ଚାରିଧାମ ଯାତ୍ରା ପାଇଁ ରେଳବାଇ ପକ୍ଷରୁ ‘ଭାରତ ଗୌରବ ଡିଲକ୍ସ’ ଟ୍ରେନ ଚଳାଚଳ
ନୂଆଦିଲ୍ଲୀ: ବଦ୍ରିନାଥ, ଜଗନ୍ନାଥ ପୁରୀ, ରାମେଶ୍ୱରମ୍ ଏବଂ ଦ୍ୱାରକା ଦେଶର ଚାରି ଦିଗରେ ଅବସ୍ଥିତ। ଏପରି ଚାରୋଟି ପବିତ୍ର ସ୍ଥାନ ଯାହାକୁ ପ୍ରତ୍ୟେକ ଭାରତୀୟ ପରିଦର୍ଶନ କରିବାକୁ ଇଚ୍ଛା କରନ୍ତି। ଦେଶର ଏହି ଚାରିଧାମକୁ ଟ୍ରେନରେ ଯାତ୍ରା କରିବା ସମ୍ଭବ। ଏଥିପାଇଁ ଭାରତୀୟ ରେଳବାଇ ଦ୍ୱାରା…