ଭାରତ-ପାକିସ୍ତାନ ଉତ୍ତେଜନା ଯୋଗୁଁ ବନ୍ଦ ଥିବା ୩୨ଟି ବିମାନବନ୍ଦରେ ପୁଣି ଉଡାଣ ଆରମ୍ଭ
ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ବନ୍ଦ ହୋଇଥିବା ଦେଶର ୩୨ଟି ବିମାନବନ୍ଦର ଏବେ ଖୋଲାଯାଇଛି । ୫ ଦିନ ପରେ, ଏହି ବିମାନବନ୍ଦରଗୁଡ଼ିକରୁ ପୁଣି ଥରେ ବିମାନ ଉଡ଼ାଣ ଆରମ୍ଭ ହୋଇଛି । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ମେ ୧୫, ୨୦୨୫…