Latest Odisha News

BREAKING NEWS

Yearly Archives

2025

‘ପାକିସ୍ତାନ ଏକ ନିର୍ଲଜ୍ଜ ଦେଶ’, ବର୍ଷିଲେ ମୁଖ୍ୟମନ୍ତ୍ରୀ ଯୋଗୀ 

ଲକ୍ଷ୍ନୌ: ଭାରତ ଉପରେ ପାକିସ୍ତାନର ଆକ୍ରମଣକୁ ନେଇ ଆଜି ଜୋରଦାର ବର୍ଷିଛନ୍ତି ଯୋଗୀ ଆଦିତ୍ୟନାଥ । ଭାରତର ପଶ୍ଚିମ ସୀମାରେ ଅନେକ ସ୍ଥାନରେ ପାକିସ୍ତାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିବାର ଗୋଟିଏ ଦିନ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ଆତଙ୍କବାଦୀ…

ଭାରତର ଆକ୍ରମଣ ପରେ ଉଠିଲା ସ୍ୱାଧୀନତା ଦାବି, ବଲୁଚିସ୍ତାନକୁ ସୁରକ୍ଷା ଦେଇପାରିବ କି ପାକିସ୍ତାନ?

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେଇଛି। କିନ୍ତୁ ଭାରତକୁ ପାଲଟା ଜବାବରେ ପାକିସ୍ତାନ କିପରି ନିଜ ଜାଲରେ ଫସିଗଲା ତାହାର ସଦ୍ୟତମ ଉଦାହରଣ ବଲୁଚିସ୍ତାନରେ ଦେଖିବାକୁ ମିଳୁଛି। ବଲୁଚିସ୍ତାନ ବିଦ୍ରୋହର ବାରୁଦ ମାଟିରେ ଜଳିସାରିଛି, ପୁଣି ଥରେ ପାକିସ୍ତାନ…

ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କଲା ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଭିତରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କଲା ପ୍ରତିରକ୍ଷା ମନ୍ତ୍ରାଳୟ। ଲାଇଭ୍‌ କଭରେଜ ଠାରୁ ଦୂରେଇ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ। ସୁରକ୍ଷାକର୍ମୀଙ୍କ ଗତିବିଧି ସମ୍ପର୍କରେ ପ୍ରସାରଣରୁ ଦୂରରେ ରୁହିବାକୁ ଦିଆଯାଇଛି…

ପର୍ଯ୍ୟଟକଙ୍କୁ ହୀରାକୁଦ ଡ୍ୟାମ୍‌ ମନା, ବଢ଼ିଲା ସୁରକ୍ଷା

ସମ୍ବଲପୁର: ଭାରତ ପାକିସ୍ତାନ ମଧ୍ୟରେ ସାଂପ୍ରତିକ ପରିସ୍ଥିତି ନେଇ ଏବେ ହୀରାକୁଦ ଡ୍ୟାମ୍ ଉପରେ ଜାରି ହେଲା କଟକଣା। ବଢିଲା ସୁରକ୍ଷା ବ୍ୟବସ୍ଥା। ଆଜିଠୁ ହୀରାକୁଦ ଡ୍ୟାମକୁ ପର୍ଯ୍ୟଟକଙ୍କୁ ମନା। ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ହେବାରେ ଲାଗିଥିବା ବେଳେ ସର ଦେଶରେ ଜାରି…

ଚଳିତ ଆଇପିଏଲ ସିଜିନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦେଖି ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଆଇପିଏଲ ୨୦୨୫କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ) ଏବଂ ଆଇପିଏଲ ପରିଚାଳନା ସଂସ୍ଥା ଦ୍ୱାରା ନିଆଯାଇଥିବା ଏହି…

ଟଙ୍କା ପାଇଁ ବିଶ୍ଵ ଆଗରେ ପାକିସ୍ତାନର ଭିକ ପୋଷ୍ଟ: କହିଲା, ଏକ୍ସ ହ୍ୟାକ….

