Latest Odisha News

BREAKING NEWS

Yearly Archives

2025

ଏନଆଇଏକୁ ମିଳିଛି ବଡ ସଫଳତା; ଖଲିସ୍ତାନୀ ଆତଙ୍କବାଦୀ କଶ୍ମୀର ସିଂ ଗାଲୱାଡି ଗିରଫ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ରବିବାର ଖଲିସ୍ତାନୀ ଆତଙ୍କବାଦୀ କଶ୍ମୀର ସିଂହ ଗାଲୱାଡିଙ୍କୁ ଗିରଫ କରିଛି । ସେ ବିଦେଶୀ ବବର ଖାଲସା ଆତଙ୍କବାଦୀ ହରବିନ୍ଦର ସିଂହ ସନ୍ଧୁ ଓରଫ ରିନ୍ଦା ସହିତ ଜଡିତ ଥିଲା । ସେ ୨୦୧୬ରେ ନାଭା ଜେଲରୁ ଖସିଯାଇଥିବା କୁଖ୍ୟାତ ଅପରାଧୀଙ୍କ ମଧ୍ୟରୁ…

୨୧ ମେ’ରେ ବୁଧ ଓ ସୂର୍ଯ୍ୟଙ୍କ ସଂଯୋଗ; ଏହି ରାଶି ହେବେ ଧନବାନ୍

ଭୁବନେଶ୍ବର:ଗ୍ରହମାନଙ୍କ ଚଳନ ଦ୍ବାରା ରାଶି ଉପରେ ବେଶ୍ ପ୍ରଭାବ ପକାଇଥାଏ । ଆସନ୍ତା ମେ' ୨୧ତାରିଖରେ ସୂର୍ଯ୍ୟଙ୍କ ମିତ୍ର ନକ୍ଷତ୍ର କୃତ୍ତିକାରେ ବୁଧ ଗ୍ରହ ପ୍ରବେଶ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ବନ୍ଧୁତା ଯୋଗୁଁ କିଛି ରାଶି ବେଶ୍ ଲାଭବାନ୍ ହେବେ । …

ଶ୍ରୀ ଭାଗବତ ସାର ୩୪: ସମଗ୍ର ସୃଷ୍ଟିର ଏକମାତ୍ର ଆଶ୍ରୟ ଦାତା ହେଉଛନ୍ତି ପରଂବ୍ରହ୍ମ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ସବୁଠାରୁ ଉତ୍ତମ ଲକ୍ଷଣ ଅବା ସର୍ବସାରଯୁକ୍ତ ଲକ୍ଷଣ ହେଉଛି ଦଶମ ଲକ୍ଷଣ। ଆଶ୍ରୟ:- ଆଶ୍ରୟର ଆକ୍ଷରିକ ଅର୍ଥ ଶରଣ ସ୍ଥାନ, ଯେଉଁ ଯାଗାରେ ରହିଲେ ଏ ମାୟା ଗ୍ରସ୍ତ ଜୀବ ପରମ ସତ୍ୟର ଉପଲବ୍ଧି କରେ। ତେବେ ସେ ପରମ…

ଭାରତୀୟ ନୌସେନା କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲେ: ଡିଜିଏନଓ

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ଭାରତର ତିନି ସେନା ମେ ୭ ତାରିଖରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ୯ ଆତଙ୍କୀ କେନ୍ଦ୍ର ଉପରେ ଏୟାରଷ୍ଟ୍ରାଇକ କରି ଧ୍ଵଂସ କରିଥିଲେ। ରବିବାର ଏୟାର ମାର୍ଶାଲ ଏ କେ ଭାରତୀ, ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ, ମେଜର…

ବକୁଳ କାହାଣୀ ମହୋତ୍ସବ; ଦର୍ଶକଙ୍କୁ ଆକୃଷ୍ଟ କଲେ ୧୮ କାହାଣୀକାର 

ଭୁବନେଶ୍ଵର: ସତ୍ୟନଗରର ବକୁଳ ପାଠାଗାରରେ ଆଜି ୨ ଦିନିଆ ବକୁଳ କାହାଣୀ କଥନ ମହୋତ୍ସବ ଶେଷ ହୋଇଛି। ଯେଉଁଥିରେ ଶହଶହ ପିଲା ଏବଂ ଅଭିଭାବକଙ୍କୁ ଗୀତ ଗାଇ ନଚାଇବା ଏବଂ ରାଜ୍ୟର ଶ୍ରେଷ୍ଠ କାହାଣୀକାରମାନଙ୍କ କଥା ଶୁଣି ଉପଭୋଗ କରାଇବା ପରେ ଏହି ଉତ୍ସବ ଶେଷ ହୋଇଛି। ଏହା ବକୁଳ କାହାଣୀ କଥନ…

