Latest Odisha News

BREAKING NEWS

Yearly Archives

2025

ଗିଲ, ପନ୍ତଙ୍କୁ ମିଳିବ ଗୁରୁ ଦାୟିତ୍ୱ: କୋହଲି ନେଇ ଚୁପ ଅଛି ବିସିସିଆଇ

ନୂଆଦିଲ୍ଲୀ: ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଟିମ ଇଣ୍ଡିଆର ପରବର୍ତୀ ଅଧିନାୟକ କିଏ ହେବ ସେ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ଅଛନ୍ତି । ଭାରତ ଏବେ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯିବ । ରୋହିତଙ୍କ ସ୍ଥାନରେ ଶୁଭମନ ଗିଲ ଅଧିନାୟକ ଦାୟିତ୍ୱ…

ସାବଧାନ! ଭାରତୀୟଙ୍କ ଫୋନ୍ ହ୍ୟାକ କରୁଛି ପାକିସ୍ତାନ, ଏହି ଫାଇଲ୍ ଏବଂ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ…

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁଁ ସାଇବର ଆକ୍ରମଣର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି। ହାଇଦ୍ରାବାଦ ପୋଲିସର ସାଇବର କ୍ରାଇମ୍ ୱିଙ୍ଗ ଜନସାଧାରଣଙ୍କୁ ସତର୍କ କରାଇ ଦେଇଛି ଯେ କିଛି ସାଇବର ଅପରାଧୀ ଏବଂ ହ୍ୟାକର୍ସ ଏହି ପରିସ୍ଥିତିର ସୁଯୋଗ ନେଇ ଲୋକଙ୍କୁ…

ଡ୍ରୋନରେ କେତେ ମେଗାପିକ୍ସେଲ କ୍ୟାମେରା ଥାଏ? ଆକାଶରୁ କିପରି ସଠିକ୍ ଭାବରେ କରେ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ: ଆଧୁନିକ ଯୁଗରେ ଯୁଦ୍ଧଗୁଡ଼ିକ ପୂର୍ବ ପରି ନୁହେଁ। ଏବେ କ୍ଷେତ୍ରରେ ଅସ୍ତ୍ରଶସ୍ତ୍ର ଅପେକ୍ଷା ପ୍ରଯୁକ୍ତିବିଦ୍ୟା ଅଧିକ ଉପଯୋଗୀ। ସେମାନେ ଶତ୍ରୁର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖନ୍ତି ଏବଂ ଆବଶ୍ୟକ ହେଲେ ଉପରୁ ମଧ୍ୟ ଆକ୍ରମଣ କରିପାରିବେ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି…

‘ଧୋକା ଦେବା ପାକର ସ୍ଵଭାବ’: ଅସ୍ତ୍ରବିରତି ଉଲ୍ଲଂଘନ ନେଇ ନିନ୍ଦା କଲେ ଥରୁର 

ନୂଆଦିଲ୍ଲୀ: ଉସକି ଫିତରତ ହେ ମୁକର ଜାନେ କି, ୟୁସକେ ୱାଦେ ପେ ୟକିନ୍ କୈସେ କରୁଁ?, ଭାରତ ସହିତ ଶାନ୍ତି ଆଲୋଚନା ସତ୍ତ୍ୱେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ, କିଛି ଏପରି କହି ପାକିସ୍ତାନକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ଏନେଇ ନିଜ ଏକ୍ସରେ…

ଚିନାବ ନଦୀରେ ଥିବା ଡ୍ୟାମର ଖୋଲିଲା ଗେଟ୍, ପାକିସ୍ତାନରେ ବନ୍ୟା !

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଥିଲା। ଏହି ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ କଡ଼ା ନିଷ୍ପତ୍ତି ନେଇଥିଲା, ଯେଉଁଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଜଳ ସମ୍ପଦ ଉପରେ ନିଷେଧାଜ୍ଞା…

ତିନି ଦିନର ଯୁଦ୍ଧ ଭିତରେ କ’ଣ ସବୁ ଘଟିଲା ? ୮୬ ଘଣ୍ଟା ସଂଘର୍ଷର ପୂରା କାହାଣୀ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ଗତ ୨୨ ଏପ୍ରିଲରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଏକ କାପୁରୁଷପୂର୍ଣ୍ଣ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ପଛରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନର ସମ୍ପର୍କ ଥିବା ଜଣାପଡ଼ିଥିଲା। ଏହା ପରେ ଭାରତ ବିଶ୍ୱ ସମ୍ମୁଖରେ…

ବର୍ତ୍ତମାନ ପାକିସ୍ତାନର ସ୍ଥିତି କେମିତି ରହିଛି, ରାତିରେ ଜୋରଦାର ଆଟାକ କରିଛି ଭାରତ

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା କମାଇବା ପାଇଁ ଶନିବାର ଅସ୍ତ୍ର ବିରତି (ସିଜଫାୟାର) ଘୋଷଣା କରାଯାଇଥିଲା। କିନ୍ତୁ ମାତ୍ର ୩ ଘଣ୍ଟା ମଧ୍ୟରେ ପାକିସ୍ତାନ ଏହି ଅସ୍ତ୍ର ବିରତି ଉଲ୍ଲଂଘନ କରି ସୀମାରେ ପ୍ରବଳ ଗୋଳାବର୍ଷଣ ଆରମ୍ଭ କରିଥିଲା। ଏହା ସହ ଅନେକ ସ୍ଥାନରେ…

ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୧୦ ଲକ୍ଷ: ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା

ଶ୍ରୀନଗର: ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶନିବାର ପାକିସ୍ତାନ ଗୁଳିମାଡ଼ରେ ପ୍ରାଣ ହରାଇଥିବା ପ୍ରତ୍ୟେକ ସାଧାରଣ ନାଗରିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ଏବଂ ସେମାନଙ୍କ ଯନ୍ତ୍ରଣା ସହଭାଗୀ ହେବା…

ଖୁବଶୀଘ୍ର ଆରମ୍ଭ ହୋଇପାରେ ଆଇପିଏଲ୍‌

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ସାମରିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୫କୁ ଶୁକ୍ରବାରଠାରୁ ସ୍ଥଗିତ ରଖାଯାଇଥିଲା। ଶନିବାର ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ପରେ ସ୍ଥଗିତ ରହିଥିବା ଆଇପିଏଲ ଖୁବଶୀଘ୍ର ଆରମ୍ଭ ହେବ…

ଜେଲରେ ବନ୍ଦୀ ଥିବା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ମୃତ୍ୟୁ? ଶହବାଜ ସରକାର ଜାରି କଲା ବୟାନ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଇମରାନ ଖାନଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏକ ପ୍ରେସ ରିଲିଜର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଇଛି ଯେ ଇମରାନ ଖାନଙ୍କର ମୃତ୍ୟୁ…