ନୂଆଦିଲ୍ଲୀ: ପାକିସ୍ତାନର ସବୁ ଯୋଜନା ଭାରତ ପଣ୍ଡ କରିବା ପରେ ଏବେ କାଳେ ଦେବାଳିଆ ହେଲାଣି ପାକିସ୍ତାନ। ବିଶ୍ବବ୍ୟାଙ୍କ ପାଖରେ ଅଧିକ ଟଙ୍କା ପାଇଁ ହାତ ପତାଉଛି। ଭାରତ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଅନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଅଧିକ ଋଣ ପାଇଁ ନିବେଦନ କରୁଥିବା ଏଭଳି ଏକ ପୋଷ୍ଟ…

ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି

ଭୁବନେଶ୍ୱର: ଦେଶରେ ଯୁଦ୍ଧ ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ନେଇ ଏବେ କଡା ପଦକ୍ଷେପ ନିଆଯାଉଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ରୂପ ନେଉଥିବାରୁ ଦେଶର ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି। ସ୍ଥଳପଥ, ଆକାଶପଥ ପରେ ଏବେ…

ସାରା ଦେଶରେ ଇନ୍ଧନ,ଏଲପିଜିର କୌଣସି ଅଭାବ ନାହିଁ, ଆତଙ୍କିତ ହୋଇ କିଣନ୍ତୁ ନାହିଁ: ଇଣ୍ଡିଆନ ଅଏଲ

ନୂଆଦିଲ୍ଲୀ: ପାକିସ୍ତାନ -ଭାରତ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ନାଗରିକଙ୍କ ବଢ଼ୁଥିବା ଡର, ଚିନ୍ତାକୁ ଦୃଷ୍ଟିରେ ରଖି, ଇଣ୍ଡିଆନ୍ ଅଏଲ୍ ଏକ ସାର୍ବଜନୀନ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି ଯେ ଦେଶରେ ଇନ୍ଧନ (ପେଟ୍ରୋଲ୍, ଡିଜେଲ) ଏବଂ ରନ୍ଧନ ଗ୍ୟାସ୍ (ଏଲପିଜି)ର…

ବିଏସଏଫ୍ ଯବାନଙ୍କ ବଦଲା: ଗଡିଲା ୭ ଆତଙ୍କୀଙ୍କ ମୁଣ୍ଡ

ନୂଆଦିଲ୍ଲୀ: ପ୍ରତିଶୋଧ ନେଉଛି ଭାରତ। କେବଳ ପ୍ରତିଆକ୍ରମଣରେ ଜବାବ ଦଉଛି। ତାହା ପୁଣି ପୁରା କଡ଼ା ଜବାବ। ପଣ୍ଡ କରୁଛି ପାକିସ୍ତାନର ସବୁ ଯୋଜନା। ଆକାଶ ମାର୍ଗରେ ଭାରତୀୟ ସେନା କଡ଼ା ଜବାବ ଦେଉଥିବା ବେଳେ ଏବେ ସୀମାରେ ବି ଆସିଛି ଯବାନଙ୍କ ସଫଳତାର ଚିତ୍ର। କେମିତି ପାକିସ୍ତାନକୁ ମାରି…

ଯୁଦ୍ଧ ଆଶଙ୍କା ଭିତରେ ବାତିଲ ହେଲା ସିଏ ପରୀକ୍ଷା

ନୂଆଦିଲ୍ଲୀ: ବାତିଲ ହେଲା ସିଏ ପରୀକ୍ଷା। ଆସଆଇସିଏ ଫାଇନାଲ୍ ଇଣ୍ଟରମିଡିଏଟ୍ ଏବଂ ପୋଷ୍ଟ ଯୋଗ୍ୟତା କୋର୍ସ (ପିକ୍ୟୁସି) ପରୀକ୍ଷା ପାଇଁ ବାକି ଥିବା ପତ୍ରଗୁଡ଼ିକୁ ସ୍ଥଗିତ ରଖାଯାଇଛି। ଏନେଇ ଇଣ୍ଡିଆ ଚାଟାର୍ଡ ଆକାଉଣ୍ଟାଣ୍ଟସ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଘୋଷଣା କରାଯାଇଛି।ଭାରତ ଏବଂ ପାକିସ୍ତାନ…