୫ ଆନ୍ତଃରାଜ୍ୟ ଲୁଟେରା ଗିରଫ,ଚୋରି ସାମଗ୍ରୀର ମୂଲ୍ୟ ୪୦ ଲକ୍ଷ ଟଙ୍କା

କଟକ: କଟକ ଗ୍ରାମାଞ୍ଚଳ ପୋଲିସକୁ ବଡ଼ ସଫଳତା । ଆନ୍ତଃରାଜ୍ୟ ଲୁଟେରା ଦଳର ୫ଜଣ ଲୁଟିଆଙ୍କୁ ଧରିବାରେ ସଫଳ ହୋଇଛି ଆଠଗଡ ପୋଲିସ । ଆଠଗଡ ଏସଡିପିଓଙ୍କ କାର୍ଯ୍ୟାଳୟରେ ପୋଲିସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂହ ଉପସ୍ଥିତ ରହି ଏ ସମ୍ପର୍କରେ…

‘ଜଗନ୍ନାଥ ଧାମ’ କେବଳ ପୁରୀରେ ଅବସ୍ଥିତ: ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ

ପୁରୀ: 'ଜଗନ୍ନାଥ ଧାମ' କେବଳ ଓଡ଼ିଶାର ପୁରୀରେ ଅବସ୍ଥିତ।ପଶ୍ଚିମବଙ୍ଗର ଦୀଘାରେ ନୂଆ ମନ୍ଦିରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ରବିବାର ଏନେଇ ସ୍ପଷ୍ଟ କରିଛନ୍ତି। ଗୋବର୍ଦ୍ଧନ ମଠର ଏକ୍ସ ହ୍ୟାଣ୍ଡେଲରେ କୁହାଯାଇଛି ଯେ,…

ଦୀଘା ଜଗନ୍ନାଥ ମନ୍ଦିର ବିବାଦ; ଦଇତାପତି ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ

ପୁରୀ: ପଶ୍ଚିମବଙ୍ଗର ଦୀଘାରେ ନୂଆ ମନ୍ଦିର ସମ୍ପର୍କିତ ବିବାଦ ପାଇଁ ଫସିଲେ ରାମକୃଷ୍ଣ ଦାସମହାପାତ୍ର। ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ସେବକ ଏବଂ ଦଇତାପତି ନିଯୋଗର ସେକ୍ରେଟାରୀ ରାମକୃଷ୍ଣ ଦାସମହାପାତ୍ରଙ୍କୁ ରବିବାର ଏକ ମାସ ପାଇଁ ନିଲମ୍ବିତ କରାଯାଇଛି। ସୂତ୍ର ଅନୁଯାୟୀ,…

ଭାରତ – ପାକିସ୍ତାନ ଅସ୍ତ୍ରବିରତ ପାଇଁ ରାଜି କିପରି ହେଲେ?

ନୂଆଦିଲ୍ଲୀ: ଗତ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ମେ ୭ରେ ଭାରତୀୟ ସୈନ୍ୟ ବାହିନୀ ଦ୍ୱାରା ଅପରେସନ ସିନ୍ଦୂରର ଆରମ୍ଭ ହୋଇଥିଲା। ଯେଉଁଥିରେ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇଥିଲା । ଅପରେସନ ସିନ୍ଦୂର ପାକିସ୍ତାନ ସେନା ଭୟଭୀତ ହୋଇଥିଲା । ତେଣୁ…

ଅପରେସନ ସିନ୍ଦୂର’ରେ ନିହତ ହୋଇଛନ୍ତି IC-814 ହାଇଜ୍ୟାକିଂ, ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ: ଗତ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ମେ ୭ରେ ଭାରତୀୟ ସୈନ୍ୟ ବାହିନୀ ଦ୍ୱାରା ଅପରେସନ ସିନ୍ଦୂରର ଆରମ୍ଭ ହୋଇଥିଲା। ଯେଉଁଥିରେ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇଥିଲା ଓ ଆକ୍ରମଣରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ନେଇ ଡିରେକ୍ଟର…