Latest Odisha News

BREAKING NEWS

Yearly Archives

2025

ପାକ୍ ଉପରେ ଭାରତର ‘ଜଳ ଆକ୍ରମଣ’: ଚେନାବ୍ ପାଣିରେ ଭାସିବ ପାକିସ୍ତାନ୍!

ନୂଆଦିଲ୍ଲୀ: ଚେନାବ୍ ପାଣିରେ ଭାସିବ ପାକିସ୍ତାନ୍ । ରଇସିରେ ସଲାଲ ଡ୍ୟାମର ୩ଗେଟ୍ ଖୋଲା । ଚେନାବ ନଦୀରେ ଜଳସ୍ତର ବୃଦ୍ଧିପରେ ଡ୍ୟାମର ଗେଟ୍ ଖୋଲା । ୩ ଗେଟଦେଇ ଡ୍ୟାମର ପାଣି ନିଷ୍କାସିତ ହେଉଛି। ଜଳ ମୋର୍ଚାରେ ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ହେତୁ…

ହାଇଆଲର୍ଟରେ ଚଣ୍ଡିଗଡ଼: ବାଜିଲା ଯୁଦ୍ଧ ସାଇରନ୍ 

ନୂଆଦିଲ୍ଲୀ: ଚଣ୍ଡିଗଡ଼ ଉପରେ ପାକିସ୍ତାନ କରିପାରେ ଆକ୍ରମଣ । ଜାରି ହେଲା ହାଇ ଆଲର୍ଟ। ସତର୍କ ଜାରି କରି ବାଜିଲା ଯୁଦ୍ଧ ସାଇରନ। ସମ୍ଭାବ୍ୟ ଆକ୍ରମଣ ସମ୍ପର୍କରେ ବାୟୁସେନା ଷ୍ଟେସନ୍ ପକ୍ଷରୁ ଆକାଶ ମାର୍ଗରେ ଏହି ସତର୍କତା ଜାରି କରାଯାଇଛି। ସାଇରନ୍ ବଜାଇ ଚଣ୍ଡିଗଡ ବାସିନ୍ଦାମାନଙ୍କୁ ଘର…

ବଢ଼ୁଛି ଉତ୍ତେଜନା: ପୁରୀ ଶ୍ରୀମନ୍ଦିରରେ ପୋଲିସ ଛାଉଣି 

ଭୁବନେଶ୍ୱର: ବଢ଼ିଚାଲିଛି ଭାରତ - ପାକିସ୍ତାନ ଉତ୍ତେଜନା। ଯୁଦ୍ଧ ଘୋଷଣା ହୋଇନଥିଲେ ବି ସ୍ଥିତି ପୁରା ଯୁଦ୍ଧର। ଲଗାତାର ପାକିସ୍ତାନ ପକ୍ଷରୁ ଆକ୍ରମଣ ଜାରି ରହିଥିବା ବେଳେ, ଏହାର ଜବାବ ଦେଇଚାଲିଛି ଭାରତ। ଏହାରି ଭିତରେ ଏବେ ଭାରତର ପ୍ରମୁଖ ସହର ଏବଂ ସ୍ଥାନ ଗୁଡିକରେ ହାଇ ଆଲର୍ଟ ଜାରି…

ଥରହର ପାକିସ୍ତାନ: ୩ ଲଢ଼ୁଆ ବିମାନ ସହ ହମାସ ଷ୍ଟାଇଲ ମିସାଇଲ ଆକାଶରେ ହିଁ ଧ୍ବଂସ କଲା ଭାରତ

ନୂଆଦିଲ୍ଲୀ: ଥରହର ପାକିସ୍ତାନ । ଭାରତ ପକ୍ଷରୁ ମିଳିଛି ବଡ଼ ପ୍ରହାର। ପାକ ପକ୍ଷରୁ କରାଯାଇଥିବା ସବୁ ମିସାଇଲକୁ ମାଟିରେ ମିଶାଇଛି ଭାରତୀୟ ସେନା। ଜମ୍ମୁର ଅନେକ ଅଞ୍ଚଳ, ସହିତ ରାଜସ୍ଥାନ ଏବଂ ପଞ୍ଜାବର କିଛି ଅଂଶ ଗୁରୁବାର ଦିନ ପାକିସ୍ତାନରୁ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ଶିକାର…

