Latest Odisha News

BREAKING NEWS

Yearly Archives

2025

‘ପରମାଣୁ ଅଧିକାରରୁ ପଛକୁ ହଟିବି ନାହିଁ’

ନୂଆଦିଲ୍ଲୀ: ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ପଷ୍ଟ ମତ ରଖିଛି । ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଆମେରିକାକୁ ଏକ କଡ଼ା ବାର୍ତ୍ତା ଦେଇ କହିଛନ୍ତି ଯେ, ଯଦି ଆମେରିକାର ଲକ୍ଷ୍ୟ ଇରାନକୁ ତା’ର ପରମାଣୁ ଅଧିକାରରୁ ବଞ୍ଚିତ କରିବା, ତେବେ ଇରାନ କେବେବି ଏଥିରୁ ପଛକୁ ହଟିବ…

ଏସସିବି ହସ୍ପିଟାଲରୁ ୪ ଏଜେଣ୍ଟ ଗିରଫ 

କଟକ: କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଚାରି ଜଣ ଏଜେଣ୍ଟଙ୍କୁ ଗିରଫ କରିବା ସହ ସରକାରୀ ହସ୍ପିଟାଲରେ ସକ୍ରିୟ ମଧ୍ୟସ୍ଥିଙ୍କ ନେଟୱର୍କର ପର୍ଦ୍ଦାଫାସ କରିଛି ପୋଲିସ। ଖବର ପାଇ ମଙ୍ଗଳାବାଗ ଥାନାର ଏକ ଟିମ୍ ଏସସିବିରେ ପହଞ୍ଚି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଯେଉଁମାନେ…

ଅସ୍ତ୍ରବିରତି ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: ଶନିବାର ଅସ୍ତ୍ରବିରତି ନେଇ ଟ୍ରମ୍ପଙ୍କ ଟ୍ବିଟ୍ ପରେ, ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ । କେଉଁ ପରିସ୍ଥିତିରେ ଅସ୍ତ୍ରବିରତି ନେଇ ସହମତି ହେଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଯାହାକୁ ନେଇ ଏବେ ମୋର୍ଚ୍ଚା ଖୋଲିଛି କଂଗ୍ରେସ । ପ୍ରଥମେ କଂଗ୍ରେସ ନେତା ଜୟରାମ…

ଆତଙ୍କବାଦ ବିରୋଧରେ ‘ଅପରେସନ ସିନ୍ଦୂର’: ରାଓ୍ବଲପିଣ୍ଡି ଯାଏଁ ଶୁଭିଛି ଗର୍ଜନ

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ଏହା ଆତଙ୍କବାଦ ବିରୋଧରେ ଭାରତର ରାଜନୈତିକ, ସାମାଜିକ, ରଣନୈତିକ ଇଚ୍ଛାଶକ୍ତିର ପ୍ରତୀକ । ଆଜି ଭର୍ଚୁଆଲ୍ ଭାବରେ ଲକ୍ଷ୍ନୌରେ 'ବ୍ରହ୍ମୋସ୍ ଏରୋସ୍ପେସ୍ ଇଣ୍ଟିଗ୍ରେସନ୍ ଆଣ୍ଡ୍ ପରୀକ୍ଷଣ ସୁବିଧା'ର ଉଦଘାଟନ…

ପହଲଗାମ ଉତ୍ତେଜନା ମଧ୍ୟରେ ପୁଲଓ୍ବାମା ସତ ମାନିଲା ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ ଉତ୍ତେଜନା ମଧ୍ୟରେ, ପାକିସ୍ତାନର ସାମରିକ ବାହିନୀ ଏବେ ଉଗାରିଛି ପୁଲଓ୍ବାମା ସତ । ୨୦୧୯ ମସିହାରେ ପୁଲୱାମା ଆଟାକରେ ୪୦ ଜଣ ଅର୍ଦ୍ଧସାମରିକ କର୍ମଚାରୀଙ୍କ ହତ୍ୟାରେ ପାକିସ୍ତାନ ଭୂମିକା ନେଇ ମୁଖା ଖୋଲିଛି ନିଜେ ପାକିସ୍ତାନୀ ସେନା । ପୁଲୱାମା ଆତଙ୍କବାଦୀ ଆକ୍ରମଣ…

ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ

ଭୁବନେଶ୍ବର: ଆହୁରି ଅଧିକ ସଶକ୍ତ ହେବ ଏନସିସି । ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ । ଏନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀଙ୍କ କହିଛନ୍ତି, ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ ଦିଆଯିବ । ବାହ୍ୟ…

ନୂର ଖାଁ ଏୟାରବେସ ଆକ୍ରମଣ ପରେ ପାକିସ୍ତାନ ହୋଇ ପଡିଥିଲା ଭୟଭୀତ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଉପୁଜିଥିବା ଯୁଦ୍ଧ ପରିସ୍ଥିତି ଏବେ ଥଣ୍ଡା ପଡିଛି । ଭାରତର ଘନ ଘନ ଆକ୍ରମଣ ଏବଂ ରୌଦ୍ର ରୂପ ପାକିସ୍ତାନ, ଚୀନ ଓ ବାଂଲାଦେଶକୁ ଭୟଭୀତ କରାଇ ଦେଇଛି । ଅପରେଶନର ସିନ୍ଦୂରରେ ଭାରତ ଯେତେବେଳେ ରାୱଲପିଣ୍ଡି ଉପରେ ଆକ୍ରମଣ କଲା ତାହା ସମସ୍ତଙ୍କୁ…

ସେନା ଦେଲା ବଡ ସୂଚନା: ଏବେବି ସରିନି ‘ଅପରେସନ ସିନ୍ଦୂର’

ନୂଆଦିଲ୍ଲୀ: ସରିନି ଅପରେସନ ସିନ୍ଦୂର । ଏବେବି ଜାରି ରହିଛି । ଶନିବାର ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନେଇ ଉଭୟ ଦେଶ ସହମତି ଦେବା ପରେ, ଆଜି ବାୟୁ ସେନା ପକ୍ଷରୁ ବଡ ସୂଚନା ଦିଆଯାଇଛି । ଭାରତୀୟ ବାୟୁସେନା (IAF) ରବିବାର ସ୍ପଷ୍ଟ କରିଛି ଯେ,  ପହଲଗାମରେ ପାକିସ୍ତାନ ସମର୍ଥିତ…

ଏଠାରେ ହେବ ଅଲ୍ଟ୍ରା ସୁପରକ୍ରିଟିକାଲ୍ ଥର୍ମାଲ୍ ପାୱାର ପ୍ଲାଣ୍ଟ ; ୯,୦୦୦ ଉର୍ଦ୍ଧ୍ବ ନିଯୁକ୍ତି ସୃଷ୍ଟି କରିବ

ଉତ୍ତରପ୍ରଦେଶ: ଭାରତର ସର୍ବବୃହତ ଘରୋଇ କ୍ଷେତ୍ର ଥର୍ମାଲ ପାଓ୍ବର କମ୍ପାନୀ ଆଦାନୀ ପାୱାରକୁ ଉତ୍ତର ପ୍ରଦେଶକୁ ବିଦ୍ୟୁତ୍ ଯୋଗାଣ ପାଇଁ ଏକ ବଡ଼ ଚୁକ୍ତି ମିଳିଛି। ଆଦାନୀ ପାୱାର ୟୁପିରେ ୧୫୦୦ ମେଗାୱାଟ ବିଦ୍ୟୁତ୍ ଯୋଗାଣ କରିବ। କମ୍ପାନୀ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଆଦାନୀ ପାୱାର…

ମଧ୍ୟସ୍ଥତା କରି ବାଃ ବାଃ ନେଉଛନ୍ତି ଟ୍ରମ୍ପ: ଏବେ କହିଲେଣି, ସମାଧାନ ହେବ କାଶ୍ମୀର ସମସ୍ୟା

ନୂଆଦିଲ୍ଲୀ: ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଭାରତ ପାକିସ୍ତାନ ଉତ୍ତେଜନାରେ ଶନିବାର ଏପ୍ରକାର ଯବନିକା ପଡିଛି । ଦୁଇ ଦେଶ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି । ତଥାପି, ପାକିସ୍ତାନ ଏହାର କିଛି ଘଣ୍ଟା ପରେ ଅସ୍ତ୍ରବିରତି ଉଲଘଂନ କରି ପୁଣି ଭାରତ ଉପରେ ଗୁଳି ବର୍ଷା କରିଥିଲା । ହେଲେ…