସାମ, ମିଜୋରାମ, ଅରୁଣାଚଳ ପ୍ରଦେଶ ଏବଂ ମଣିପୁରରେ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ…

କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ସହ ବଜାରକୁ ଆସିଲା ଓମଫେଡ୍ ର ନୂଆ ପ୍ରଡକ୍ଟ

ଭୁବନେଶ୍ବର: ଓମଫେଡ୍ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ଘୋଷଣା । ଫଳରେ ଲିଟର ପିଛା କ୍ଷୀର ଦାମ୍ ୫୨ ଟଙ୍କାରୁ ବଢି ୫୪ ଟଙ୍କା ହେଲା । ଏଥିସହ ଆଜିଠାରୁ ସରକାର ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ଅଧିକ ଦିଆଯିବ । ଏହାଦ୍ବାରା ରାଜ୍ୟର ୨ ଲକ୍ଷ ୫୦ ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ ।…

ବହିଷ୍କାର ପରେ ପ୍ରଥମ ଭାବବିହ୍ବଳ ପୋଷ୍ଟ ଲେଖିଲେ ଲାଲୁଙ୍କ ବଡ ପୁଅ: କହିଲେ, ‘ଡିୟର ମମି, ପାପା…’

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଦଳରୁ ବହିଷ୍କାର ହେବା ପରେ ପ୍ରଥମ ଥର ପାଇଁ ନିଜର ମୁହଁ ଖୋଲିଛନ୍ତି । ଫେସବୁକରେ ଏକ ପୋଷ୍ଟ ଜାରି କରି ବାପାମାଙ୍କୁ ସମ୍ବୋଧିତ କରି ଏକ ଭାବପ୍ରବଣ ବାର୍ତ୍ତା ସେୟାର କରିଛନ୍ତି ।…

ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ବେଳେ ୧୦ ଆଇଇଡି ବୋମା ଠାବ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲରେ ୧୦ଟି ଆଇଇଡି ବୋମାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାକର୍ମୀ । ଜଙ୍ଗଲରେ ମାଓବାଦୀ ମାନେ ଯବାନଙ୍କୁ ଟାର୍ଗେଟ କରି ଏହି ଆଇଇଡି ଗୁଡିକୁ ଖଞ୍ଜିଥିଲେ । ବୋମାଗୁଡ଼ିକୁ ଠାବ କରାଯିବା ପରେ ବଡ଼ ଧରଣର ଅଘଟଣ ଟଳିଯାଇଥିବା…

ପୁଣି ବାପା ହେଲେ ମସ୍କ; ଦାବି କଲେ ଜାପାନୀ ପପ୍ ଷ୍ଟାର

ନୂଆଦିଲ୍ଲୀ: ୪୭ତମ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ଜୋରଦାର ପ୍ରଚାର କରିଥିଲେ। କିନ୍ତୁ ପରେ DOGE ଗଠନ ସତ୍ତ୍ୱେ ସେ ହ୍ୱାଇଟ୍ ହାଉସରେ ତାଙ୍କ ଭୂମିକାରୁ ଇସ୍ତଫା ଦେଇଥିଲେ। ତେବେ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଅନେକ…

ପାକିସ୍ତାନ ପାଇଁ ଗୁପ୍ତଚର ମାମଲାରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ, ୮ରାଜ୍ୟର ୧୫ସ୍ଥାନରେ ରେଡ୍

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଲୋକଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ପାକିସ୍ତାନ ପାଇଁ ଗୁପ୍ତଚରୀ ଲିଙ୍କରେ ୮ଟି ରାଜ୍ୟର ୧୫ଟି ସ୍ଥାନରେ ରେଡ୍ କରିଛି ନ୍ୟାସନାଲ ଇନଭେଷ୍ଚିଗେସନ ଏଜେନ୍ସି…

ପୁଣି ଡରାଇଲାଣି କରୋନା: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି

ଭୁବନେଶ୍ବର: ପୁଣି ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତ କେଇ ଘଣ୍ଟା ଭିତରେ ବଢିଲେଣି ୫ ସଂକ୍ରମଣ । ଗତକାଲି ସକାଳ ସୁଦ୍ଧା ୭ ଜଣ ଚିହ୍ନଟ ହୋଇଥିବା ବେଳେ ରାତି ସୁଦ୍ଧା ୯କୁ ବଢିଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ଆଜି ସକାଳେ ଆଉ ୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ…