Latest Odisha News

BREAKING NEWS

Yearly Archives

2025

ଫିଲ୍ମରୁ ଅବସର ନେଇ ମତେ ବାଧ୍ୟ କରାଯାଇପାରେ: ସୁପରଷ୍ଟାର ଅଜିତ କୁମାର

ଚେନ୍ନାଇ: ତାମିଲ ସୁପରଷ୍ଟାର ଅଜିତ କୁମାରଙ୍କ ତାଙ୍କ ଫିଲ୍ମ କ୍ୟାରିଅର ମଧ୍ୟ ରେ ଅନେକ ଉତ୍ଥାନ-ପତନର ସାମ୍ନା କରିଛନ୍ତି। ନିଜର କଠିନ ପରିଶ୍ରମ ଓ ଇଛା ଶକ୍ତି ବଳରେ ହିଁ ଆଜି ସଫଳତାର ଶୀର୍ଷ ରେ ପହଞ୍ଚି ପାରିଛନ୍ତି। ତାଙ୍କର ପ୍ରଶଂସକ ମାନେ ତାଙ୍କୁ ପ୍ରେରଣା ବୋଲି ମାନିଥାନ୍ତି। ଏକ…

ଅଟାରୀ-ୱାଘା ସୀମା ଖୋଲିଲା ପାକିସ୍ତାନ; ସ୍ବଦେଶ ଫେରିଲେ ୨୧ ନାଗରିକ

ନୂଆଦିଲ୍ଲୀ: ଶୁକ୍ରବାର ଅଟାରୀ-ୱାଘା ସୀମା ଖୋଲିଛି ପାକିସ୍ତାନ । ଫଳରେ ଭାରତ ସରକାରଙ୍କ ଦ୍ୱାରା ସ୍ୱଳ୍ପକାଳୀନ ଭିସା ପ୍ରତ୍ୟାହାର ପରେ ଭାରତ ପଟେ ଫସି ରହିଥିବା ପାକିସ୍ତାନୀ ନାଗରିକ ନିଜ ଦେଶକୁ ଫେରିଛନ୍ତି । ଗୁରୁବାର ଅଟାରୀ-ୱାଘା ବନ୍ଦ କରିଦେଇଥିଲା ପାକିସ୍ତାନ, ଫଳରେ ୭୦ ପାକିସ୍ତାନୀ…

ଭାରତରେ ପାକିସ୍ତାନ ରକ୍ଷାମନ୍ତ୍ରୀଙ୍କ ‘ଏକ୍ସ’ ଆକାଉଣ୍ଟ ବ୍ୟାନ୍‌

ନୂଆଦିଲ୍ଲୀ: ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମ ଆକ୍ରମଣ ପରେ ମୁହାଁମୁହିଁ ହେଇଛନ୍ତି ଭାରତ ଏବଂ ପାକିସ୍ତାନ । ଉଭୟଙ୍କ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି । ଏନେଇ ଧିରେ ଧିରେ ପାକିଲ୍ତାନ ବିରୋଧରେ ଅନେକ କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ, ପୂର୍ବରୁ କେନ୍ଦ୍ର ସରକାର…

ଏସି ଏହିପରି ଭାବେ ଆମ ଶରୀରକୁ ପହଞ୍ଚାଏ କ୍ଷତି…!

ଭୁବନେଶ୍ବର: ଗ୍ରୀଷ୍ମ ଦିନର ପ୍ରଚଣ୍ଡ ଖରା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ଦେଇଥାଏ । ଆଜିକାଲି ସାଧାରଣ ପଙ୍ଖା ଏହି ଗରମରୁ ମୁକ୍ତି ଦେଉନାହିଁ । ତେଣୁ ପ୍ରତ୍ୟେକ ଘରେ, ଅଫିସରେ, ଗାଡିରେ ସବୁଠି ଏସି ଲଗାଯାଉଛି । ଲୋକମାନେ ଏସିରେ ରହିବାରେ ଏତେ ଅଭ୍ୟସ୍ତ ହୋଇଯାଉଛନ୍ତି ଯେ ଏହା ବିନା ବଞ୍ଚିବା…

ସପୁରୀ ଖାଇଲେ ପାଖ ମାଡିବନି ଏହି ରୋଗ..

ଭୁବନେଶ୍ବର: ଆପଣ ଜାଣନ୍ତି କି ସୁସ୍ବାଦ ସପୁରୀ ଅନେକ ଆବଶ୍ୟକୀୟ ପୋଷକତତ୍ତ୍ୱରେ ଭରପୂର ଅଟେ । ଆଣ୍ଟିଅକ୍ସିଡାଣ୍ଟ ଏବଂ ଏନଜାଇମରେ ଭରପୂର ଅଟେ ଏହି ଫଳ। ଏଥିରେ ପୋଟାସିୟମ୍, କ୍ୟାଲସିୟମ୍, ମାଙ୍ଗାନିଜ୍, ଫୋଲେଟ୍, ଫସଫରସ୍, ଜିଙ୍କ୍, ଭିଟାମିନ୍ ଏ ଏବଂ ଭିଟାମିନ୍ କେ ଭରପୂର ମାତ୍ରାରେ ରହିଛି।…

ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ ୭ ମୃତ, ୨୦୦ରୁ ଊର୍ଦ୍ଧ୍ୱ ବିମାନ ଉଡ଼ାଣରେ ବିଳମ୍ବ

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଲାଗିରହିଛି ଲଗାଣ ବର୍ଷା । ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ରାଜଧାନୀର ଅନେକ ଅଞ୍ଚଳରେ ବର୍ଷା ପବନରେ ବହୁ ଗଛ ଉପୁଡ଼ି ପଡ଼ିଥିବାବେଳେ, ଅନେକ ରାସ୍ତା ଜଳାର୍ଣ୍ଣବ ହୋଇଛି । ଝଡ଼ ଯୋଗୁଁ ଦିଲ୍ଲୀର ନଜଫଗଡ଼ ଅଞ୍ଚଳରେ ଏକ…

ଶ୍ରୀ ଭାଗବତ ସାର ୨୫: ଭଗବାନଙ୍କ ସଙ୍ଗ ଲାଭର ବିକଳ୍ପ ମାଧ୍ୟମ ହେଉଛି ସାଧୁ ସନ୍ଥଙ୍କ ସଙ୍ଗ ଲାଭ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କଥାମୃତ ଶ୍ରବଣ ମନନ ଓ ଚିନ୍ତନ କରୁଥିବା ବ୍ୟକ୍ତି ବିଶେଷ ଯେ ଜଣେ ଜଣେ ସଜ୍ଜନ ଏହା ନିଃସନ୍ଦେହରେ କୁହାଯାଇପାରେ। କାରଣ ସତସଙ୍ଗ ପ୍ରାଣୀଙ୍କ ମନରୁ ସମସ୍ତ ପ୍ରକାର ବିକାର, ଯଥା କାମନା, ବାସନା ଦୁଶ୍ଚିନ୍ତା ଇତ୍ୟାଦି…

ଜନ୍ମ ତାରିଖରୁ ଜାଣନ୍ତୁ ଲକି ନମ୍ବର ଓ ସ୍ବଭାବ !

ଭୁବନେଶ୍ବର:ଅଙ୍କ ଶାସ୍ତ୍ରରେ ବ୍ୟକ୍ତିଙ୍କ ଜନ୍ମ ତାରିଖକୁ ନେଇ ସେମାନଙ୍କ ବିଷୟରେ ଗଣନା କରାଯାଇଥାଏ । କୌଣସି ବ୍ୟକ୍ତିର ଆଚରଣ ଓ ସେ କିଭଳି ବ୍ୟକ୍ତିତ୍ବ ସେ ବିଷୟରେ ଜନ୍ମ ତାରିଖରୁ ଜାଣି ହୁଏ । କେବଳ ଏତିକି ନୁହେଁ କେଉଁ ସଂଖ୍ୟା ଆପଣଙ୍କର ପାଇଁ ଲକି ତାହା ମଧ୍ୟ ଆପଣ ଜାଣିପାରିବେ ।…

ପାକିସ୍ତାନ ନିକଟରେ ରହିଛି ୨୫୦ ଗ୍ରାମର ପରମାଣୁ ଅସ୍ତ୍ର? ବିଶେଷଜ୍ଞଙ୍କ ସାଂଘାତିକ ଖୁଲାସା

ନୂଆଦିଲ୍ଲୀ: ପହଲଗାମରେ ସମ୍ପ୍ରତି ଘଟିଯାଇଥିବା ଆତଙ୍କବାଦୀ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ପାକିସ୍ତାନରେ ଏଭଳି ଆଶଙ୍କା ପ୍ରକାଶ ପାଇଛି ଯେ ଆଗାମୀ କିଛି ଦିନ ମଧ୍ୟରେ ଭାରତ ପାକିସ୍ତାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ।…

ମାଟ୍ରିକ୍ ରେଜଲ୍ଟ ପ୍ରକାଶିତ; ୧୮ବର୍ଷ ଧରି କିସ୍‌ର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ସମଗ୍ର ଓଡ଼ିଶାରେ ପାସ୍ ହାର ୯୪.୯୩% ରହିଥିବା ବେଳେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି। ଲଗାତାର ୧୮ବର୍ଷ ଧରି ଏହାର…