ଭାରତ-ପାକ୍ ସୀମାର କୌଣସି ପୋଷ୍ଟରେ ହେବ ନାହିଁ କୌଣସି ବିଟିଂ ରିଟ୍ରିଟ୍ ଉତ୍ସବ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଆରମ୍ଭ ହେବା ପରେ ଭାରତ-ପାକ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହାରି ଭିତରେ ସାର୍ବଜନୀନ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଏସଏଫ ପଞ୍ଜାବରେ ପାକିସ୍ତାନ ସୀମାନ୍ତରେ ଥିବା ତିନୋଟି ସୀମା ପୋଷ୍ଟ ଯଥା- ଅଟାରୀ-ୱାଗା, ହୁସେନୀୱାଲା, ଏବଂ ସାଦକୀରେ ବିଟିଂ…

ଜରୁରୀକାଳୀନ ପରିସ୍ଥିତିରେ ପ୍ରସ୍ତୁତ ରହିବାକୁ ସମସ୍ତ ଡାକ୍ତରଙ୍କୁ ଏଫଏଆଇଏମଏର ନିବେଦନ

ନୂଆଦିଲ୍ଲୀ: ପାକିସ୍ତାନ ଦ୍ୱାରା ଭାରତ ଉପରେ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଭାରତ ମଧ୍ୟ ପାକିସ୍ତାନରେ ପ୍ରବେଶ କରି ଏହାର ଅନେକ ଘାଟି ଉପରେ ଆକ୍ରମଣ କରିଛି। ଏହି ସମୟରେ, ଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ ଆସୋସିଏସନ (FAIMA) ଦେଶବ୍ୟାପୀ…

ଭାରତ-ପାକିସ୍ତାନ ଯୁଦ୍ଧରେ ହସ୍ତକ୍ଷେପ କରିବ ନାହିଁ ଆମେରିକା: ଆମେରିକା ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଗୁରୁବାର ଦିନ ଅପରେସନ ସିନ୍ଦୂର ଆରମ୍ଭ ହେବା ପରେ ପାକିସ୍ତାନ ଜମ୍ମୁ, ପଠାନକୋଟ ଏବଂ ଉଧମପୁର ଅଞ୍ଚଳରେ ଡ୍ରୋନ୍ ସହ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରିଛି। ଏହାପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଉତ୍ତେଜନାକୁ ନେଇ…

ଭାରତ-ପାକ୍ ଆକ୍ରମଣ: ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭାରତରେ ବ୍ଲକ ହେଲା ୮ ହଜାର ଏକ୍ସ ଆକାଉଣ୍ଟ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ଏହାରି ଭିତରେ କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଉପରେ କଡ଼ା ନଜର ରଖିଛନ୍ତି। ସରକାର ଭାରତରେ ୮୦୦ ସୋସିଆଲ ମିଡିଆ ପ୍ଲାଟଫର୍ମର ଆକାଉଣ୍ଟକୁ ବ୍ଲକ୍ କରିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ…

ଶ୍ରୀ ଭାଗବତ ସାର ୩୧: ଜୀବ ନିଜର କୃତକର୍ମର ଫଳ ଭୋଗିବା ପାଇଁ ସଂସାର ଚକ୍ରରେ ବାରମ୍ବାର ପତିତ ହୁଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ କେବଳ ଈଶ୍ୱର ଭକ୍ତି ଶିଖାଇ ନଥାଏ ଏହା ଜୀବର ଉତ୍ପତି କାରଣ ଓ କର୍ମ ବନ୍ଧନ ମଧ୍ୟ ଦର୍ଶାଇ ଥାଏ ଏହି କର୍ମ ବାସନାର ହେଉଛି ଷଷ୍ଠ ଲକ୍ଷଣ। ଊତ୍ତି:- ଶ୍ରୀଜଗନ୍ନାଥ ଦାସଙ୍କ ଭାଷାରେ "କର୍ମବାସନା ଊତ୍ତି ନାମ"…

ଦେଶର ସୁରକ୍ଷା ନିଶ୍ଚିତ କରିବାକୁ ବିଏସଏଫ-ସିଆଇଏସଏଫ ଡିଜିଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ:ବର୍ତ୍ତମାନ ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ଅର୍ଦ୍ଧସାମରିକ ବାହିନୀର ମୁଖ୍ୟଙ୍କ ସହ କଥା ହୋଇଛନ୍ତି। ବିଏସଏଫ ଏବଂ ସିଆଇଏସଏଫର ଡିଜିଙ୍କ ସହ ଆଲୋଚନାରେ ଦେଶର ସୁରକ୍ଷା ସୁନିଶ୍ଚିତ କରିବାକୁ ଅମିତ ଶାହ ନିର୍ଦ୍ଦେଶ ଦେଇଛନ୍ତି। ଅମିତ…